Latest Odisha News

BREAKING NEWS

Yearly Archives

2024

ଏସିବିରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ

କଟକ: ପୁଣି ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ପଦ୍ମଶ୍ରୀ କମଳା ପୂଜାରୀ । କଟକ ଏସସିବି ମେଡିକାଲରେ ଭର୍ତ୍ତି ହେଲେ କମଳା ପୂଜାରୀ। କିଡନୀ ଜନିତ ସମସ୍ୟା ସହ ଜ୍ବର ରୋଗରେ ଆକ୍ରାନ୍ତ ହୋଇଛନ୍ତି କମଳା ପୂଜାରୀ। ତାଙ୍କୁ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି।…

ଆକ୍ସନ ମୋଡରେ ରାଜ୍ୟ ଖଣି ବିଭାଗ, ଧର୍ମଶାଳାର ବିଭିନ୍ନ ଖଣି ଖାଦାନ ଉପରେ ଚଢ଼ାଉ

ଯାଜପୁର: ଆକ୍ସନ ମୋଡରେ ରାଜ୍ଯ ଖଣି ବିଭାଗ। ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲର ବିଭିନ୍ନ କଳାପଥର ଖାଦାନରେ ଚଢାଉ କରିଛି ବିଭାଗ। ରାଜ୍ୟ ଖଣି ବିଭାଗ ପକ୍ଷରୁ ଚାଲିଛି ବଡ଼ ଧରଣର ଚଢ଼ାଉ। ଲୁଣିବର, ଚଢ଼େଇଧରା, ଡଙ୍କାରୀ ପ୍ରମୁଖ ଖଣି ଅଞ୍ଚଳରେ ଚଢ଼ାଉ ହୋଇଛି। ଧର୍ମଶାଳା ବିଧାୟକ ହିମାଂଶୁ…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର

ଭୁବନେଶ୍ବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର। କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଆଗାମୀ ୨ ଦିନରେ ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ…

ଏଣିକି ଧବଳେଶ୍ବର ପୀଠକୁ ଯିବନି ପ୍ଲାଷ୍ଟିକ ସାମଗ୍ରୀ

ଆଠଗଡ଼: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱର ପୀଠରେ ପ୍ଲାଷ୍ଟିକ୍ ମନା । ପ୍ଲାଷ୍ଟିକ କଳସ, ପ୍ଲାଷ୍ଟିକ ତିଆରି ଅନ୍ୟ ସାମଗ୍ରୀକୁ ସଂପୂର୍ଣ୍ଣ ବ୍ୟାନ କରିଛି ମନ୍ଦିର ପ୍ରଶାସନ । ଦେବୋତ୍ତର ବିଭାଗ ଓ ପୂଜକ କମିଟି ଦ୍ବାରା ବସିଥିବା ବୈଠକରେ କିଛି ଏମିତି କଡା ନିଷ୍ପତ୍ତି ଦେଇଛନ୍ତି । ତେବେ ଆଗକୁ…

ଚାନ୍ଦିପୁରା ଭାଇରସ ଆତଙ୍କ; ଜଣେ ଶିଶୁ ମୃତ

ଅହମଦାବାଦ: ଗୁଜରାଟରେ ମାତିଛି ଚାନ୍ଦିପୁରା ଭାଇରସ। ଏହାର ସଂକ୍ରମଣରେ ଜଣେ ସାଢେ ଚାରିବର୍ଷର ଶିଶୁର ଜୀବନ ଯାଇଛି। ଏନେଇ ସ୍ପଷ୍ଟ କରିଛି ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଭିରୋଲୋଜି ବା ଏନଆଇଭି। ତେବେ ବର୍ତ୍ତମାନ ସୁଦ୍ଧା ଗୁଜରାଟରେ ୧୫ ଜଣ ଏହି ଭାଇରସରେ ସଂକ୍ରମିତ ହେଲେଣି। ସେମାନଙ୍କ…

ଦକ୍ଷିଣ ଦ୍ବାର ଦେଇ ଶ୍ରୀମନ୍ଦିର ଭିତରକୁ ଗଲେ ଗଜପତି, ଜାଣନ୍ତୁ କାହିଁକି?

