Latest Odisha News

BREAKING NEWS

Yearly Archives

2024

ଡେଙ୍ଗୁରୁ ମିଳିବ ମୁକ୍ତି, ଟିକାକୁ ଅନୁମୋଦନ କଲା ବିଶ୍ବ ସ୍ବାସ୍ଥ୍ୟ ସଂଗଠନ

ଭୁବନେଶ୍ବର: ଆଗକୁ ବର୍ଷା ଋତୁ ଆସୁଥିବାବେଳେ ମଶା ଜନିତ ଅନେକ ଜ୍ବର ବ୍ୟାପିବାର ଆଶଙ୍କା ରହିଛି । ସେଥିମଧ୍ୟରୁ ଗୋଟିଏ ହେଉଛି ଡେଙ୍ଗୁ ଜ୍ବର । ପ୍ରବଳ ଜ୍ବର, ମୁଣ୍ଡ ଓ ଶରୀର ବ୍ୟଥା ଆଦି ଡେଙ୍ଗୁ କ୍ଷେତ୍ରରେ ଦେଖାଯାଇଥାଏ । ଯେଉଁଥିରେ ରୋଗୀ ଜଣକ ଅସହ୍ୟ କଷ୍ଟ ପାଇଥାଏ । ତେବେ ଏହି କଷ୍ଟରୁ…

ବିଜେପି ଯୁବମୋର୍ଚ୍ଚା ସଭାପତି ଆକ୍ରମଣର ଶିକାର, ବିଜେଡି ପ୍ରାର୍ଥୀଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ

ଚାନ୍ଦବାଲି: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବିଧାନସଭା ଆସନରେ ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚାର ସଭାପତି ଅଭିଳାଶ ପଣ୍ଡା। ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଗୁରୁବାର କିଛି ବିଜେଡି କର୍ମୀଙ୍କ ଆକ୍ରମଣରେ ଭାରତୀୟ ଜନତା ଯୁବ ମୋର୍ଚ୍ଚାର ରାଜ୍ୟ ସଭାପତି…

ଭାରତ-ପାକିସ୍ତାନ ମ୍ୟାଚରେ ଆତଙ୍କବାଦୀଙ୍କ ଆକ୍ରମଣ ଧମକ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପରେ ଜୁନ ୯ରେ ହେବାକୁ ଥିବା ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ଭୋଲଟେଜ ମୁକାବିଲା ଖେଳାଯିବ । ଏହି ମ୍ୟାଚରେ ଆକ୍ରମଣ କରିବା ନେଇ ଆତଙ୍କବାଦୀ ଧମକ ମିଳିଛି । ଆଇଏସଆଇଏସକେ ଲୋନ ୱଲ୍ଫ ଆଟାକ କରିବ ବୋଲି ଧମକ ଦେଇଛି । ନାସାଉ କାଂଉଟି କ୍ରିକେଟ ଷ୍ଟାଡିୟମରେ ଏହି ମ୍ୟାଚ…

ପାଣ୍ଡିଆନ ଉତ୍ତରାଧିକାରୀ ନୁହଁନ୍ତି: ନବୀନଙ୍କୁ ବିଜେପି ପଚାରିଲା ତାହେଲେ ସେ ସବୁବେଳେ ପାଖାପାଖି କାହିଁକି?

ଭୁବନେଶ୍ୱର: ବିଜେଡିର ନମ୍ବର ଟୁ ନେତା ଭିକେ ପାଣ୍ଡିଆନ୍ ମୁଖ୍ୟମନ୍ତ୍ରୀଙ୍କ ଉତ୍ତରାଧିକାରୀ ନୁହନ୍ତି। ଏଏନଆଇକୁ ସେ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କହିବା ପରେ ବିଜେପି କଡା ଜବାବ ଦେବା ସହ କିଛି ପ୍ରଶ୍ନ କରିଛି। ବିଜେପି ନେତା ଅନୀଲ ବିଶ୍ବାଳ ପଚାରିଛନ୍ତି,  ଯଦି…

ପିଓକେ ଆମର ଥିଲା, ଅଛି ଏବଂ ରହିବ: ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପିଓକେ କୁ ନେଇ ଆମର ଆଭିମୁଖ୍ୟ ଦୃଢ ଅଟେ । ସମଗ୍ର ଜାମ୍ମୁ କାଶ୍ମୀର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଭାରତର ଏକ ଅବିଚ୍ଛେଦ୍ୟ ଅଂଶ ଏବଂ ଏହା ସର୍ବଦା ରହିବ। ଚୀନ୍ ପାକିସ୍ଥାନ ଉପରେ ଆମର ଅର୍ଥନୈତିକ ବିଷୟରେ ଜାଣନ୍ତି। ଏହା ଆମର କ୍ଷେତ୍ରୀୟ ଅଖଣ୍ଡତା ଏବଂ ସାର୍ବଭୌମତ୍ୱ…

ଅମ୍ବାଭୋନା ଅସ୍ତ୍ରାଗାରରେ କାର୍ଯ୍ୟରତ କର୍ମଚାରୀଙ୍କ ଆକସ୍ମିକ ମୃତ୍ୟୁ

ବରଗଡ଼: ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନା ସଂଲଗ୍ନ ଅସ୍ତ୍ରାଗାରରେ କାର୍ଯ୍ୟରତ ଓଡ଼ିଶା ସ୍ପେସିଆଲ ଷ୍ଟ୍ରାକିଂ ଫୋର୍ସର କର୍ମଚାରୀ ଆକସ୍ମିକ ମୃତ୍ୟୁ । ମୃତକ ହେଲେ ବିଜୟ ସା । ତାଙ୍କ ଘର ଝାରସୁଗୁଡ଼ା ଜିଲ୍ଲା ଭୁୟାଁ ପଡାରେ । ଆଜି ଭୋର ୫ଟାରେ ଶୋଇଥିବା ଅବସ୍ଥାରେ ତାଙ୍କର ମୃତ୍ୟୁବରଣ…

ଅମରନାଥ ଯାତ୍ରା ପୂର୍ବରୁ ବନ୍ଦ ରହିବ ଜାତୀୟ ରାଜପଥ, ଜାଣନ୍ତୁ କାରଣ….

ଶ୍ରୀନଗର: ଚଳିତବର୍ଷର ଅମରନାଥ ଯାତ୍ରା ପୁର୍ବରୁ ଜାତୀୟ ରାଜପଥ – ୪୪ରେ ମରାମତୀ କାର୍ଯ୍ୟ କରାଯିବ । ସେଥିପାଇଁ ୪୮ ଘଣ୍ଟା ବନ୍ଦ ରହିବ ଜାତୀୟ ରାଜପଥ । ଏନେଇ ସୂଚନା ଦେଇଛନ୍ତି ରାମବନ ଡେପୁଟି କମିଶନର ବସୀର-ଉଲ-ହକ ଚୌଧୁରୀ । ତାଙ୍କ କହିବାନୁସାରେ, ନାଶରୀ ରୁ ବନିହାଲ ମଧ୍ୟରେ ଥିବା ରାସ୍ତା…

ନିର୍ବାଚନକୁ ଦୃଷ୍ଟିରେ ରଖି ଭଦ୍ରକ ଜିଲ୍ଲାରେ ଲାଗୁ ହେଲା ୧୪୪ ଧାରା

ଭଦ୍ରକ: ଭଦ୍ରକ ଜିଲ୍ଲାରେ ଆସନ୍ତା ଜୁନ ୧ତାରିଖରେ ମତଦାନ ହେବାକୁ ଯାଉଥିବାବେକେ ଜିଲ୍ଲାରେ ନିର୍ବାଚନ ଶେଷ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ସଂଧ୍ୟା ୬ଟାରୁ ଜୁନ୍‌ ୨ ତାରିଖ ପର୍ଯ୍ୟନ୍ତ ଜାରି ରହିବ ୧୪୪ ଧାରା । କୌଣସି ସ୍ଥାନରେ ୫ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେନି କିମ୍ବା…

‘ତା’ର ବାପା ଜଣେ ଚୋର ଥିଲା’… କଂଗ୍ରେସକୁ ଟାର୍ଗେଟ କରି ଏପରି କହିଲେ ମୋଦୀ

ନୂଆଦିଲ୍ଲୀ: ସପ୍ତମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପୂର୍ବରୁ ପଞ୍ଜାବରେ ଶେଷଥର ନିର୍ବାଚନ ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ହୋଶିଆରପୁର ଲୋକସଭା ଆସନ ପାଇଁ ପ୍ରଚାର ବେଳେ କଂଗ୍ରେସ ଏବଂ ଆମ୍ ଆଦମୀ ପାର୍ଟିକୁ ସିଧାସଳଖ ଟାର୍ଗେଟ କରିଛନ୍ତି ମୋଦୀ । ପ୍ରଧାନମନ୍ତ୍ରୀ ମୋଦୀ…

ଭୂତଙ୍କ ଗ୍ରାମ ଭାବେ ପରିଚିତ ମୀନାକ୍ଷୀପୁରର ଏକମାତ୍ର ବାସିନ୍ଦାଙ୍କ ପରଲୋକ

ମୀନାକ୍ଷୀପୁରମ: ତାମିଲନାଡୁର ମୀନାକ୍ଷୀପୁରମର ଏକମାତ୍ର ବାସିନ୍ଦା କଦାସାମୀ ନାୟକରଙ୍କ ପରଲୋକ ହୋଇଯାଇଛି । ତାଙ୍କ ବ୍ୟତୀତ ଏହି ଗ୍ରାମରେ କେହି ରହୁ ନ ଥିଲେ । ସେଥିପାଇଁ ଏହାକୁ ଭୂତଙ୍କ ଗ୍ରାମ ବୋଲି ମଧ୍ୟ କୁହାଯାଏ । ଏହି ଗ୍ରାମରେ ରହୁଥିବା ଅଧିକାଂଶ ପରିବାର ଭଲରେ ଚଳୁଥିଲେ । କାଳକ୍ରମେ…