Latest Odisha News

BREAKING NEWS

Yearly Archives

2024

ବାହାରିନରେ ପ୍ରବାସୀ ଓଡ଼ିଆ ପାଳିଲେ ବାହୁଡ଼ା ଯାତ୍ରା

ଭୁବନେଶ୍ବର : ବାହାରିନ୍ ରାଜଧାନୀ ମାନାମାଠାରେ ପ୍ରବାସୀ ଓଡ଼ିଆଙ୍କ ସଙ୍ଗଠନ 'ବାହାରିନ ଓଡ଼ିଆ ସମାଜ" ଘୋଷ ଯାତ୍ରା ପର୍ବର ଶେଷ ଦିବସ ବାହୁଡା ଯାତ୍ରା ବହୁ ଆଡମ୍ବରରେ ପାଳନ କରିଛନ୍ତି। ଏଥିରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଯୋଗ ଦେଇ ଘଣ୍ଟଘଣ୍ଟା ଓ ବାଦ୍ୟ ନାଦ ମଧ୍ୟରେ ଭକ୍ତ ମାନେ ହରିବୋଲ ଓ…

ଟଙ୍କା ମାଗିବାରୁ ପେଟ୍ରୋଲ ପମ୍ପ କର୍ମୀଙ୍କୁ କାର ବନେଟରେ ଘୋଷାଡିନେଲେ, ଭିଡିଓ ଭାଇରାଲ

କନ୍ନୁର: ପୋଲିସ ବାବୁଙ୍କ ଅଜବ ଦାଦାଗିରି। ପେଟ୍ରୋଲ୍ ପମ୍ପରେ ପେଟ୍ରୋଲ୍ ଭରିଲେ। ଯେତେବେଳେ ପେଟ୍ରୋଲ୍ ପମ୍ପ୍ କର୍ମଚାରୀ ତାଙ୍କୁ ଟଙ୍କା ମାଗିଲେ ତ ରାଗିଗଲେ। ସୂଚନା ଅନୁସାରେ, କେ ସନ୍ତୋଶ କୁମାର ନାମକ ଜଣେ ପୋଲିସ କର୍ମୀ ରବିବାର ସନ୍ଧ୍ୟାରେ କେରଳର କନ୍ନୁରର ଏକ ପେଟ୍ରୋଲ ପମ୍ପରେ…

ଆସନ୍ତାକାଲି ସୁନାବେଶ, ମୁତୟନ ହେବେ ୧୯୦ ପ୍ଲାଟୁନ ଫୋର୍ସ

ପୁରୀ: ରାତି ପାହିଲେ ଶ୍ରୀକ୍ଷେତ୍ରରେ ଶ୍ରୀଜୀଉ ମାନଙ୍କ ସୁନାବେଶ ଅନୁଷ୍ଠିତ ହେବ । ରଥ ଉପରେ ମହଣ ମହଣ ସୁନାରେ ସଜେଇ ହୋଇ ଭକ୍ତ ମାନଙ୍କୁ ଦର୍ଶନ ଦେବେ ଶ୍ରୀଜୀଉ । ଆସନ୍ତା କାଲି ହରିଶୟନ ଏକାଦଶୀ ତିଥି ଥିବାରୁ ରଥ ଉପରେ ମହାପ୍ରଭୁ ଶ୍ରୀ ବଳଭଦ୍ର, ଶ୍ରୀ ଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କୁ…

କିଏ ଏହି ଜେଡି ଭାନ୍ସ, ଯାହାଙ୍କର ଭାରତ ସହିତ ରହିଛି ଖାସ ସମ୍ପର୍କ…

ଓ୍ବାଶିଂଟନ: ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ​​ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି ପଦ ପାଇଁ ଜେଡି ଭାନ୍ସଙ୍କୁ ଚୟନ କରିଛନ୍ତି। ତେବେ ଖାସ କଥା ହେଉଛି ୨୦୧୬ରେ ଜେଡି ଭାନ୍ସ ଟ୍ରମ୍ପଙ୍କ ଜଣେ କଠୋର ସମାଲୋଚକ ଥିଲେ। କିନ୍ତୁ ବର୍ତ୍ତମାନ ସେ ଟ୍ରମ୍ପଙ୍କ…

ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍‌ଙ୍କ ଧାରଣା, ରୋଗୀ ସେବା ବାଧାପ୍ରାପ୍ତ

