ଏଯାଏଁ ମିଳୁନି ମହାନଦୀକୁ ଡେଇଁଥିବା ଯୁବକଙ୍କ ପତ୍ତା
କଟକ: ଗତକାଲି ରାତିରେ ଯୋବ୍ରା ନିକଟ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଖୋଜୁଛି ଅଗ୍ନିଶମ ବାହିନୀ। ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନାହିଁ।
ନିଖୋଜ ଯୁବକ ଜଣକ ହେଉଛନ୍ତି କଟକ ସ୍ଥିତ ଛତ୍ରବଜାର ଅଞ୍ଚଳର ପ୍ରଶାନ୍ତ ରାଉତ।
ସୂଚନା ଅନୁଯାୟୀ, ଆଜି ସକାଳୁ ଅଗ୍ନିଶମ ବାହିନୀ…