Latest Odisha News

BREAKING NEWS

Yearly Archives

2024

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି। ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା…

ସିକ୍କିମ୍‌ରେ କ୍ଷମତା ବଜାୟ ରଖିଲା ସିକ୍କିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା

ନୂଆଦିଲ୍ଲୀ: ସିକ୍କିମରେ ପୁଣିଥରେ ସରକାର ଗଢିବାକୁ ଯାଉଛି ‘ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା’ । ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ…

କୁଳିଅଣାରେ ଲଜ୍ଜା, ୭ ବର୍ଷର ଝିଅକୁ ଦୁଷ୍କର୍ମ ପରେ ହତ୍ୟା

ମୟୂରଭଞ୍ଜ: ସାମ୍ନାକୁ ଆସିଛି ଲଜ୍ଜା । ଏକ ୭ ବର୍ଷର ଝିଅକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା । ଏଭଳି କିଛି ଲୋମଟାଙ୍କୁରା ଦୃଶ୍ୟ ସାମ୍ନକୁ ଆସିଛି ମୟୂରଭଞ୍ଜ ଜିଲ୍ଲାର କୁଳିଅଣା ଥାନା ଅଞ୍ଚଳରେ । ନାବାଳିକା ଘରେ ଏକା ଥିବାର ସୁଯୋଗରେ ଝୁଣି ଖାଇଛି ନରଦାନବ । ମିଳିଥିବା ସୂଚନା…

ଆଇଏନଏସ ଚିଲିକା ପରିଦର୍ଶନ କଲେ ସିଡିଏସ ଜେନେରାଲ ଅନୀଲ ଚୌହାନ

ଖୋର୍ଦ୍ଧା: ଆଇ.ଏନ.ଏସ. ଚିଲିକା ଗସ୍ତରେ ଆସି ଭାରତୀୟ ନୌସେନାର ଅଗ୍ନିବୀରମାନଙ୍କ ଅଗ୍ରଣୀ ତାଲିମ ଅନୁଷ୍ଠାନ ପରିଦର୍ଶନ କରିଛନ୍ତି ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ଅନୀଲ ଚୌହାନ । ଭାରତୀୟ ନୌସେନାର ନୌ-ବୀର ମାନଙ୍କ ଭବିଷ୍ୟତ ଗଠନ କରିବାରେ ଆଇଏନଏସ ଚିଲିକା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ…

ରାଜ୍ୟରେ ଅସ୍ୱାଭାବିକ ମୃତ୍ୟୁ ଘଟଣା, ଅଂଶୁଘାତରେ ସମ୍ବଲପୁରରେ ୫ ଓ ରାଉରକେଲାରେ ୬ ଜଣଙ୍କ ମୃତ୍ୟୁ

ଭୁବନେଶ୍ଵର: ରାଜ୍ୟରେ ଦିନକୁ ଦିନ ବଢିବାରେ ଲାଗିଛି ଅସ୍ବାଭାବିକ ମୃତ୍ୟୁ ସଂଖ୍ୟା । ସେଥିମଧ୍ୟରୁ କିଛି ଲୋକଙ୍କର ମୃତ୍ୟୁ ଅଂଶୁଘାତଜନିତ । ସମ୍ବଲପୁରରେ ୧୮ ଅସ୍ୱାଭାବିକ ମୃତ୍ୟୁ ଘଟଣା ମଧ୍ୟରୁ ୫ ଅଂଶୁଘାତଜନିତ ମୃତ୍ୟୁ ହୋଇଥିବା ବେଳେ ରାଉରକେଲାରେ ୬ ଜଣଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଛି ।…

ଆଜିଠୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର ରାଜଧାନୀ, ସରକାରୀ ଭାବେ ଆନ୍ଧ୍ରପ୍ରଦେଶର କୌଣସି ରାଜଧାନୀ ନାହିଁ

ହାଇଦ୍ରାବାଦ: ଦୁଇଟି ରାଜ୍ୟର ରାଜଧାନୀ ବଲାଉଥିବା ହାଇଦ୍ରାବାଦ ଆଜିଠାରୁ କେବଳ ତେଲେଙ୍ଗାନାର ରାଜଧାନୀ ହୋଇଛି। ହାଇଦ୍ରାବାଦ ଆଉ ଦୁଇଟି ରାଜ୍ୟର ରାଜଧାନୀ ନୁହେଁ। ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନ, ୨୦୧୪ ଅନୁଯାୟୀ, ଆଜିଠାରୁ ଅର୍ଥାତ୍ ଜୁନ ୨ ତାରିଖଠାରୁ ହାଇଦ୍ରାବାଦ କେବଳ ତେଲେଙ୍ଗାନାର…

‘ବାଇଡେନ ହିଁ ଆମର ଏକମାତ୍ର ଭରସା’, ହଜାର ହଜାର ଇସ୍ରାଏଲି ଏବେ ଆମେରିକାକୁ କାହିଁକି କରୁଛନ୍ତି ଭରସା ?

