Latest Odisha News

BREAKING NEWS

Yearly Archives

2024

୨୦୦ ଟଙ୍କା ପାଇଁ ବିକିଲେ ମୁଣ୍ଡ, ପାକିସ୍ତାନ ଗୁପ୍ତଚରକୁ ଧରିଲା ଏଟିଏସ

ନୂଆଦିଲ୍ଲୀ: ଭାରତୀୟ ତଟସୁରକ୍ଷା ଏବଂ ସାମୁଦ୍ରିକ ସୀମା ଅଭିଯାନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପାକିସ୍ତାନକୁ ପଠାଉଥିବା ଅଭିଯୋଗରେ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଜଣେ ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ଗିରଫ କରିଛି l ଉକ୍ତ କର୍ମଚାରୀ ଜଣଙ୍କ ଜଣେ ଭାରତୀୟ ନାଗରିକ…

ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ, କାଲିଠୁ ମିଳିବ

ଭୁବନେଶ୍ବର: ପୁଣି ବଢିଲା ମଧ୍ୟାହ୍ନ ଭୋଜନ ଖର୍ଚ୍ଚ । ପୁଣି ଥରେ ପ୍ରାଥମିକ ସ୍କୁଲ ମଧ୍ୟାହ୍ନ ଭୋଜନ ଖର୍ଚ୍ଚ ବଢ଼ାଇଛନ୍ତି ରାଜ୍ୟ ସରକାର । ପିଲାଙ୍କୁ ପୋଷଣ ଖାଦ୍ୟ ଯୋଗାଇବାରେ ସରକାର ପ୍ରତିଶ୍ରୁତି ବଦ୍ଧ ଥିବା ବେଳେ ପୁଣି ପ୍ରଧାନମନ୍ତ୍ରୀ ପୋଷଣ ସ୍କିମ୍‌ରେ ମଧ୍ୟାହ୍ନ ଭୋଜନ ରାଶି…

ଘଣ୍ଟାପ୍ରତି ୭କିମି ବେଗରେ ମାଡି ଆସୁଛି ବାତ୍ୟା, ବିମାନ ସେବା ବନ୍ଦ

ଚେନ୍ନାଇ: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରରୁ ବଳ ଗୋଟାଇ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା 'ଫେଙ୍ଗଲ୍' । ଆଜି ସଂଧ୍ୟାରେ ତାମିଲନାଡୁ-ପୁଡୁଚେରୀ ମଝିରେ କରିବ ଲ୍ୟାଣ୍ଡଫଲ୍ l କରାଇକାଲ୍‌ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ନେଇ ସମ୍ଭାବନା ରହିଛି l ଫେଙ୍ଗଲ ପ୍ରଭାବରେ ତାମିଲନାଡ଼ୁରେ ବର୍ଷାର…

ବାଂଲାଦେଶୀଙ୍କୁ ଚିକିତ୍ସା କରାଯିବନି, ଡାକ୍ତର ନେଲେ…

କୋଲକାତା: ବାଂଲାଦେଶୀଙ୍କୁ ଚିକିତ୍ସା କରିବୁନି। କୋଲକାତାର ଉତ୍ତର ଭାଗରେ ଥିବା ମାଣିକଟାଲାରେ ସ୍ଥିତ ଜେଏନ୍ ରାଇ ହସ୍ପିଟାଲ୍ ଏଭଳି ନିଷ୍ପତ୍ତି ନେଇଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ବିରୋଧ କରିବାକୁ ଯାଇ ଏଭଳି ପଦକ୍ଷେପ ନିଆଯାଇଛି। ଶୁକ୍ରବାର ଦିନ…

2034 ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ରହିବେ ମୋଦୀ: ପାକିସ୍ତାନୀ ବିଶେଷଜ୍ଞଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ: ଭାରତୀୟ ରାଜନୀତି ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନେଇ ଏକ ବଡ ଭବିଷ୍ୟବାଣୀ କରିଛନ୍ତି ପାକିସ୍ତାନୀ ବିଶେଷଜ୍ଞ କମର ଚିମା l ସେ କହିଛନ୍ତି ଯେ ନରେନ୍ଦ୍ର ମୋଦୀ ଆସନ୍ତା 2034 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ରହିବେ କାରଣ ତାଙ୍କ ରାଜନୀତି ଶୈଳୀରେ ଭାରତର ଲୋକମାନେ…

