Latest Odisha News

BREAKING NEWS

Yearly Archives

2024

ଏମିତି ବି ଆସିପାରେ ମୃତ୍ୟୁ; ସ୍କୁଟିରେ ଯାଉଥିବା ବେଳେ ପଡିଲା ନଡିଆ ଗଛ

ନିମାପଡା: ବେଳେ ବେଳେ ମୃତ୍ୟୁ ଏମିତି ବି ଆସେ ନଦେଖିଲେ ବିଶ୍ବାସ କରିହେବ ନାହିଁ । ୨ ମିନିଟ୍ ତଳେ ଦେଖା ହୋଇଥିବା ବ୍ୟକ୍ତିଟି ସବୁଦିନ ପାଇଁ ନିଶ୍ଚିହ୍ନ ହୋଇଯାଏ । ଏମିତି କିଛି ଅଭାବନୀୟ ଘଟଣା ଘଟିଛି ସଗଡ଼ା ଅନ୍ତର୍ଗତ ଚିତ୍ରା ନିକଟରେ । ବନ୍ଧୁ ଘରକୁ ଯାଇ ହସ ଖୁସିରେ ଫେରୁଥିଲେ ହେଲେ…

ଖରା ତାତିରେ ଜଳୁଛି ଓଡ଼ିଶା, ଗ୍ରୀଷ୍ମ ପ୍ରବାହକୁ ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: କଲବଲ କରୁଛି ଗରମ ଓ ଗୁଳୁଗୁଳି। ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଆସନ୍ତା ୫ଦିନ ପାଇଁ ଉପକୂଳ ଓଡିଶାରେ ଗରମ ଏବଂ…

ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା: ବିଜେପି କର୍ମୀଙ୍କୁ ଗୁଳିକରି ହତ୍ୟା

କଲିକତା: ପଶ୍ଚିମବଙ୍ଗ ନଦିଆରେ ନିର୍ବାଚନୀ ହିଂସା । ଟିଏମସି କର୍ମୀଙ୍କ ଆକ୍ରମଣରେ ବିଜେପି କର୍ମୀ ହଫିଜୁଲ ଶେଖଙ୍କ ମୃତ୍ୟୁ ଅଭିଯୋଗ  । ଗତକାଲି ସରିଛି ଦେଶର ଶେଷ ପର୍ଯ୍ୟାୟ ନିର୍ବାଚନ । ଏହାରି ଭିତରେ ଦେଖିବାକୁ ମିଳିଛି  ଅନେକ ଜାଗାରେ ନିର୍ବାଚନୀ ହିଂସା । ଗତକାଲି ପଶ୍ଚିମବଙ୍ଗ…

ଚିକିତ୍ସା କରୁଥିବା ବେଳେ ଡାକ୍ତରଙ୍କୁ ଉଠେଇନେଲେ!

ମାଲକାନଗିରି: କାର୍ଯ୍ୟରତ ଅବସ୍ଥାରେ ମେଡିକାଲରୁ ଗାଏବ ହେଲେ ଡାକ୍ତର । ବିଳମ୍ବିତ ରାତିରେ ମାଓବାଦୀ ଉଠାଇନେଇଥିବା ଅଭିଯୋଗ । ଏଭଳି କିଛି ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳାରେ । ଡାକ୍ତଖାନାରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ କୁମାରଙ୍କୁ ମାଓବାଦୀ ଉଠାଇ ନେଇଥିବା ଅଭିଯୋଗ ହୋଇଛି…

ଚିନ୍ତା ବଢ଼ାଇଲାଣି ଅଂଶୁଘାତ: ରାଜ୍ୟରେ ୯୬ ମୃତ, ୧୪୪୫ ଜଣ ଅସୁସ୍ଥ

ଭୁବନେଶ୍ୱର: ଖରା ତାତିରେ ଜଳୁଛି ଓଡ଼ିଶା। ବିଶେଷ କରି ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ବୃଦ୍ଧି ପାଇଛି। ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି। ଗତ କିଛି ଦିନ ହେବ ରାଜ୍ୟରେ ପାରଦ ଉପରମୁହାଁ। ଏଭଳି ଗ୍ରୀଷ୍ମପ୍ରବାହ ଆଉ କିଛି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ସରିଲାଣି ନିର୍ବାଚନ ,ହେଲେ ଥମୁନି ଇଭିଏମ୍ ଉତ୍ତେଜନା

