ଗୁଜବ ଖବର ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ ! ଏପରି କାହିଁକି କହିଲେ ଗାୟକ
ମୁମ୍ବାଇ: ଗିରଫ ହୋଇନାହାଁନ୍ତି ପାକିସ୍ତାନୀ ଗାୟକ ରାହତ ଫତେହ ଅଲି ଖାନ। ତାଙ୍କ ବିଷୟରେ ଗତକାଲି ଏକ ଖବର ଆସିଥିଲା ଯେ ତାଙ୍କୁ ଦୁବାଇ ବିମାନବନ୍ଦରରେ ପୋଲିସ ଗିରଫ କରିଛି। କିନ୍ତୁ ବର୍ତ୍ତମାନ ସେ ନିଜେ ଏକ ଭିଡିଓ ଜାରି କରି ଏହି ରିପୋର୍ଟକୁ ଅସ୍ବୀକାର କରିଛନ୍ତି।
ଦୁବାଇରୁ ଏକ ଭିଡିଓ…