ଜନ୍ମ ପରେ ପୁଣି ମେଡିକାଲରୁ ଶିଶୁ ପୁତ୍ର ଚୋରି ଅଭିଯୋଗ

ନୟାଗଡ଼: ପୁଣି ମେଡିକାଲରୁ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଏଭଳି ଖବର ସାମ୍ନାକୁ ଆସିଛି ନୟାଗଡ଼ ଜିଲ୍ଲା ରଣପୁର ଥାନା ଅଧୀନ ସୁନାଖଳା ସ୍ବାସ୍ଥ୍ୟକେନ୍ଦ୍ରରୁ । ଶୁକ୍ରବାର ସମ୍ବଲପୁର ଜିଲ୍ଲା ଭୀମସାର ମେଡିକାଲରୁ ଶିଶୁ ଚୋରି ହୋଇଥିବାବେଳେ ଶନିବାର ତତା ଆଜି ପୁଣି ଏହି ଖବର ନୟାଗଡରୁ…

ପନ୍ନୁନ୍ ସାମ୍ରାଜ୍ୟରେ ଓଡିଶାରୁ କିଏ? ଜଡ଼ି ଖୋଜୁଛି କ୍ରାଇମବ୍ରାଞ୍ଚ…

ଭୁବନେଶ୍ବର: ଡିଜିପି ସମ୍ମିଳନୀ ପରେ ଏବେ ସାମ୍ବାଦିକଙ୍କୁ ମିଳିଛି ଧମକ ପୂର୍ଣ୍ଣ ଇ-ମେଲ । ସବୁଠୁ ରୋଚକ ଏବଂ ଚାଞ୍ଚଲ୍ୟ ହେଉଛି ଏହି ଇ-ମେଲ ଉଭୟ ଇଂରାଜୀ ଏବଂ ଓଡିଆ ଲେଖାରେ ଆସିଛି । ପନ୍ନୁନ୍ ପଠାଉଥିବା ଧମକପୂର୍ଣ୍ଣ ମେସେଜରେ ଓଡ଼ିଆରେ ଲେଖାକୁ ନେଇ ଏବେ ସନ୍ଧେହ ବଢିଛି । ପନ୍ନୁନ୍…

ବିମାନ ବନ୍ଦରକୁ ଉଡାଇ ଦେବୁ!… ଧମକ ଭିତରେ ମିଳିଳା ଅଜଣା ବ୍ୟାଗ୍

ଭୁବନେଶ୍ବର: ରାଜ୍ୟରେ ଏଥର ୫୯ତମ ସର୍ବଭାରତୀୟ ଆଇଜିପି/ଡିଜିପି ସମ୍ମିଳନୀ ଆୟୋଜିତ ହୋଇଥିବା ବେଳେ ଏବେ ଭୁବନେଶ୍ବରରେ ଜମିଛି ସବୁ ରାଜ୍ୟର ପୋଲିସ ମୁଖିଆଙ୍କ ଆସର । ଏହାରି ଭିତରେ ଏବେ ରାଜ୍ୟରେ ସକ୍ରିୟ ହୋଇଛି ଖଲ୍ଲିସ୍ତାନୀ ଉଗ୍ରବାଦୀ ଗୁରୁପତଓ୍ବନ୍ତ ପନ୍ନୁନ୍ । ଗୋଟେ ପରେ ଗୋଟେ ଧମକ…

ବାରଣାସୀ ରେଳଷ୍ଟେସନରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗାଡି଼

ବାରଣାସୀ: ଉତ୍ତରପ୍ରଦେଶର ବାରାଣାସୀର କ୍ୟାଣ୍ଟ ରେଳ ଷ୍ଟେସନର ପାର୍କିଂ ଏରିଆରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ପାର୍କିଂ ହୋଇଥିବା ୨୦୦ ଗାଡି଼ ଜଳି ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ, ପ୍ଲାଟଫର୍ମ ନମ୍ବର-୧ରେ ଜିଆରପି ପଛପଟେ ଥିବା ବାଇକ୍ ଷ୍ଟାଣ୍ଡରେ ଏହି ଅଘଟଣ…

‘ଆଉ ମାଗିବୁନି, ଦେବେ ଯଦି ଦେବେ ନହେଲେ ନାହିଁ’

ଭୁବନେଶ୍ବର: ପଶ୍ଚିମବଙ୍ଗକୁ ଆଉ ଆଳୁ ମାଗିବୁନି, ନିଜ ଆଡୁ ଦେବେ ଯଦି ଦେବେ । କିଛି ଏଭଳି ଢଙ୍ଗରେ କହି ମମତା ସରକାରଙ୍କୁ ତାତ୍ସଲ୍ୟ କରିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବାରମ୍ବାର କହିବା ସତ୍ବେ ମଧ୍ୟ ଓଡିଶାକୁ ଆଳୁ ଦେବା ପାଇଁ ପଶ୍ଚିମବଙ୍ଗ ସରକାର ଅମଙ୍ଗ ହେବାରୁ ଏହାକୁ…