୪ ତାମିଲନାଡୁ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ
ଭୁବନେଶ୍ବର: ଧରାପଡ଼ିଲା କାର୍ ଲୁଟେରା ଗ୍ୟାଙ୍ଗ। ତାମିଲନାଡ଼ୁର ୪ ଲୁଟେରାଙ୍କୁ ଧରିଲା କମିଶନରେଟ୍ ପୋଲିସ। ଗିରଫଙ୍କ ଠାରୁ ୪ଟି ଲାପଟପ୍ ଓ ୨୫ଟି ମୋବାଇଲ୍ ଜବତ କରିଛି ପୋଲିସ। କାର କାଚ ଭାଙ୍ଗି ଲାପଟପ୍, ମୋବାଇଲ୍ ଆଦି ଲୁଟ୍ କରୁଥିଲ ଏହି ଗ୍ୟାଙ୍ଗ। ବିଭିନ୍ନ ମାର୍କେଟ ଅଞ୍ଚଳରୁ ପକେଟ୍ ମାର…