ପିଏମ୍ ପୋଷଣ ଯୋଜନାରେ ଓଡିଶାରେ ସ୍କୁଲ ଗୁଡ଼ିକରେ ଆରମ୍ଭ ହେବ ‘ତିଥି ଭୋଜନ’
ଭୁବନେଶ୍ୱର: କେନ୍ଦ୍ରର ପିଏମ୍ ପୋଷଣ ଯୋଜନାରେ ବିଦ୍ୟାଳୟ ଗୁଡ଼ିକରେ 'ତିଥି ଭୋଜନ' କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି।
ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ…