ଭୂ-କମ୍ପ ଝଟକାରେ ମିଆଁମାର ସହ ଥରିଲା ମେଘାଳୟ, ଲୋକେ ଭୟଭୀତ
ସିଲଂ: ଭୂ-କମ୍ପ ଝଟକାରେ ଥରିଲା ମିଆଁମାର । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୬ ରେକର୍ଡ କରାଯାଇଛି । ତେବେ ଏହି ଭୂ-କମ୍ପ ଝଟକା ଏତେ ଯୋରରେ ଥିଲା ଯେ, ଏହାର ପ୍ରଭାବ ମେଘାଳୟ ଓ ଆସାମର ଗୌହାଟୀରେ ମଧ୍ୟ ଦେଖିବାକୁ ମିଳିଛି । ରିକ୍ଟର ସ୍କେଲରେ ୪ ଥିବା ଜଣାପଡ଼ିଛି ।
ତେବେ ଏହାର କେନ୍ଦ୍ର…