‘ଏମରଜେନ୍ସି’ ପରେ ବଲିଉଡକୁ କହିବେ ବାଏ ବାଏ! ଜାଣନ୍ତୁ କ’ଣ କହିଲେ କଙ୍ଗନା….
ମଣ୍ଡି: ବହୁଦିନ ପରେ ସିନେମା ହଲକୁ ଆସିବାକୁ ଯାଉଛି କଙ୍ଗନାଙ୍କ ଅଭିନୀତ ଫିଲ୍ମ ‘ଏମରଜେନ୍ସି’ । ଯାହାର ଟ୍ରେଲର ଏହି ନିକଟ ଅତୀତରେ ରିଲିଜ୍ ହୋଇଯାଇଛି । ଯାହା ସେପ୍ଟେମ୍ବର ୬ରେ ସିନେମା ହଲରେ ରିଲିଜ୍ ହେବାକୁ ଯାଉଛି । ରାଜନୀତିରେ ପାଦ ଥାପି ମଣ୍ଡି ସାଂସଦ ହେବା ପରେ ଏହା ତାଙ୍କର ପ୍ରଥମ…