Latest Odisha News

BREAKING NEWS

Yearly Archives

2024

୧୯ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପୁରୀରେ କରିବେ ରୋଡ ଶୋ’

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୧୯ ତାରିଖ ସନ୍ଧ୍ୟାରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ । ସେହିଦିନ ସନ୍ଧ୍ୟା ୭ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିବେ ମୋଦି । ଏନେଇ ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ତେବେ ୧୯…

ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକଙ୍କ ସହ ବହୁ ସମର୍ଥକ ବିଜେପିରେ ଯୋଗଦେଲେ

ଭୁବନେଶ୍ୱର: ଆଜି ରାଜ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ବିଜେଡି ରାଜ୍ୟ ଯୁବ ସାଧାରଣ ସମ୍ପାଦକ ପ୍ରୀତିରଞ୍ଜନ ସାହୁ ନିଜ ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଆନୁଷ୍ଠାନିକଭାବେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ…

ପୁଣି ଫେରିଲା ଗ୍ରୀଷ୍ମ ପ୍ରବାହ, ଆସନ୍ତା ୨୦ ଓ ୨୧ ତାରିଖରେ ହିଟ୍ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବରେ ଅଧିକାଂଶ ସ୍ଥାନରେ ମିଶ୍ରିତ ପାଗ ରହୁଛି। ଗତ ଦୁଇଦିନ ଅପେକ୍ଷା ଆଜି ତାପାମାତ୍ରା ବୃଦ୍ଧି ପାଇଛି। ଆସନ୍ତାକାଲି ଅର୍ଥାତ ଶନିବାର ଠାରୁ ରାଜ୍ୟରେ ଗରମ ବୃଦ୍ଧି ପାଇବ। ରାଜ୍ଯକୁ ପୁଣି ଫେରିଲା ଗ୍ରୀଷ୍ମପ୍ରବାହ । ଆଗାମୀ ୨ ରୁ ୩ ଦିନ ରାଜ୍ୟରେ…

ଇସ୍ତଫା ଦେଲେ ଝାଡ଼ଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ

ଝାଡ଼ଖଣ୍ଡ : ଇସ୍ତଫା ଦେଲେ କଂଗ୍ରେସ ନେତା ତଥା ଝାଡଖଣ୍ଡ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଆଲାମଗିର ଆଲାମ । ସେ ରାଜଭବନକୁ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି। ଗତ ୨ ଦିନ ତଳେ ଅର୍ଥ ହେରଫେର ମାମଲାରେ ଆଲାମଙ୍କୁ ଗିରଫ କରିଥିଲା ଇଡି। ସୂଚନା ଅନୁସାରେ, ଗତ ମେ ୬ ତାରିଖରେ ଇଡି ଆଲାମଗିର…

ଖଲ୍ଲିକୋଟ ହିଂସା ଘଟଣା; ତଦନ୍ତ କରିବ ଏସଆଇଟି

ଗଞ୍ଜାମ: ଖଲ୍ଲିକୋଟ ରାଜନୈତିକ ହିଂସା ଘଟଣାର ତଦନ୍ତ କରିବ ସ୍ବତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) । ଏନେଇ ପୁଲିସ ଡିଜି ଅରୁଣ ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି । ମାମଲାରେ ଫେରାର ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ । ଏସଆଇଟି ତଦନ୍ତ କରି ୩୦ ଦିନ ମଧ୍ୟରେ ଚାର୍ଜସିଟ୍‌ ଦାଖଲ…

ଫାଇନାନ୍ସ କମ୍ପାନୀରେ ଲାଗିଲା ନିଆଁ

ବାଲେଶ୍ୱର : ବାଲେଶ୍ୱର ରେମୁଣା ଗୋଲେଇ ନିକଟରେ ଏକ ଘରୋଇ ଫାଇନାନ୍ସ୍ କମ୍ପାନୀ ଅନ୍ନପୂର୍ଣ୍ଣା ଫାଇନାନ୍ସରେ ଅଗ୍ନିକାଣ୍ଡ ହୋଇଛି । ସର୍ଟସର୍କିଟ ଯୋଗୁ ନିଆଁ ଲାଗିଥିବାର ଅନୁମାନ କରାଯାଉଥିଲେ ମଧ୍ୟ ସତ୍ୟସତ୍ୟତା କିଛି ଜଣା ପଡିନାହିଁ । ଅଫିସ୍ ଭିତରର ସବୁ କିଛି ପୋଡ଼ି ନଷ୍ଟ ହୋଇଯାଇଛି…

