Latest Odisha News

BREAKING NEWS

Yearly Archives

2024

ନାମଫଳକ ରାଜନୀତି, ଏନଡିଏରେ ତାତି   

ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ପୁଣି ଧ୍ରୁବୀକରଣ ରାଜନୀତି । କାଉଡିଆମାନଙ୍କ ଯାତ୍ରା ସହ ଜଡିତ ଏକ ନିର୍ଦ୍ଦେଶନାମାକୁ ନେଇ ଉଠିଛି ରାଜନୈତିକ ଝଡ । କାଉଡିଆମାନଙ୍କ ଯାତ୍ରା ମାର୍ଗରେ ସମସ୍ତ ହୋଟେଲ, ଢାବା ଓ ଦୋକାନରେ ମାଲିକଙ୍କ ନାମଫଳକ ଲଗାଇବା ପାଇଁ ଯୋଗୀ ସରକାରଙ୍କ ଆଦେଶ ପରେ…

ସଡ଼କ ଦୁର୍ଘଟଣାରେ କେନ୍ଦ୍ରମନ୍ତ୍ରୀ ଆହତ

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ ଏକ ସଡ଼କ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ମୁଣ୍ଡରେ ସାମାନ୍ୟ ଆଘାତ ଲାଗିଥିବା ଜଣାପଡିଛି। ସୂଚନା ଅନୁଯାୟୀ, କେନ୍ଦ୍ର ମନ୍ତ୍ରୀ ଜିତିନ ପ୍ରସାଦ ଶନିବାର ଦିନ ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ପିଲିବିତ ଗସ୍ତରେ ଯାଉଥିବା ବେଳେ ଦୁର୍ଘଟଣା…

ଭାରତୀୟ ଫୁଟବଲ ଟିମର ନୂଆ କୋଚ ହେଲେ ସ୍ପେନର ମନୋଲୋ ମାର୍କେଜ

ନୂଆଦିଲ୍ଲୀ: ଭାରତୀୟ ଭାରତୀୟ ଫୁଟବଲ ମହାସଂଘ ଶନିବାର ସ୍ପେନର ମନୋଲୋ ମାର୍କେଜଙ୍କୁ ସିନିୟର ପୁରୁଷ ଟିମର କୋଚ ଭାବେ ନିଯୁକ୍ତ କରିଛି । ଇଗୋର ଷ୍ଟିମେକଙ୍କ ସ୍ଥାନରେ ସେ ଏହି ଦାୟିତ୍ୱ ତୁଲାଇବେ । ମାର୍କେଜ ଇଣ୍ଡିଆନ ସୁପର ଲିଗ ଟିମ ଏଫସି ଗୋଆର କୋଚ ଦାୟିତ୍ୱ ତୁଲାଉଥିଲେ । ଏବେ ମନୋଲୋ ଉଭୟ…

ଅଲିମ୍ପିକ୍ସରେ ଖେଳିବା ପାଇଁ ଆଙ୍ଗୁଳି କାଟିବାକୁ ପଛେଇ ନ ଥିଲେ ଏହି ହକି ଖେଳାଳି

ପ୍ୟାରିସ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପ୍ୟାରିସ ଅଲିମ୍ପିକ୍ସ । ବିଶ୍ୱର ଏହି କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରିବା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ରହିଥାଏ । ଅଷ୍ଟ୍ରେଲିଆର ହକି ଖେଳାଳି ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ନିଜ ଆଙ୍ଗୁଳିକୁ ବଳି ପକାଇବାକୁ ପଛେଇ ନ ଥିଲେ ।…

ରାସ୍ତାରେ `ଶଙ୍ଖ ଭବନ’ ରାଜନୀତି

ଭୁବନେଶ୍ୱର: ଶଙ୍ଖଭବନକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ। ବିଜେଡି ଦଳୀୟ କାର୍ଯ୍ୟାଳୟ ରାସ୍ତା ଉପରେ ରହିଥିବା ଅଭିଯୋଗ। ଶଙ୍ଖଭବନ ରହିଥିବା ପ୍ଲଟର କିସମ ସଡକ ରହିଥିଲେ ବି ଏହାକୁ ବଦଳାଯାଇ ଘରବାଡି କରି ନିର୍ମାଣ କାର୍ଯ୍ୟ କରାଯାଇଥିବା ତଥ୍ୟ ସାମନାକୁ ଆସିଥିଲା। ଅଭିଯୋଗର ତଦନ୍ତ ହେବ ବୋଲି…

