ବସଷ୍ଟାଣ୍ଡରେ ବସ୍ ହେଲ୍ପରକୁ ଛୁରାମାଡ଼
ସମ୍ବଲପୁର: ସମ୍ବଲପୁର ବସଷ୍ଟାଣ୍ଡରେ ବସ୍ ହେଲ୍ପରକୁ ଛୁରାମାଡ଼ । ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ହେଲେ ହେଲପର । ଗୁରୁତର ହେଲପରଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଛୁରାମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ୩ ରୁ ୪ ଜଣ ଛୁରାମାଡ଼ କରିଥିବା ସୂଚନା ମିଳିଛି । ସେପଟେ…