Latest Odisha News

BREAKING NEWS

Yearly Archives

2024

ଜୁନ୍ ୪ରେ ଭୋଟ୍ ଗଣତି ବେଳେ ରାଜ୍ୟରେ ମୁତୟନ ହେବେ ୭୦ କମ୍ପାନୀ ସିଏପିଏଫ

ଭୁବନେଶ୍ଵର: ସରିଛି ଲୋକସଭା ନିର୍ବାଚନ । ଜୁନ୍ ୪ରେ ହେବ ଭୋଟ ଗଣତି । ଫଳାଫଳ ଅପେକ୍ଷାରେ ସମସ୍ତ ରାଜନୈତୀକ ଦଳ । ସେପଟେ ଜୁନ ୪ରେ ଭୋଟ ଗଣତି ବେଳେ ଆଇନଶୃଙ୍ଖଳା ପାଇଁ ରାଜ୍ୟରେ ୭୦ କମ୍ପାନୀ ସିଏପିଏଫ କର୍ମଚାରୀ ମୁତୟନ ହେବେ । ଜୁନ୍ ୬ ପର୍ଯ୍ୟନ୍ତ ରାଜ୍ୟରେ ମୁତୟନ ରହିବେ ଅଧିକ ୭୦ କମ୍ପାନୀ…

ଜଳୁଛି ଓଡିଶା, ୪୦ ଉପରେ ୮ ସହର

ଭୁବନେଶ୍ଵର: ଜଳୁଛି ସାରା ଓଡିଶା । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଅସ୍ତ ବ୍ୟସ୍ତ ଜନ ଜୀବନ । ଆଜି ୪୦ ଡିଗ୍ରୀ ଉପରେ ୮ ସହରର ତାପମାତ୍ରା ରେକର୍ଡ କରାଯାଇଛି । ଟିଟିଲାଗଡ଼ରେ ସର୍ବାଧିକ ଦିନ ତାପମାତ୍ରା ୪୨.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବଲାଙ୍ଗିର ଓ ସୋନପୁରରେ ୪୨.୩ ଡିଗ୍ରୀ…

୧୦ ବର୍ଷରେ ୬ଥର ହାରିଲେ ବାଇଚୁଙ୍ଗ ଭୂତିଆ

ନୂଆଦିଲ୍ଲୀ: ଭାରତୀୟ ଫୁଟବଲ ଟିମର ପୂର୍ବତନ ଅଧିନାୟକ ବାଇଚୁଙ୍ଗ ଭୂତିଆ ରାଜନୀତିରେ କିନ୍ତୁ ଏ ପର୍ଯ୍ୟନ୍ତ ସଫଳତା ହାସଲ କରିପାରି ନାହାନ୍ତି । ରବିବାର ସିକ୍କିମ ନିର୍ବାଚନର ଫଳାଫଳ ପ୍ରକାଶ ପାଇଥିଲା । ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚାର ରିକଶଲ ଧୋରଜୀ ସିକ୍କିମ ଡେମୋକ୍ରାଟିକ ଫ୍ରଂଟ…

ଆକ୍ସିସ ମାଇ ଇଣ୍ଡିଆ ରିପୋର୍ଟ ପ୍ରତିଷ୍ଠାତା କହିଲେ ବିଜେଡି କେଉଁ ଦୁଇଟି ଲୋକସଭା ଆସନରେ ଜିତିବ?

ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ଯେ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।…

ଆକାଶରୁ ଖସିଲା ମୃତ୍ୟୁ, ବଜ୍ରପାତରେ ଚାଲିଗଲା ୨ଜଣଙ୍କ ଜୀବନ

ବ୍ରହ୍ମପୁର: ବ୍ରହ୍ମପୁରର ଦିଗପହଣ୍ଡିରେ ତାଣ୍ତବ ରଚିଛି କାଳବୈଶାଖୀ । କାଳବୈଶାଖୀ ସହିତ ବିଭିନ୍ନ ସ୍ଥାନରେ ବଜ୍ରପାତ ମଧ୍ୟ ହୋଇଛି । ବଜ୍ରପାତରେ ୨ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଦ୍ୱୟ ହେଲେ ନିରାକାରପୁର ଡୁବୁର ପ୍ରଧାନ ଓ ପୋଲସରାର ଶାନ୍ତନୁ। ଏମାନେ ପାଟପୁର…

ସତ ହେଲା ଅରୁଣାଚଳ ପ୍ରଦେଶ ଏବଂ ସିକିମ୍ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ!