୯ ବର୍ଷ ବୟସରେ ଚେସ ଅଲିମ୍ପିଆଡ ଖେଳିବେ ବୋଧନା ଶିବାନନ୍ଦନ

ବୁଡାପେଷ୍ଟ:ବୋଧନା ଶିବନନ୍ଦନ ବୁଡାପେଷ୍ଟ ଚେସ ଅଲିମ୍ପିଆଡ ପାଇଁ ଇଂଲଣ୍ଡ ପକ୍ଷରୁ ଖେଳିବେ । ମାତ୍ର ୯ ବର୍ଷ ବୟସରେ ଭାରତୀୟ ବଂଶୋଦ୍ଭବ ବୋଧନା ନିଜ ନାମ ସ୍ୱର୍ଣ୍ଣିମ ଅକ୍ଷରରେ ଲିପିବଦ୍ଧ କରିଛନ୍ତି । ସେ ଇଂଲଣ୍ଡ ପକ୍ଷରୁ ସବୁଠାରୁ କମ ବୟସରେ ଏଥିପାଇଁ ଯୋଗ୍ୟତା ହାସଲ କରିଛନ୍ତି । ଅନଲାଇନ…

ଗୌତମ ଗମ୍ଭୀରଙ୍କ ‘ଟିମ୍ ଇଣ୍ଡିଆ’

ଶ୍ରୀଲଙ୍କା ବିପକ୍ଷ ହ୍ୱାଇଟ ବଲ୍ ସିରିଜ୍ ପାଇଁ ଘୋଷିତ ଭାରତୀୟ ଦଳରେ ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତନ । ଟିମ୍ ଚୟନକୁ ନେଇ ଉଠିଛି ପ୍ରଶ୍ନ । ଜିମ୍ବୱେ ଗସ୍ତରେ ଭଲ ପ୍ରଦର୍ଶନ ସତ୍ତ୍ୱେ ଋତୁରାଜ ଗାଏକୱାଡ୍ ଓ ଅଭିଷେକ ଶର୍ମାଙ୍କୁ ଟି-୨୦ ଦଳରେ ସ୍ଥାନ ମିଳିନି । ସଂଜୁ ସାମସନଙ୍କୁ ଦିନିକିଆ…

ଆତଙ୍କବାଦୀଙ୍କୁ ଦମନ ପାଇଁ ଜମ୍ମୁରେ ମୁତୟନ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋ

ଶ୍ରୀନଗର: ଜମ୍ମୁ-କାଶ୍ମୀରରେ ଏବେ ଅନୁପ୍ରବେଶ ବୃଦ୍ଧି ପାଇଛି। ପାକିସ୍ତାନ ପଟୁ ୫୦ରୁ ୫୫ ଜଣ ଆତଙ୍କବାଦୀ ଜମ୍ମୁ ଅଞ୍ଚଳରେ ଅନୁପ୍ରବେଶ କରିଥିବା ସୂଚନା ମିଳିଛି। ଯାହାପରେ ସେନା ପକ୍ଷରୁ ୫୦୦ ପାରା ସ୍ପେଶାଲ ଫୋର୍ସ କମାଣ୍ଡୋଙ୍କୁ ମୁତୟନ କରାଯାଇଛି। ରୋମିଓ ଏବଂ ଡେଲଟା ଫୋର୍ସ ସମେତ…

ରସଗୋଲା ଦିବସ ଅବସରରେ ରସଗୋଲା ସଙ୍ଗୀତ ଶ୍ରୋତାର୍ପିତ

ଭୁବନେଶ୍ୱର : ଲେଖକ ଶୁଭ୍ରାଂଶୁ ପଣ୍ଡାଙ୍କ ପରିକଳ୍ପନା ଓ ରଚନାରେ ପବିତ୍ର ନୀଳାଦ୍ରିବିଜେ ଓ ରସଗୋଲା ଦିବସର ଅବ୍ୟବହିତ ପୂର୍ବରୁ ଶ୍ରୋତାର୍ପିତ ହୋଇଯାଇଛି । ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଓ କଣ୍ଠଦାନ କରିଛନ୍ତି ଜଣାଶୁଣା କଣ୍ଠଶିଳ୍ପୀ ଅଭିଜିତ ମିଶ୍ର। ଜୟଦେବ ଭବନ ପରିସରରେ…

ବର୍ଷିଲେ ଅରୁଣ ସାହୁ; କହିଲେ- ବିଜୁବାବୁ ଜଣେ ବ୍ୟକ୍ତି ନୁହଁନ୍ତି, ସେ ଅନୁଷ୍ଠାନ 

ଭୁବନେଶ୍ୱର: ବିଜୁ ପଟ୍ଟନାୟକ କ୍ରୀଡା ସମ୍ମାନର ନାଁ ପରିବର୍ତ୍ତନ କରି ଓଡିଶା ରାଜ୍ୟ କ୍ରୀଡା ସମ୍ମାନ କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ବର୍ଷିଛନ୍ତି ବିଜେଡି ବିଧାୟକ ଡ. ଅରୁଣ କୁମାର ସାହୁ। ସେ ବିଜେପି ସରକାରକୁ ସମାଲୋଚନ କରି କହିଛନ୍ତି, କାକୁଡି ଓ ଛୁରୀ ତାଙ୍କର । ତେଣୁ ସେମାନେ…