ଓଡିଶା ରେରା ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ; ଭାଙ୍ଗିବ ବେଆଇନ ତିନି ମହଲା
ଭୁବନେଶ୍ବର: ଭାଙ୍ଗିବ ବେଆଇନ ତିନି ମହଲା । ଆସନ୍ତା ଦୁଇ ମାସ ମଧ୍ୟରେ ବେଆଇନ୍ ଭାବେ ନିର୍ମାଣ ହୋଇଥିବା ଅଷ୍ଟମରୁ ଦଶମ ମହଲାକୁ ଭାଙ୍ଗିବ ଓଡିଶା ସ୍ଥାବର ସମ୍ପତ୍ତି ନିୟାମକ ପ୍ରାଧିକରଣ (ଓରେରା) । ନିୟମ ଉଲ୍ଲଘଂନ ପାଇଁ ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେଇଛି ଓଡ଼ିଶା ରେରା । ଖାଲି…