Latest Odisha News

BREAKING NEWS

Yearly Archives

2024

୧୪୯ଟି ଷ୍ଟେସନ୍ ବିଲଡିଙ୍ଗରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ

ଭୁବନେଶ୍ଵର: ଷ୍ଟେସନ ବିଲଡିଙ୍ଗ, ସର୍ଭିସ ବିଲଡିଙ୍ଗ, ଆବାସିକ ବିଲଡିଙ୍ଗ ଏବଂ ଲେଭଲ କ୍ରସିଙ୍ଗ ଗେଟ୍ ମାନଙ୍କରେ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ ପୂର୍ବତଟ ରେଳପଥ । ଏହି ପ୍ରକଳ୍ପ ଅଧୀନରେ, ପୂର୍ବତଟ ରେଳପଥ ୧୪୯ଟି ଷ୍ଟେସନ୍ ବିଲଡିଙ୍ଗ, ୨୪୮ ଟି ସର୍ଭିସ୍ ବିଲଡିଙ୍ଗ, ୬୯୨୪ ଟି…

ରାଜଧାନୀରେ ଟ୍ରାଫିକ ପୋଲିସ ପିନ୍ଧିବେ ଗେରୁଆ ରଙ୍ଗର ରେନକୋଟ୍‌

ଭୁବନେଶ୍ବର: ଏବେ ଗେରୁଆ ରଙ୍ଗର ରେନକୋଟ୍‌ ପିନ୍ଧିବେ ଭୁବନେଶ୍ୱର ଟ୍ରାଫିକ ପୋଲିସ । ଏନେଇ ଆଜି ରାଜଧାନୀର ସମସ୍ତ ଟ୍ରାଫିକ ପୋଲିସଙ୍କୁ ଟ୍ରାଫିକ ଥାନାରେ ନୂଆ ରେନକୋଟ୍‌ ଦିଆଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ଏହି ନୂଆ ରେନକୋଟ୍‌ ପ୍ରଦାନ କରାଯାଇଛି । ତେବେ ଏହି ରେନକୋଟ୍ ର…

ଓଜନ କମାଇବା ପାଇଁ ଖୁବ କଷ୍ଟ କରିଥିଲେ ଭିନେଶ; ନଖ, କେଶ ଓ ରକ୍ତ ବାହାର…

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି। ଏଥିସହିତ କୋଟିକୋଟି ଭାରତୀୟଙ୍କ ଆଶା ମଧ୍ଯ ମଉଳି ଯାଇଛି। ସୂଚନା ଅନୁଯାୟୀ, ମଙ୍ଗଳବାର ରାତିରେ ଭିନେଶ ଫୋଗଟଙ୍କ ଓଜନ ୨ କିଲୋଗ୍ରାମ ଅଧିକ ଥିଲା ଏବଂ ଏହାକୁ ହ୍ରାସ କରିବା ପାଇଁ ସେ କଠିନ ପରିଶ୍ରମ…

ନିରାଶ କଲେ ଅନ୍ତିମ, ଅନ୍ନୁ, ଟିଟି ମହିଳା ଟିମ

ପ୍ୟାରିସ: ମହିଳା ରେସଲର ଭିନେଶ ଫୋଗଟ ଅଯୋଗ୍ୟ ଘୋଷିତ ହେବା ସମସ୍ତଙ୍କୁ ନିରାଶ କରିଛି । ଏହା ବ୍ୟତୀତ ଅନ୍ତିମ ଫଙ୍ଘାଲ ମଧ୍ୟ ୫୩ କିଗ୍ରା ବିଭାଗରେ ପରବର୍ତୀ ପର୍ଯ୍ୟାୟକୁ ଉନ୍ନୀତ ହେବାରେ ବିଫଳ ହୋଇଛନ୍ତି । ତୁର୍କୀୟେର ଜେନ୍ୟାପ ୟେଟଗିଲଙ୍କଠାରୁ ୦-୧୦ରେ ହାରି ଯାଇଛନ୍ତି । ସେହିପରି ମହିଳା…

ଭିନେଶଙ୍କ ପାଇଁ ଆମେ ଦୁଃଖିତ, କିନ୍ତୁ ନିୟମ ତ… 

ପ୍ୟାରିସ: ଭିନେଶ ଫୋଗଟ ପ୍ୟାରିସ ଅଲିମ୍ପିକ୍ସରୁ ଅଯୋଗ୍ୟ ଘୋଷିତ ହେବା ପରେ ବାଦବିବାଦ ଆରମ୍ଭ ହୋଇଛି। ଏହି ନିଷ୍ପତ୍ତିକୁ ହଟାଇବା ପାଇଁ ସମସ୍ତେ ଦାବି ଉଠାଉଛନ୍ତି। ଏହାରି ମଧ୍ୟରେ ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (UWW) ମୁଖ୍ୟ ନେନାଡ ଲାଲୋଭିକ୍ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,…

କେତେ ଦେଖାଇଲେ କେତେ ଲୁଚାଇଲେ ?