ଯାଜପୁର:ଯାଜପୁର  ଜିଲ୍ଲାରେ ଇଭିଏମ୍  ଟେନସନ ଥମିବାର ନା ନେଉନି । ବଡଚଣା ଅଞ୍ଚଳର ଇଭିଏମ୍ ମେସିନ ଯାଜପୁର ଟାଉନ ଯିବା ବେଳେ ଯାରକା ନିକଟରେ ଏକ ହୋଟେଲ ପାଖରେ ଅଟକିଥିଲା ଇଭିଏମ୍ ଗାଡି । ତେବେ ଏହାକୁ ନେଇ ସନ୍ଦେହ କରିବା ସହ ପୋଲିଂ ଅଧିକାରୀଙ୍କୁ ଘେରିଥିଲେ ବିଜେପି କର୍ମୀ । ବିଜେପି…

ବେପରୁଆ ହେବେ ସାବାଡ; ଜବତ ହେବ ଗାଡି ସହ ଫୋନ

ଭୁବନେଶ୍ବର: ଗାଡି ଚଲାଇବା ବେଳେ ଫୋନ ବ୍ୟବହାର କରୁଛନ୍ତି କି? ତାହେଲେ ହୋଇଯାଆନ୍ତୁ ସାବଧାନ । ଏନେଇ ଏବେ  ନୂଆ କଟକଣା ଆଣୁଛନ୍ତି କମିଶନରେଟ ପୋଲିସ । ସିଜ୍ ହେବ ଗାଡି ସହ ମୋବାଇଲ । ସଡକ ଦୁର୍ଘଟଣାକୁ ନେଇ ଯେତେ ବି ସତର୍କ କରାଗଲେ ମଧ୍ୟ ଥମିବାର ନାଁ ନେଉନି । ପ୍ରତିଦିନ ୨ ରୁ ୪…

୨୦୧୪ ଟି୨୦ ବିଶ୍ୱକପ: ଫାଇନାଲରେ ହାରିଲା ଭାରତ

୨୦୧୪ ଟି୨୦ ବିଶ୍ୱକପ ବାଂଲାଦେଶରେ ଆୟୋଜିତ ହୋଇଥିଲା । ପ୍ରଥମ ଥର ପାଇଁ ୧୬ଟି ଟିମକୁ ନେଇ ଏହା ଆୟୋଜିତ ହୋଇଥିଲା । ଫାଇନାଲରେ ଶ୍ରୀଲଙ୍କା ନିକଟରୁ ପରାଜିତ ହୋଇ ଭାରତ ଚାମ୍ପିୟନ ହେବା ସୁଯୋଗ ହାତଛଡା କରିଥିଲା । ଶ୍ରେଷ୍ଠ ୮ଟି ସିଧାସଳଖ ସୁପର ଟେନରେ ପ୍ରବେଶ କରିଥିଲେ । ପ୍ରଥମ ରାଉଣ୍ଡରେ…

ମନେପଡ଼ିଯାଉଛି ସେ କରାଳ ଦିନ, ସମାନ ଦିନରେ ପୁଣି ଆଉ ଏକ ଟ୍ରେନ ଦୁର୍ଘଟଣା

ଫତେହଗଡ: ଆଜି କରମଣ୍ଡଳର ସେ କରାଳ ରାତିକୁ ବର୍ଷେ ପୂରିଲା । ଠିକ୍ ସେହି ସମାନ ଦିନରେ ପୁଣି ଆଉ ଏକ ବଡ ଟ୍ରେନ୍‌ ଦୁର୍ଘଟଣା। ଅତ୍ୟନ୍ତ ମର୍ମନ୍ତୁଦ ହୋଇଥିଲେ ମଧ୍ୟ ଭାଗ୍ୟବଶତଃ ବଞ୍ଚିଯାଇଥିଲେ ୫୦୦ ଯାତ୍ରୀ । ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଦୁଇଟି ମାଲବାହୀ ଟ୍ରେନ୍…

ଆଜି ମୋଦିଙ୍କ ମାରାଥନ ବୈଠକ: ୧୦୦ ଦିନର ଏଜେଣ୍ଡା ନେଇ କରିବେ ସମୀକ୍ଷା

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରସଙ୍ଗକୁ ନେଇ କରିବେ ସମୀକ୍ଷା ବୈଠକ  । ୧୦୦ ଦିନର ଏଜେଣ୍ଡା ନେଇ ପ୍ରଧାନମନ୍ତ୍ରୀ କରିବେ ଗୁରୁତ୍ବପୂର୍ଣ୍ଣ ଆଲୋଚନା । କନ୍ୟାକୁମାରୀ ବିବେକାନନ୍ଦ ରକ୍ ରେ ଧ୍ୟାନ ସଂପୂର୍ଣ୍ଣ ହେବା ପରେ ଆଜି ମୋଦି ବାହାରିଛନ୍ତି ନିଜର…