ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା’ପତି କାରଖାନା ଠାବ
ଚୌଦ୍ୱାର: ଜବରଦଖଲ ଉଚ୍ଛେଦ ବେଳେ ନକଲି ଚା'ପତି କାରଖାନା ଠାବ। ଜଗତପୁର ଲକ୍ଷ୍ମଣପୁରରୁ ନକଲି ଚା'ପତି କାରଖାନା ଠାବ କଲା ସିଏମସି। ବିପୁଳ ଚା'ପତି ସହ ଯନ୍ତ୍ରାଂଶ ଓ ଦାମୀ ବ୍ରାଣ୍ଡର ଷ୍ଟିକର, ଲେବଲ୍ ଜବତ ହୋଇଛି।
ସୂଚନା ଅନୁସାରେ, ଜଗତପୁର ଲକ୍ଷ୍ମଣପୁରରେ ଚାଲିଥିଲା ଜବରଦଖଲ ଉଚ୍ଛେଦ।…