ଥାନାରେ ପଶି ହତ୍ୟା ଅଭିଯୁକ୍ତଙ୍କୁ ଖସାଇ ନେବାକୁ ଉଦ୍ୟମ: ୯ ଗିରଫ, ୪ଟି ବାଇକ୍‌ ଜବତ

ଗଞ୍ଜାମ: ନିର୍ବାଚନ ସମୟରେ ଗଞ୍ଜାମ ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ଆଇନ ଶୃଙ୍ଖଳା ପରିସ୍ଥିତି। ଗତ ରାତିରେ କୋଦଳା ଥାନାରେ ପଶି ଜଣେ ହତ୍ୟା ଅଭିଯୁକ୍ତଙ୍କୁ ଟାଣି ନେଇଯାଉଥିଲେ ଦୁବୃର୍ତ୍ତ। ଏହି ସମୟରେ ପୋଲିସ ଦୁର୍ବୃତ୍ତଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ପୋଲିସ୍‌ ସହ ସେମାନଙ୍କର…

‘ମୋଦି ଜୀଙ୍କୁ ତୃତୀୟଥର ପ୍ରଧାନମନ୍ତ୍ରୀ କରନ୍ତୁ, ଗୋହତ୍ୟାକାରୀଙ୍କୁ ଓଲଟା ଟାଙ୍ଗି ସିଧା କରିଦେବୁ’

ପାଟନା: ଲୋକସଭା ନିର୍ବାଚନ ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର କରୁଛନ୍ତି । ଏହି ସମୟରେ କେନ୍ଦ୍ର ଗୃହମନ୍ତ୍ରୀ ବିହାରର ମଧୁବନୀରେ ପହଞ୍ଚି ଏକ ରାଲିରେ ସମ୍ବୋଧିତ କରିଥିଲେ । ଏହି ସମୟରେ ସେ ଗା ହତ୍ୟାରେ ସମ୍ପୃକ୍ତ ଥିବା ଲୋକଙ୍କୁ କଡା ଚେତାବନୀ…

ମୁଖ୍ୟମନ୍ତ୍ରୀଙ୍କ ରୋଡ ଶୋ’ରେ ନାଁ ଲୋକ ଥିଲେ, ନାଁ ଦଳୀୟ ନେତା’; ଅପରାଜିତା

ଭୁବନେଶ୍ବର: ‘ମୁଖ୍ୟମନ୍ତ୍ରୀଙ୍କ ସହ ସାଂସଦ ପ୍ରାର୍ଥୀ କି ବିଧାୟକ ପ୍ରାର୍ଥୀ ବି ନଥିଲେ । ବଡ଼ବାବୁ ହେବାକୁ ନିଷ୍ଫଳ ପ୍ରୟାସ କରୁଥିବା ସାନ ବାବୁ କେବଳ ଥିଲେ । ନିଜ ଦଳର ପ୍ରାର୍ଥୀଙ୍କୁ ସାଙ୍ଗରେ ନନେଇ ମୁଖ୍ୟମନ୍ତ୍ରୀ ରୋଡ୍‌ ସୋ କଲେ । ଏହାର ଅର୍ଥ ନିଜ ଦଳର ପ୍ରାର୍ଥୀଙ୍କ ଉପରେ…

କବିସୂର୍ଯ୍ୟନଗରରେ ବିଶ୍ବଶର୍ମାଙ୍କ ଚେତାବନୀ, ‘ଯିଏ ରତ୍ନ ଭଣ୍ଡାର ଚାବି ଲୁଚାଇଛନ୍ତି, ଜଗନ୍ନାଥଙ୍କ ଅଭିଶାପ ପଡିବ’

କବିସୂର୍ଯ୍ୟନଗର: ଗତକାଲି ଭଳି ଆଜି ମଧ୍ୟ ସେଇ ସମାନ ‘ରତ୍ନ ଭଣ୍ଡାର’ ପ୍ରସଙ୍ଗ ନେଇ କଡା ଗଣ୍ଡା ହିସାବ ମାଗିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା । ଏଥର ସେ ସିଧା ପାଣ୍ଡିଆନଙ୍କୁ ଟାର୍ଗେଟ କରି ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ‘ ରତ୍ନ ଭଣ୍ଡାର ଚାବି…