ପୁରୀ ମେଡିକାଲ କଲେଜରେ ହେବକି ବର୍ଣ୍ଣ ୟୁନିଟ୍ ପ୍ରତିଷ୍ଠା, ସଂସଦରେ ଦାବି ଉଠାଇଲେ ସମ୍ବିତ
ନୂଆଦିଲ୍ଲୀ: ସୋମବାର ଦିନ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିଜେପି ସାଂସଦ ସମ୍ବିତ ପାତ୍ର ଓଡିଶାର ସ୍ବାର୍ଥ ପାଇଁ ପୁଣି ଦାବି ଉଠାଇଛନ୍ତି। ପୁରୀ ସହରରେ ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଏବଂ ହସ୍ପିଟାଲ (SJMCH) ରେ ବର୍ନ ଏବଂ ସୁପର ସ୍ପେସିଆଲିଟି ୟୁନିଟ୍ ସ୍ଥାପନ କରିବାକୁ ସେ ଦାବି…