କଟକ: କଟକ ଏସସିବି ମେଡିକାଲ୍ କଲେଜ ଓ ହସ୍ପିଟାଲରେ ହାଉସ୍ ସର୍ଜନ ଓ ନର୍ସଙ୍କ ଧାରଣା । ଅଧୀକ୍ଷକଙ୍କ ଅଫିସ୍ ଆଗରେ ହାଉସ୍ ସର୍ଜନ ଓ ନର୍ସିଂ ଷ୍ଟାଫ୍ ଧାରଣା ଦେଇଛନ୍ତି । ସେପଟେ ଧାରଣା କାରଣରୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁସାରେ, ମେଡିସିନ ୱାର୍ଡରେ ଜଣେ ରୋଗୀଙ୍କୁ ରକ୍ତ…

ବିନା ଇଣ୍ଟରନେଟ୍‌ରେ କିପରି କରିବେ ୟୁପିଆଇ, ଜାଣି ରଖନ୍ତୁ ମୋବାଇଲ୍ ବ୍ୟାଙ୍କିଙ୍ଗ୍ ସିଷ୍ଟମ୍

ନୂଆଦିଲ୍ଲୀ: ଆପଣ ବାହାରକୁ ଯାଇ କିଛି କିଣାକିଣି କରୁଛନ୍ତି କିମ୍ବା ଅନ୍ୟକୌଣସି କାରଣରୁ ଆପଣଙ୍କୁ ଏକ ଦେୟ ଦେବାକୁ ପଡିବ। ହାତରେ ଟଙ୍କା ନାହିଁ କିମ୍ବା ସେହି ସ୍ଥାନରେ ଇଣ୍ଟରନେଟ୍ ନାହିଁ। ସେଠାରେ ଆପଣ କଣ କରିବେ କେବେ ଭାବିଛନ୍ତି କି? କେଉଁ ଉପାୟ ଅବଲମ୍ବନ କଲେ ସହଜରେ ଅନଲାଇନ ପେମେଣ୍ଟ…

ଥାନା ପରେ ସ୍କୁଲକୁ ଯାଇଛି ଭାଲୁ, ଭୟଭୀତ ଲୋକେ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ଭାଲୁ ଆତଙ୍କ। କେତେବେଳେ ସ୍କୁଲରେ ପଶିଯାଇଛି ତ ଆଉ କେତେବେଳେ ଥାନା ପରିସରରେ ପଶୁଛି। ଭାଲୁକୁ ନେଇ ଏବେ ପୁରା ଜିଲ୍ଲାରେ ହଇଚଇ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ପରିସର ଏବଂ ନନ୍ଦାହାଣ୍ଡି ବ୍ଲକ ଦହଣା ସ୍ଥିତ ସରକାରୀ ପ୍ରାଥମିକ ସ୍କୁଲ ଭିତରେ…

ଜମ୍ମୁ-କାଶ୍ମୀର: ୭୮ ଦିନରେ ୧୧ ଥର ଆତଙ୍କବାଦୀ ଆକ୍ରମଣ, ମୋଦୀ ସରକାରଙ୍କୁ ଘେରିଲା କଂଗ୍ରେସ

ନୂଆଦିଲ୍ଲୀ: ଗତକାଲି ରାତିରୁ ଜମ୍ମୁ-କାଶ୍ମୀରର ଡୋଡାରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଏନକାଉଣ୍ଟର ଜାରି ରହିଛି। ଜଙ୍ଗଲରେ ଉଭୟ ପାର୍ଶ୍ୱରୁ ଲଗାତାର ଗୁଳି ବିନିମୟ ହେଉଛି। ଏହି ଏନକାଉଣ୍ଟରରେ ଜଣେ ସେନା ଅଧିକାରୀଙ୍କ ସମେତ ୪ ଜଣ ସହିଦ ହୋଇଛନ୍ତି। ଏବେ ବି କିଛି ଆତଙ୍କବାଦୀ…

ଏଏସଓଙ୍କୁ ମାଡ ମାରିବା ଘଟଣା; ପୁଣି ବର୍ଷିଲା ବିଜେଡି

ଭୁବନେଶ୍ବର: ରାଜ୍ୟପାଳଙ୍କ ପୁଅ ଏଏସଓଙ୍କୁ ମାଡମାରିବା ଘଟଣାକୁ ପାଖାପାଖି ୮ ଦିନ ବିତିଯାଇଥିଲେ ମଧ୍ୟ ଏନେଇ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହିଁ ପ୍ରଶାସନ । ଲିଖିତ ଅଭିଯୋଗ ହେଲା ମାମାଲା ବି ରୁଜ୍ଜୁ ହେଲା ହେଲେ କିଛି ସୁଫଳ ମିଳିପାରିଲା ନାହିଁ । ଯାହାକୁ ନେଇ ଏବେ ପୁଣି ରାଜ୍ୟ…