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ। ହେଲେ ଏକଜିଟ ପୋଲର ବିଶ୍ବସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକଜିଟ ପୋଲକୁ ମୋଦୀ ମିଡିଆର ଫଳାଫଳ ବୋଲି କହି କଟାକ୍ଷ କରିଥିବା ବେଳେ ଓଡ଼ିଶାରେ ବିଜେଡି ମଧ୍ୟ ଦୃଢୋକ୍ତି…

ଅଲିମ୍ପିକ କୋଟା ହାସଲ କଲେ ବକ୍ସର ଅମିତ

ନୂଆଦିଲ୍ଲୀ: ଭାରତୀୟ ବକ୍ସର ଅମତି ଫଙ୍ଘାଲ ପ୍ୟାରିସ ଅଲିମ୍ପିକ୍ସ ପାଇଁ କୋଟା ହାସଲ କରିଛନ୍ତି । ରବିବାର ବ୍ୟାଙ୍କଙ୍କରେ ଅନୁଷ୍ଠିତ ୱାର୍ଲ୍ଡ ବକ୍ସିଂ କ୍ୱାଲିଫାୟରରେ ପୁରୁଷ ୫୧ କିଗ୍ରା ବିଭାଗରେ ସେମିଫାଇନାଲରେ ପ୍ରବେଶ କରିଛନ୍ତି । କ୍ୱାର୍ଟରରେ ସେ ଚୀନର ଳିୟୁ ଚୁଆଙ୍ଗଙ୍କୁ ୫-୦ରେ ହରାଇ…

ପୁରୀ ବାଣ ବିସ୍ଫୋରଣ ଘଟଣା: ୧୩ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା

କଟକ: ପୁରୀ ବାଣ ବିସ୍ଫୋରଣ ଘଟଣାରେ ଆଉ ୨ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେପଟେ ବର୍ତମାନ ସୁଦ୍ଧା ୧୭ ଜଣ ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏନେଇ ଏସଆରସି କାର୍ଯ୍ୟାଳୟ ତରଫରୁ ସୂଚନା ମିଳିଛି । ଆଜି ସକାଳେ ୨ ଜଣଙ୍କର ମୃତ୍ୟୁ…

ଦେଶରେ ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଚାମଲିଂ ଦୁଇଟି ଯାକ ଆସନରୁ ହାରିଲେ

ଗାଙ୍ଗଟକ: ରାଜନୀତିରେ କେହି ଅପରାଜୟ ଏବଂ ସବୁବେଳେ କ୍ଷମତାରେ ରହିବେ ବୋଲି ଦମ୍ବୋକ୍ତି ଦେଖାଇପାରିବେ ନାହିଁ। ଯାହା ଆଜି ସିକିମ ବିଧାନସଭା ନିର୍ବାଚନ ଫଳଫାଳରୁ ପ୍ରମାଣିତ ହୋଇଛି। ଭାରତର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ପବନ ଚାମଲିଂ ଏଥର ଦୁଇଟି ଯାକ ବିଧାନସଭା…

ଶାହାଙ୍କ ଧମକ ଅଭିଯୋଗ; କଂଗ୍ରେସ ନେତା ଜୟରାମଙ୍କ ଉପରେ ବର୍ଷିଲେ ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହାଙ୍କ ନାଁରେ କଂଗ୍ରେସ ନେତା ଜୟରାମ ରମେଶ ଅଭିଯୋଗ ନେଇ ବର୍ଷିଛନ୍ତି ନିର୍ବାଚନ କମିଶନ । ସେ କହିଛନ୍ତି , ଏନେଇ କୌଣସି ଜିଲ୍ଲାପାଳ କି ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଠାରୁ କିଛି ବି ଅଭିଯୋଗ ହସ୍ତଗତ ହୋଇନାହିଁ । ତେବେ ଏଭଳି ଅଭିଯୋଗ ଆସିଲା କେଉଁଠୁ? ଯଦି…