Latest Odisha News

BREAKING NEWS

Yearly Archives

2024

ଅଗଷ୍ଟ ୧୫ରେ କେବଳ ଭାରତରେ ନୁହେଁ, ଏହି ଦେଶରେ ବି ପାଳନ ହୁଏ ସ୍ଵାଧିନତା ଦିବସ

ଭୁବନେଶ୍ଵର: ଆଉ ମାତ୍ର କେଇଟା ଦିନ ପରେ ଦେଶ ପାଳନ କରିବ ୭୮ ତମ ସ୍ୱାଧୀନତା ଦିବସ । ଅଗଷ୍ଟ ୧୫ରେ ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । ତେବେ ଏହି ଦିନ ଉତ୍ସବ କେବଳ ଭାରତ ନୁହେଁ ବରଂ ଏହା ସହିତ ୫ଟି ଦେଶ…

ଭାରତକୁ ଆସିବାକୁ ସୀମାରେ ଭିଡ଼ ଲଗାଇଛନ୍ତି ବାଂଲାଦେଶୀ, ଅଟକାଉଛନ୍ତି ସୀମା ସୁରକ୍ଷା ବଳ

ନୂଆଦିଲ୍ଲୀ: ବାଂଲାଦେଶ ବର୍ତ୍ତମାନ ଏକ ଭୟଙ୍କର ଅରାଜକତାର ସମୟ ଦେଇ ଗତି କରୁଛି । ପ୍ରବଳ ହିଂସା ମଧ୍ୟରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ବାଂଲାଦେଶ ଛାଡି ଭାରତ ଆସିଯାଇଛନ୍ତି । ଏହା ପରେ ସେଠାରେ ସଂଖ୍ୟାଲଘୁମାନଙ୍କ ଉପରେ ବଡ଼ ଧରଣର ଆକ୍ରମଣ ଆରମ୍ଭ ହୋଇଛି । ପୂର୍ବରୁ ଯେପରି…

ଭାରତରେ ଥିବା ଏହି ନଦୀ ଓଲଟା ପ୍ରବାହିତ ହୁଏ, ଜାଣନ୍ତୁ…

ଭୁବନେଶ୍ଵର: ସାଧାରଣତଃ ଆପଣମାନେ ଜାଣିଥିବେ ଯେ, ଭାରତର ଅଧିକାଂଶ ନଦୀ ପଶ୍ଚିମ ଦିଗରୁ ପୂର୍ବଦିଗକୁ ପ୍ରବାହିତ ହେଇଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି କି, ଆମ ଦେଶର ଏପରି ଏକ ନଦୀ ଅଛି ଯାହା ପଶ୍ଚିମରୁ ପୂର୍ବକୁ ନୁହେଁ ବରଂ ପୂର୍ବରୁ ପଶ୍ଚିମକୁ ପ୍ରବାହିତ ହେଇଥାଏ । ଅର୍ଥାତ୍ ବିପରୀତ ଦିଗରେ…

ତୃତୀୟ ଦିନିକିଆରେ ୧୧୦ ରନରେ ହାରିଲା ଭାରତ, ଶ୍ରୀଲଙ୍କା ସିରିଜ ବିଜୟୀ

କଲମ୍ବୋ: ଏଠାରେ ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କା ୧୧୦ ରନରେ ଭାରତକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଏଥିସହ ଶ୍ରୀଲଙ୍କା ୨-୦ରେ ସିରିଜ ବିଜୟୀ ହୋଇଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୭ ୱିକେଟ ବିନିମୟରେ ୨୪୮ ରନ କରିଥିଲା । ଅଭିଷ୍କା ଫର୍ଣ୍ଣାଣ୍ଡୋ ୯୬ ରନ କରି…

ରାଜଧାନୀରେ ବାର୍ ମାଲିକ ଓ ଏଜେଣ୍ଟ ଗିରଫ

ଭୁବନେଶ୍ୱର: ଭୁବନେଶ୍ୱରରେ ବନ୍ଧା ହେଲେ ବାର୍ ମାଲିକ ଓ ଏଜେଣ୍ଟ । ଟଙ୍କା ନଦେଇ ୬ ବାର୍ ଗାର୍ଲଙ୍କୁ ଅଟକ ରଖିଥିବା ଅଭିଯୋଗରେ ବାର୍ ମାଲିକ ଲିକ ଶିବ ପ୍ରସାଦ ମଲ୍ଲିକ ଓ ତାଙ୍କ ଏଜେଣ୍ଟ ଜ୍ୟୋତି ପ୍ରକାଶ ନାୟକଙ୍କୁ ଗିରଫ କରିଛି ଧଉଳି ପୋଲିସ । ଏହା ସହ ବାର୍ ଗାର୍ଲଙ୍କୁ ଉଦ୍ଧାର କରିଛି ପୁଲିସ…