ଭୁବନେଶ୍ବର: ୨୦୨୪ ନିର୍ବାଚନରେ କେତେ ଟଙ୍କା ଖର୍ଚ୍ଚ କରିଛି ବିଜେଡି ? ନିର୍ବାଚନ କମିଶନଙ୍କ ପାଖରେ ବିଜେଡି ନିର୍ବାଚନୀ ଖର୍ଚ୍ଚ ନେଇ ସତ୍ୟପାଠ ଦାଖଲ କରିଛି। ଏଥିରେ ବିଧାୟକ ଓ ଲୋକସଭା ପ୍ରାର୍ଥୀଙ୍କୁ ଦଳ ଦେଇଥିବା ଟଙ୍କା ସଂପର୍କରେ ସୂଚନା ଦିଆଯାଇଛି। ଗତ ନିର୍ବାଚନରେ ନିଜ ପ୍ରାର୍ଥୀଙ୍କୁ…

ଭିନେଶଙ୍କ ପାଇଁ ଅଲିମ୍ପିକ୍ସ ଅଶୁଭ

ନୂଆଦିଲ୍ଲୀ: ପ୍ୟାରିସରେ ଭାରତକୁ ବଡ ଝଟକା । ମହିଳା କୁସ୍ତିରେ ଧୂଳିସାତ ହୋଇଛି ଭିନେଶ ଫୋଗାଟଙ୍କ ପଦକ ଆଶା । ୫୦ କିଲୋଗ୍ରାମ ମହିଳା କୁସ୍ତିରେ ତିନି ତିନି ଜଣ ଟାଣୁଆ ପ୍ରତିଯୋଗୀଙ୍କୁ ମାତ୍ ଦେଇ ଫାଇନାଲରେ ପ୍ରବେଶ କରିଥିଲେ ଭିନେଶ । ଉଲ୍ଲସିତ ହୋଇଥିଲା ଦେଶ । ହଠାତ ସୂଚନା ମିଳିଲା ଯେ,…

ତାଣ୍ଡବ ରଚୁଛି ‘ଉଡନ୍ତା ନଦୀ’

ନୂଆଦିଲ୍ଲୀ: ଫ୍ଲାଇଂ ରିଭର୍ ବା ଉଡନ୍ତା ନଦୀ । ଏମିତି ନାଁ କେବେ ଶୁଣିଛନ୍ତି କି ? ବୋଧହୁଏ ଏହି ଶବ୍ଦ ଶହ ଅନେକ ପରିଚିତ ନଥିବେ । କିନ୍ତୁ ଏଭଳି ଉଡନ୍ତା ନଦୀ ଓ ବାୟୁମଣ୍ଡଳୀୟ ନଦୀ ଭାରତରେ ବିନାଶକାରୀ ବର୍ଷା ଓ ବନ୍ୟାର କାରଣ ହୋଇଛନ୍ତି । ଏମିତି ତ ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଭାରତର…

ହିଂସା ନିଆଁରେ ଜଳୁଛି ବାଂଲାଦେଶ; ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ଢାକାରୁ ଫେରିଲେ ୨୦୫ ଭାରତୀୟ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣକୁ ନେଇ ଲାଗିରହିଛି ଅଶାନ୍ତ ପରିସ୍ଥିତି । ଚାରିଆଡେ ହିଂସାକାଣ୍ଡ ଓ ବିଦ୍ରୋହ ଅତି ଉଗ୍ର ରୂପ ନେଲାଣି । ଏହାରି ଭିତରେ ସେଠାରେ ଫଶି ରହିଥିବା ଭାରତୀୟମାନଙ୍କୁ ନିଜ ଦେଶକୁ ଫେରାଇ ଆଣିବାକୁ ଭାରତ ସରକାର ପ୍ରକ୍ରିାୟ ଆରମ୍ଭ କରିଦେଇଛନ୍ତି । ଆଜି ଏୟାର…

ୱାକଫ ଉପରେ ଲାଗିବ ଅଙ୍କୁଶ

ନୂଆଦିଲ୍ଲୀ: ମୁସଲିମ ସଂପ୍ରଦାୟ ସହ ଜଡିତ ଏକ ପ୍ରସଙ୍ଗରେ ସୃଷ୍ଟି ହୋଇଛି ବିବାଦ । ସରଗରମ ହୋଇଛି ରାଜନୀତି । ଆରମ୍ଭ ହୋଇଯାଇଛି କଥା କଟାକଟି । ମୋଦି ସରକାର ମୁସଲିମ ସଂପ୍ରଦାୟ ସହ ଜଡିତ ୱାକଫ ବୋର୍ଡ ଅଧିନିୟମରେ ସଂଶୋଧନ ପାଇଁ ପ୍ରୟାସ କରୁଛନ୍ତି । ଅଧିନିୟମରେ ୪୦ଟି ସଂଶୋଧନ ହେବା ସମ୍ଭାବନା…