ପୁରୀ: ଆଜି ରତ୍ନଭଣ୍ଡାର ଅନୁଧ୍ୟାନ ପାଇଁ ଗଜପତି ମହାରାଜ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସିଂହଦ୍ବାର ବାଟେ ନଯାଇ ଦକ୍ଷିଣ ଦ୍ବାରବାଟେ ପ୍ରବେଶ କରିଥିଲେ । ତେବେ କ’ଣ ଆପଣ ଜାଣନ୍ତି, ସବୁବେଳେ ପୂର୍ବଦ୍ବାର ଦେଇ ଯାଉଥିବା ମହାପ୍ରଭୁଙ୍କ ଆଦ୍ୟ ସେବକ କାହିଁକି ଏଥର ଦକ୍ଷିଣ ଦ୍ବାର ଦେଇ…

ଆହୁରି ଲମ୍ବା ହେଲା ୫୮ ବର୍ଷର ଯନ୍ତ୍ରଣାଦାୟକ ପ୍ରତୀକ୍ଷା

ଯେଉଁ ଦେଶରେ ଫୁଟବଲର ସୃଷ୍ଟି, ସେହି ଦେଶର ଏହି ଖେଳରେ ପ୍ରାଧାନ୍ୟ ରହିବା କଥା । ଆନ୍ତର୍ଜାତିକ ଟାଇଟଲର ଅଭାବ ରହିବା କଥା ନୁହେଁ । କିନ୍ତୁ ଏ କ୍ଷେତ୍ରରେ ଇଂଲଣ୍ଡର ରେକର୍ଡ ଅତି ନିରାଶାଜନକ, ଦୁର୍ବଳ । ଫୁଟବଲର ଜନ୍ମଦାତା ହୋଇ ସୁପରପାୱାର ହୋଇପାରିନାହିଁ ଇଂଲଣ୍ଡ । ମାତ୍ର ଥରେ ହିଁ ଜିତିଛି…

ମହିଳା ଡାକ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବୁଗୁଡ଼ାରେ ଅଭାବନୀୟ ଘଟଣା। ଅରବିନ୍ଦନଗରରେ ବନ୍ଦ ଘରୁ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମହିଳା ଜଣଙ୍କ ଡାକ କର୍ମଚାରୀ ବୋଲି ଜଣାପଡିଛି। ମୃତ ମହିଳା ଜଣଙ୍କ ହେଲେ ଖୋର୍ଦ୍ଧା ସୋରଣ ଗାଁର ରଶ୍ମିତା ବେହେରା। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା…

କାଳ ହେଲା ରିଲ୍ସ ସୁଟ୍ କରିବା; ୩୦୦ ଫୁଟ୍ ଖାଇକୁ ଖସି ଟ୍ରାଭେଲ ଇନଫ୍ଲୁଏନ୍ସର ମୃତ

ମୁମ୍ବାଇ: ମୁମ୍ବାଇର ଜଣେ ୨୭ ବର୍ଷୀୟ ଟ୍ରାଭେଲ ଇନଫ୍ଲୁଏନ୍ସର ଅନଭି କାମଦାର ଇନଷ୍ଟାଗ୍ରାମ ରିଲ ସୁଟିଂ କରୁଥିବା ସମୟରେ ଏକ ଖାଇରେ ପଡିଯିବା ଫଳରେ ତାଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲା କୁମ୍ଭେ ଜଳପ୍ରପାତ ନିକଟରେ ଘଟିଛି ଏହି ଅଘଟଣ। ଜୁଲାଇ ୧୬ରେ ଅନଭି ସାଙ୍ଗମାନଙ୍କ…

ଖୋଲୁଛି ବିବାଦୀୟ ଆଇଏଏସଙ୍କ ଗୁମର, ଭିନ୍ନକ୍ଷମ ସାର୍ଟିଫିକେଟ୍ ପାଇଁ ଦେଇଥିଲେ ଭୁଲ୍ ଠିକଣା

ନୂଆଦିଲ୍ଲୀ: ଧୀରେ ଧୀରେ ଖୋଲୁଛି ବିବାଦୀୟ ଟ୍ରେନି ଆଇଏଏସ ପୂଜା ହେଡକରଙ୍କ ସବୁ ଚାଲାକି । ଯାଞ୍ଚବେଳେ ଏବେ ପୁଣି ଏକ ନୂଆ ଖୁଲାସା ହୋଇଛି । ଭିନ୍ନକ୍ଷମ ସାର୍ଟିଫିକେଟ ତିଆରି ପାଇଁ ଦେଇଥିଲେ ଭୁଲ୍ ଠିକଣା । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭିନ୍ନକ୍ଷମ ସାର୍ଟିଫିକେଟ ବାହାର କରିପାଇଁ…