ନାସାର ଚେତାବନୀ: ପୃଥିବୀ ଆଡକୁ ମାଡି ଆସୁଛି ୩୮୦ ଫୁଟର ଗ୍ରହାଣୁ
ନୂଆଦିଲ୍ଲୀ: ୨୦୧୧ ଏମଡବ୍ଲ୍ୟୁୱାନ ନାମକ ଏକ ବୃହତ୍ ଗ୍ରହାଣୁ ଆଜି (ଜୁଲାଇ ୨୫) ପୃଥିବୀର ନିକଟତର ହେବାକୁ ଯାଉଛି। ପ୍ରାୟ ୩୮୦ ଫୁଟର ଏହି ଗ୍ରହାଣୁ ଘଣ୍ଟା ପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଏହାକୁ ନେଇ ନାସା ଚେତାବନୀ କରିଛି।
ଏହି ଗ୍ରହାଣୁକୁ ଆପୋଲୋ-କ୍ଲାସ…