ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ନିରାକାରରୁ ସାକାର
ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥ ନିରାକାରରୁ ସାକାର ହେବା ପାଇଁ ଉଭୟ ପିଣ୍ଡ ଓ ବ୍ରହ୍ମlଣ୍ଡ ର ସୃଷ୍ଟି ରଚିଲେ । ଏଭଳି ଭାବତରେ ବ୍ରହ୍ମlଣ୍ଡ ଓ ପିଣ୍ଡକୁ ଗଢିଲେ ଯେ ଉଭୟ ସଂରଚନା ଦୃଷ୍ଟିରୁ…