‘ଲାହୋର ୧୯୪୭’ରେ ଦେଖିବାକୁ ମିଳିବ ଜବରଦସ୍ତ ଟ୍ରେନ ସିକ୍ବେନ୍ସ, ଧମାଲ କରିବେ ସନ୍ନି ଦେଓଲ

ମୁମ୍ବାଇ: ବଲିଉଡ ଅଭିନେତା ସନ୍ନି ଦେଓଲଙ୍କ 'ଗଦର ୨'ର ଅପାର ସଫଳତା ପରେ ବର୍ତ୍ତମାନ 'ଲାହୋର ୧୯୪୭' ସହ ପୁଣି ପରଦାକୁ ଫେରିବାକୁ ଯାଉଛନ୍ତି ସନ୍ନି । ଏହି ଫିଲ୍ମରେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ପ୍ରୀତି ଜିଣ୍ଟା ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସିବେ । ତେବେ ଏହି ଫିଲ୍ମ ସହିତ ଅଭିନେତା…

‘ଆଗକୁ ଆସୁଛି ବିପଦ ପ୍ରସ୍ତୁତ ରହୁ ଭାରତ, ଆମେ ଏବେ ଏକୁଟିଆ ହେଇଗଲୁ’

ନୂଆଦିଲ୍ଲୀ: ବାଂଲାଦେଶ ପ୍ରସଙ୍ଗରେ ଜାତୀୟ ସମ୍ମିଳନୀ ମୁଖ୍ୟ ତଥା ଜମ୍ମୁ କଶ୍ମୀରର ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦ୍ଦୁଲ୍ଲା ହଜ ନୀତି ଓ କେନ୍ଦ୍ର ଶାସିତ ଅଞ୍ଚଳରେ ନିର୍ବାଚନକୁ ନେଇ ସରକାରଙ୍କୁ ଆଟାକ କରିଛନ୍ତି । ଏହା ସହିତ ବାଂଲାଦେଶ ହିଂସା ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି । ଏହି ଘଟଣା ଉପରେ…

ଭୁଲରେ ବି ଗୁଗୁଲରେ ସର୍ଚ୍ଚ କରନ୍ତୁନାହିଁ ଏହି ସବୁ ଜିନିଷ, ନଚେତ ଭୋଗିପାରନ୍ତି ଜେଲ ଦଣ୍ଡାଦେଶ

ଭୁବନେଶ୍ଵର: ଆଧୁନିକତାର ଏହି ଯୁଗରେ ପ୍ରାୟ ସବୁକିଛି ଇଣ୍ଟରନେଟରେ ଉପଲବ୍ଧ | ଗୁଗୁଲ୍ ହେଉଛି ସମଗ୍ର ବିଶ୍ୱରେ ସର୍ବାଧିକ ବ୍ୟବହୃତ ସର୍ଚ୍ଚ ଇଞ୍ଜିନ୍ । ଗୁଗୁଲରେ ସର୍ଚ୍ଚ କରିବା ପରେ ମଧ୍ୟ କିଛି ତଥ୍ୟର ସତ୍ୟତା ଆମକୁ ନିଜେ ହିଁ ଯାଞ୍ଚ କରିବାକୁ ପଡିଥାଏ । ତେବେ ଗୁଗୁଲ୍ କିଛି ସର୍ଚ୍ଚ କରିବା…

ବାଂଲାଦେଶ ହିଂସା ମଧ୍ଯରେ ଅଗଷ୍ଟ ୮ରେ ଶପଥ ନେବେ ମହମ୍ମଦ ୟୁନୁସ

ଢାକା: ନୋବେଲ ବିଜେତା ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶରେ ଅନ୍ତରୀଣ ସରକାର ଆସନ୍ତାକାଲି ଶପଥ ଗ୍ରହଣ କରିବେ। ଏନେଇ ଦେଶର ସେନା ମୁଖ୍ୟ ଜେନେରାଲ ୱାକର-ଉଜ-ଜମାନ ବୁଧବାର ସୂଚନା ଦେଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଜେନେରାଲ ୱାକର କହିଛନ୍ତି ଯେ ଅନ୍ତରୀଣ ସରକାର ରାତି ୮ ଟାରେ…

ଭିନେଶ ଅଯୋଗ୍ୟ ହେବା ଏକ ଷଡଯନ୍ତ୍ର ପରି ମନେ ହେଉଛି

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ଏବେ ବି ଭାରତୀୟ କ୍ରୀଡାପ୍ରେମୀ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଭାରତ ପାଇଁ ବକ୍ସିଂରେ ଅଲିମ୍ପିକ୍ସ ପଦକ ଜିତିଥିବା ବିଜେନ୍ଦର ସିଂ ଏ ନେଇ ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି । ସେ କହିଛନ୍ତି ଯେ, ଭିନେଶ ମାତ୍ର ୧୦୦…