ଜେରୁଜେଲମ: ହାମାସ୍-ଇସ୍ରାଏଲ୍ ଯୁଦ୍ଧକୁ ବଢ଼ାଇବା କେବଳ ପାଲେଷ୍ଟାଇନବାସୀଙ୍କ ପାଇଁ ନୁହେଁ ବରଂ ଇସ୍ରାଇଲ୍ ବନ୍ଧକମାନଙ୍କ ପାଇଁ ମଧ୍ୟ ବିପଜ୍ଜନକ ପ୍ରମାଣିତ ହେଉଛି। କିଛି ସପ୍ତାହ ପୂର୍ବରୁ ହାମାସର ସାମରିକ ୱିଙ୍ଗର ମୁଖ୍ୟ ଆବୁ ଉବୈଦା କହିଥିଲେ ଯେ ରାଫାରେ ଇସ୍ରାଏଲର ବ୍ୟାପକ ବିସ୍ଫୋରଣ ପରେ…

ବର୍ଷାପାଇଁ ସ୍ଵତନ୍ତ୍ର ନମାଜ ପାଠ

ନୂଆଦିଲ୍ଲୀ: ପ୍ରବଳ ଗରମରେ ଛଟପଟ ହେଉଛି ଦେଶ । ଆକାଶରୁ ଖସୁଛି ନିଆଁ ଝୁଲ । ଚାତକ ପରି ବର୍ଷାକୁ ଚାହିଁ ବସିଛନ୍ତି ଲୋକେ । ଏହାରିଭିତରେ ଆଜି ବର୍ଷା ପାଇଁ ମୁସଲମାନ ଭାଇଭଉଣୀମାନେ ସ୍ଵତନ୍ତ୍ର ନମାଜ ପାଠ କରିଛନ୍ତି । ମେରଟରେ ନମାଜ-ଏ-ଇସ୍ତିସ୍କା କରାଯାଇଛି । ଏହି ସ୍ଵତନ୍ତ୍ର ନମାଜ ପାଠରେ…

ବୈଷ୍ଣୋଦେବୀରେ ତମାଖୁ ବିକ୍ରି ଓ ସେବନ ଉପରେ ଲାଗିଲା ବ୍ୟାନ

ଶ୍ରୀନଗର: ଜମ୍ମୁ କାଶ୍ମୀର ପ୍ରଶାସନ ପବିତ୍ର ସହର କଟରାରେ ସିଗାରେଟ୍ ଏବଂ ଅନ୍ୟାନ୍ୟ ତମାଖୁ ଦ୍ରବ୍ୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଛି। ଏଣିକି ଆଉ ବିକ୍ରି ହେବନି ସିଗାରେଟ୍ ଓ ତମାଖୁ। ପ୍ରତିବର୍ଷ ଲକ୍ଷ ଲକ୍ଷ ଭକ୍ତ ବୈଷ୍ଣୋଦେବୀଙ୍କ ଦର୍ଶନ ପାଇଁ ଜମ୍ମୁ ଆସନ୍ତି। ଏଭଳି ପରିସ୍ଥିତିରେ…

ଏକଜିଟ ପୋଲକୁ ରାହୁଲଙ୍କ କଟାକ୍ଷ, କହିଲେ ଏହା ମୋଦୀ ମିଡ଼ିଆର ଫଳାଫଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍ ସର୍ଭେ ଅନୁଯାୟୀ ବିଜେପି ନେତୃତ୍ୱାଧୀନ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଇନ୍ସ ତୃତୀୟ ଥର ପାଇଁ ସରକାର ଗଠନ କରିବ ବୋଲି ଆଶା କରାଯାଉଛି। ଇଣ୍ଡିଆ ମେଣ୍ଟର ନେତା ଏକଜିଟ୍ ପୋଲ୍ ଆକଳନ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କଂଗ୍ରେସ ଏକଜିଟ୍…