Latest Odisha News

BREAKING NEWS

Yearly Archives

2024

ପାର୍କିଂରୁ ଡବଲ ମର୍ଡର ଘଟଣା: ଗଠନ ହେଲା ପୋଲିସର ସ୍ପେଶାଲ୍ ସ୍କ୍ୱାର୍ଡ, ୪ ଅଟକ

ଭୁବନେଶ୍ୱର: ଗାଡି ପାର୍କିଂରୁ ଡବଲ ମର୍ଡର। ଭୁବନେଶ୍ୱର ଏୟାରଫିଲଡ଼ ଥାନା ଅନ୍ତର୍ଗତ କଣ୍ଟିଲୋ ଗାଁ ନିକଟସ୍ଥ କଲ୍ୟାଣ ପ୍ଲାଜା ଆନେକ୍ସ ଆପାର୍ଟମେଣ୍ଟ ଗେଟ ନିକଟରେ ଏହି ଘଟଣା ଘଟିଛି। ମୃତକ ଦୁଇଜଣ ହେଉଛନ୍ତି ରଶ୍ମି ରଞ୍ଜନ ସେଠୀ ଓ ସମ୍ବିତ ରାଉତ। ରଶ୍ମିଙ୍କ ଘର କୁହା ଗାଁରେ ହୋଇଥିବା ବେଳେ…

ଭିନେଶ ଫୋଗଟ୍‌ଙ୍କୁ ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସମ୍ମାନୀତ କରିବେ ସରକାର

ନୂଆଦିଲ୍ଲୀ: ଭିନେଶ ଫୋଗଟ୍‌ଙ୍କୁ ପଦକ ବିଜେତାର ସମ୍ମାନ ଦେବାକୁ ଘୋଷଣା। ଏନେଇ ଏକ୍ସରେ ସୂଚନା ଦେଲେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନି। ସମସ୍ତ ସମ୍ମାନ, ପୁରସ୍କାର, ସୁବିଧା ଫୋଗଟଙ୍କୁ ପ୍ରଦାନ କରାଯିବ। ଅଲିମ୍ପିକ୍ସ ରୌପ୍ୟ ବିଜେତା ଭାବେ ସରକାର ସମ୍ମାନୀତ କରିବେ। ପ୍ୟାରିସ୍…

ଆଜିଠୁ ବାଂଲାରେ ନୂଆ ସରକାର, ସରକାରରେ ରହିବେ ୧୫ ସଦସ୍ୟ

ଢାକା: ବାଂଲାଦେଶରେ ଆଜି ଅନ୍ତରୀଣ ସରକାର ଗଠନ ହେବ। ରାତି ସାଢେ ୮ଟାରେ ନୂଆ ସରକାରର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ସେନା ମୁଖ୍ୟ ୱକାର-ଉଜ୍-ଜମାନ ଗତକାଲି ଏନେଇ ସୂଚନା ଦେଇଛନ୍ତି। ୧୫ ଜଣ ସଦସ୍ୟଙ୍କୁ ନେଇ ନୂଆ ସରକାର କାମ କରିବ। ବ୍ୟାପକ ହିଂସାକାଣ୍ଡ ପରେ ପ୍ରଧାନମନ୍ତ୍ରୀ ପଦରୁ…

ପୁଣି ଆଉ ଏକ ଲଘୁଚାପ: ପଶ୍ଚିମ ଓଡିଶାରେ ପ୍ରବଳ ବର୍ଷା, ତେଲ ଓ ହୀତୀର ପାଣିରେ ଫୁଲିପାରେ ମହାନଦୀ

ଭୁବନେଶ୍ୱର: ଗାଙ୍ଗେୟ ପଶ୍ଚିମ ଓ ସଂଲଗ୍ନ ବାଂଲାଦେଶରେ ସୃଷ୍ଟି ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି। ଆଜି ଏହା ଲଘୁଚାପ ରୂପ ନେଇପାରେ। ଏହାର ପ୍ରଭାବରେ ପଶ୍ଚିମ ଓଡିଶା ସମେତ କିଛି ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ…

ମାଲକାନଗିରି ଗସ୍ତରେ ବିଜେଡି ଟିମ୍, ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ଦଳ

ମାଲକାନଗିରି: ମାଲକାନଗିରି ଗସ୍ତରେ ବିଜେଡି ଟିମ୍। ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବ ବିଜେଡି ଦଳ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗଠନ କରିଥିବା ଏହି ଦଳ ପୋଲାଭରମ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିବେ। ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମରେ ସ୍ଥିତି ଅନୁଧ୍ୟାନ ପାଇଁ ବିଜେଡି ଟିମ…

କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍

ନୂଆଦିଲ୍ଲୀ: କୁସ୍ତିରୁ ସନ୍ନ୍ୟାସ ନେଲେ ଭିନେଶ ଫୋଗଟ୍। ପ୍ୟାରିସ୍ ଅଲିମ୍ପିକ୍ସରୁ ବାଦ୍ ପଡ଼ିବା ପରେ ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି ଭିନେଶ। ଭିନେଶ ଫୋଗେଟ୍ ସନ୍ନ୍ୟାସ ନେଇଥିବା ନିଜ ଏକ୍ସ ଆକାଉଣ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେ ଦେଶବାସୀଙ୍କ ନିକଟରେ ଋଣି ହୋଇ…

ଘରେ ରଖନ୍ତୁ ବଂଶୀ, ଦୂର ହୋଇଯିବ ବାସ୍ତୁ ଦୋଷ

ବଂଶୀ ହେଉଛି ସମୃଦ୍ଧିର ପ୍ରତୀକ। ବାସ୍ତୁଶାସ୍ତ୍ର ଅନୁସାରେ, ଯେଉଁ ଘରେ ବଂଶୀ ଥାଏ, ସେଠାରେ ଶ୍ରୀକୃଷ୍ଣଙ୍କ କୃପାଦୃଷ୍ଟି ପଡ଼ିଥାଏ। ତେବେ ଆସନ୍ତୁ ଜାଣିବା ବଂଶୀ ରଖିବା ଦ୍ବାରା କେଉଁ ସବୁ ବାସ୍ତୁଦୋଷ ଦୂର ହୋଇଥାଏ। ବଂଶୀ ଘରେ ଆଣି ରଖିଲେ ଆପଣଙ୍କ ଘରର ବାତାବରଣ ସକରାତ୍ମକ ଉର୍ଜାରେ…

ନବୀନ ସରକାରର ପସନ୍ଦର ଆଇଏଏସକୁ ଅଦଳବଦଳ କଲେ ମୋହନ ସରକାର: ୨୦ ନୂଆ ଜିଲ୍ଲାପାଳ ନିଯୁକ୍ତ

ଭୁବନେଶ୍ୱର: ମୋହନ ମାଝୀ ସରକାର ବୁଧବାର ରାଜ୍ୟରେ ୨୦ ଜଣ ନୂଆ ଜିଲ୍ଲାପାଳ ନିଯୁକ୍ତି ଘୋଷଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ଶାସନ କାଳରେ କ୍ଷମତାର ନିକଟତର କୁହାଯାଉଥିବା ଆଇଏଏସ୍ ଅଫିସରମାନଙ୍କୁ ବାଦ୍ ଦେବା ପାଇଁ ଏହି ଅଦଳବଦଳ କରାଯାଇଛି ବୋଲି କୁହାଯାଇଛି। ସାଧାରଣ ପ୍ରଶାସନ ବିଭାଗ…

ଜଳବନ୍ଦି ଘେରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟ, ବ୍ୟାପକ କ୍ଷୟକ୍ଷତି

ବରଗଡ଼: ପ୍ରାଣୀ ଚିକିତ୍ସାଅଧିକାରୀଙ୍କ କାର୍ଯ୍ୟାଳୟରେ ପସିଲା ପ୍ରବଳ ବର୍ଷା ପାଣି l ବରଗଡ଼ ସହରରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ବୁଧବାର ସକାଳ ୯ଟା ସମୟରେ କୃତ୍ରିମ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି ସହର ଏବଂ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ।…

ସ୍ପିନ ନିକଟରେ ଅସହାୟ ଟିମ ଇଣ୍ଡିଆ

ସ୍ପିନ ବୋଲିଂ ଖେଳିବାରେ ଭାରତକୁ ସିଦ୍ଧହସ୍ତ ଭାବେ ବିବେଚନା କରାଯାଏ । ତେବେ ଟିମ ଇଣ୍ଡିଆ ୨୭ ବର୍ଷ ପରେ ଶ୍ରୀଲଙ୍କା ମାଟିରେ ଦିନିକିଆ କ୍ରିକେଟ ସିରିଜରେ ପରାଜିତ ହୋଇଛି । ଶ୍ରୀଲଙ୍କା ସ୍ପିନ ଆଗରେ ଭାରତୀୟ ବ୍ୟାଟ୍ସମ୍ୟାନ ଅସହାୟ ହୋଇ ପଡିଥିଲେ । ଯାହାକି ପୂର୍ବରୁ କେବେ ହେଲେ ଦେଖିବାକୁ…