ପଡିଆରେ ପ୍ରବେଶ କରିଥିବା ବ୍ୟକ୍ତିଙ୍କ ଅପରେଶନ ଖର୍ଚ୍ଚ କଥା ବୁଝିବେ ଧୋନୀ
ରାଂଚୀ: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୪ ସଂସ୍କରଣରେ ୫ ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସ ପ୍ଲେ ଅଫ ଦୌଡରୁ ବାଦ ପଡିଥିଲା । ଅହମ୍ମଦାବାଦରେ ଗୁଜରାଟ ଟାଇଟାନ୍ସ ବିପକ୍ଷ ମ୍ୟାଚ ଅବସରରେ ଜଣେ ପ୍ରଶଂସକ ସୁରକ୍ଷା ବଳୟ ଭେଦ କରି ପଡିଆକୁ ପ୍ରବେଶ କରିଥିଲେ । ସେ ଧୋନୀଙ୍କ ପାଦ ଛୁଇଁଥିଲେ ଏବଂ…