Latest Odisha News

BREAKING NEWS

Yearly Archives

2024

ଭୁବନେଶ୍ୱର ଏମ୍ସରେ ଆଇପିଏସ ଆଶିଷ ସିଂ, ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ଏମ୍ସର ୬ ଜଣିଆ ବୋର୍ଡ

ଭୁବନେଶ୍ୱର: ଓଡ଼ିଶାରେ ନିର୍ବାଚନ ପ୍ରଚାର ସମୟରେ ଭାରତୀୟ ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ। ୨୦୧୦ ବ୍ୟାଚ୍ ଆଇପିଏସ୍ ଆଶିଷ ସିଂଙ୍କ ସ୍ୱାସ୍ଥ୍ୟ ଖରାପର ଯାଞ୍ଚ ଭୁବନେଶ୍ୱର ଏମ୍ସ ଡାକ୍ତର ବୋର୍ଡ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କମିଶନର। ମେ’ ୪ ତାରିଖରୁ ସ୍ୱାସ୍ଥ୍ୟ ପରୀକ୍ଷା ଦର୍ଶାଇ…

ଶେଷ ପର୍ଯ୍ୟାୟର ଶେଷ ମାରାଥନ୍, ମଇଦାନରେ ଚାଲିଛି ସମରସଜ୍ଜା

ଭୁବନେଶ୍ବର: ଦେଶରେ ୭ମ ଓ ରାଜ୍ୟରେ ୪ର୍ଥ । ଶେଷ ପର୍ଯ୍ୟାୟ ନିର୍ବାଚନକୁ ଆଉ ଦିନଟିଏ ମାତ୍ର । ଏହାରି ଭିତରେ ଦେଶ ତଥା ରାଜ୍ୟରେ ଆଜି ହେଉଛି ମଇଦାନ ପ୍ରଚାରର ଶେଷ ଦିନ । ଆଜି ସନ୍ଧ୍ୟା ପରେ ପ୍ରଚାର ମଇଦାନ ହେବ ଖାଁ ଖାଁ । ଏଥିପାଇଁ ନିଜର ଜି ଜାନ ଲଗାଇ ଦେଇଛନ୍ତି ରାଜ୍ୟ ତଥା ଦେଶର ପ୍ରମୁଖ…

ମୋଦୀଙ୍କୁ ମମତାଙ୍କ ଟାର୍ଗେଟ: କହିଲେ, କ୍ୟାମେରା ଆଗରେ ଧ୍ୟାନ କରିବା ଅର୍ଥ ପରୋକ୍ଷ ଭାବେ ପ୍ରଚାର କରିବା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୩୦ରୁ ଜୁନ୍ ୧ ତାରିଖ ପର୍ଯ୍ୟନ୍ତ କନ୍ୟାକୁମାରୀର ବିବେକାନନ୍ଦ ଶିଳା ସ୍ମାରକୀରେ ଧ୍ୟାନ କରିବାକୁ ଘୋଷଣା କରିଛନ୍ତି। ଏହା ପରେ ଲାଗୁଛି ଯେପରି କଂଗ୍ରେସ ଗୋଟିଏ ପରେ ଗୋଟିଏ ଟାର୍ଗେଟ କରିବା ଆରମ୍ଭ କରିଛି। ବୁଧବାର କଂଗ୍ରେସ ନିର୍ବାଚନ…

ପ୍ରବଳ ଗୁଳୁଗୁଳି, ସକାଳୁ ସକାଳୁ ପାରଦ ୩୯ ଛୁଇଁଲାଣି

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି ଅସହ୍ୟ ତାତି ସହ, ପ୍ରବଳ ଗୁଳୁଗୁଳି । ଆଜି ସକାଳୁ ସକାଳୁ ଏହାର ପ୍ରଭାବ ରାଜ୍ୟରେ ଅନୁଭୂତ ହେଲାଣି । ଆଜି ସକାଳ ୮ଟା  ୩୦ ସୁଦ୍ଧା ୩୯ ଡିଗ୍ରୀ ତାପମାତ୍ରା ସହ ଭବାନୀପାଟଣା ସବୁଠୁ ଉତପ୍ତ ସହର । ସେହିପରି ଟିଟିଲାଗଡ଼ ୩୮ ଡିଗ୍ରୀ,  ବଲାଙ୍ଗୀରରେ ୩୭.୪, …

ସିଏଏ ଅଧୀନରେ ବଙ୍ଗଳାରେ ନାଗରିକତା ପ୍ରମାଣପତ୍ର ପ୍ରଦାନ କଲା ଗୃହ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ସିଏଏ (CAA) ଅଧୀନରେ ନାଗରିକତ୍ୱ ପ୍ରଦାନ କରିବା କେନ୍ଦ୍ର ସରକାର ଆରମ୍ଭ କରିଛନ୍ତି। ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ପଶ୍ଚିମବଙ୍ଗରେ ନାଗରିକତା (ସଂଶୋଧନ) ନିୟମ ୨୦୨୪ ଅନୁଯାୟୀ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ପ୍ରଥମ ଆବେଦନକୁ…

ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ

ନୂଆଦିଲ୍ଲୀ: ଶେଷ ପର୍ଯ୍ୟାୟ ନିର୍ବାଚନ ଶେଷ କରିବା ପରେ ଆଜିଠାରୁ ଦୁଇ ଦିନିଆ ଧ୍ୟାନରେ ବସିବେ ମୋଦୀ । କନ୍ୟାକୁମାରୀର ସ୍ବାମୀ ବିବେକାନନ୍ଦ ଧ୍ୟାନ ମଣ୍ଡପରେ ଧ୍ୟାନରେ ବସିବେ ମୋଦୀ । ଜୁନ୍ ୧ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଏଠାରେ ଧ୍ୟାନ କରିବେ ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଆଗମନ ଏବଂ ତାଙ୍କର…

ମାଓବାଦୀଙ୍କ ଟାର୍ଗେଟରେ ପୋଲିସ, ପୁଣି ଥାନା ଅଞ୍ଚଳରୁ ଆଇଇଡି‌ ବୋମା ଉଦ୍ଧାର

କନ୍ଧମାଳ: କନ୍ଧମାଳରେ ମାଓବାଦୀ ଜଣେ ଯୁବକଙ୍କୁ ପୋଲିସ ଇନ୍‌ଫର୍ମର୍‌ ସନ୍ଦେହ କରି ନିର୍ମମ ଭାବେ ହତ୍ୟା କରିବା ପରେ ପୋଲିସ ପକ୍ଷରୁ ବଡ଼ ଧରଣର ଅଭିଯାନ ଜାରି ରହିଛି। ଗତକାଲି କୋଟଗଡ଼ର ଜଙ୍ଗଲରୁ ମାଓବାଦୀ ରଖିଥିବା ବିସ୍ଫୋରକ, ଟିଫିନ୍‌ ବୋମା ଓ ବିପୁଳ ବିସ୍ଫୋରକ ଉଦ୍ଧାର କରାଯାଇଥିଲା। ୨୪…

ଖରାଦିନେ କିପରି ନେବେ ତ୍ଵଚାର ଯତ୍ନ

ଭୁବନେଶ୍ଵର: ଝିଅମାନେ ନିଜ ତ୍ଵଚାକୁ ନେଇ ପ୍ରାୟତଃ ସର୍ବଦା ଚିନ୍ତିତ ରୁହନ୍ତି, କାରଣ ଋତୁ ବଦଳିବା ସଙ୍ଗେ ସଙ୍ଗେ ତ୍ଵଚାରେ ଅନେକ ପ୍ରକାର ସମସ୍ୟା ଦେଖା ଦେଇଥାଏ। ତ୍ଵଚାର ସୌନ୍ଦର୍ୟ୍ୟ ବଜାୟ ରଖିବା ଜରୁରୀ ଅଟେ। ଗ୍ରୀଷ୍ମ ଋତୁରେ ତ୍ଵଚାର ଯତ୍ନ ନେବା ନିତ୍ୟନ୍ତ ଆବଶ୍ୟକ ହୋଇଥାଏ । ପ୍ରବଳ ଖରା…

ଦୁବାଇର ରେକର୍ଡ ଭାଙ୍ଗିବକି ଭାରତ ! ଅସମ୍ଭାଳ ତାତି, ଦିଲ୍ଲୀରେ ୫୨ ଡିଗ୍ରୀ ଡେଇଁଲା ପାରଦ

ନୂଆଦିଲ୍ଲୀ: ଦୁବାଇର ଉତ୍ତାପ ବିଷୟରେ ଆପଣ ପ୍ରାୟତଃ ଶୁଣିଥିବେ ନିଶ୍ଚୟ। ଦୁବାଇ ଏକ ଉତ୍ତପ୍ତ ମରୁଭୂମି ସ୍ଥଳ। ସାଧାରଣତଃ କୁହାଯାଏ ଯେ ଦୁବାଇରେ ଏସି ବିନା ଜୀବନ ଅତିବାହିତ କରିବା ଅତ୍ୟନ୍ତ କଷ୍ଟକର। ସେଠାରେ ସର୍ବାଧିକ ତାପମାତ୍ରା ରେକର୍ଡ କରାଯାଇଥିଲା ୫୫ ଡିଗ୍ରୀ ସେଲସିୟସ। ବୁଧବାର ଦିନ…

ଚନ୍ଦନ ଯାତ୍ରା ବେଳେ ଅଘଟଣ, ବାଣ ଗଦାରେ ନିଆଁ ଲାଗି ଜଣେ ମୃତ, ଏକାଧିକ ଆହତ

ପୁରୀ: ଶ୍ରୀକ୍ଷେତ୍ର ଭଉଁରୀ ଅବସରରେ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳ ଚାଲିଥିବା ବେଳେ ଅଭାବନୀୟ ଘଟଣା । ବାଣ ଗଦାରେ ନିଆଁ ଲାଗି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ମାନଙ୍କୁ ପ୍ରଥମେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…