Latest Odisha News

BREAKING NEWS

Yearly Archives

2024

ଭକ୍ତି ସଙ୍ଗୀତ କାର୍ଯ୍ୟକ୍ରମ ‘ଗୁହାରି ୨୦୨୪’ ର ଦ୍ୱିତୀୟ ସନ୍ଧ୍ୟା

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଦ୍ୱିତୀୟ ସନ୍ଧ୍ୟାରେ କଣ୍ଠଶିଳ୍ପୀଙ୍କ ଭାବଭରା ସଙ୍ଗୀତ ଶ୍ରୋତାଙ୍କୁ ବିମୁଗ୍ଧ କରିଛି…

ସୁସ୍ଥ ଅଛନ୍ତି ତ ଜୋ ବାଇଡେନ ? ଆମେରିକାର ଉପରାଷ୍ଟ୍ରପତି ଟ୍ରମ୍ପ ଓ ୟୁକ୍ରେନ ରାଷ୍ଟ୍ରପତି ପୁଟିନ ବୋଲି କହିଦେଲେ

ୱାଶିଂଟନ୍‌: ଆମେରିକାର ରାଷ୍ଟ୍ରପତିଙ୍କ ଶାରୀରିକ ଏବଂ ମାନସିକ ସୁସ୍ଥତା ଉପରେ ଲଗାତାର ଉଠୁଛି ପ୍ରଶ୍ନ। ଜୋ ବାଇଡେନ ସର୍ବସାଧାରଣରେ ଭାଷଣ ଦେବାବେଳେ କ୍ରମାଗତ ଭୁଲ କରୁଛନ୍ତି। ଗୁରୁବାର ଦିନ ସେ ଭୁଲବଶତଃ ତାଙ୍କ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କୁ 'ଉପରାଷ୍ଟ୍ରପତି ଟ୍ରମ୍ପ' ବୋଲି…

ଆଜି ଆସିବ କେଜ୍ରିୱାଲଙ୍କ ମାମଲାର ରାୟ

ନୂଆଦିଲ୍ଲୀ: ଇଡି ଗିରଫଦାରୀ ବିରୋଧରେ ସୁପ୍ରିମକୋର୍ଟରେ କେଜ୍ରିୱାଲଙ୍କ ଆବେଦନ ପ୍ରସଙ୍ଗରେ ଆଜି ଆସିବ ସଂରକ୍ଷିତ ରାୟ। ଏହାର ଶୁଣାଣି କରିବେ ସର୍ବୋଚ୍ଚ ଅଦାଲତ। ଦିଲ୍ଲୀ ମଦନୀତି ସହ ଜଡିତ ମନି ଲଣ୍ଡିରିଂ ମାମଲାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଗିରଫଦାରୀକୁ ବିରୋଧ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ…

ପଖାଳକୁ ସୁପର ଫୁଡ୍ ବୋଲି କାହିଁକି କହିଲେ ବିଶେଷଜ୍ଞ ?

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଆଟଲାସ୍ ବା ରୁଚିକର ଖାଦ୍ୟ ମାନଚିତ୍ରରେ ସର୍ବନିମ୍ନସ୍ତରରେ ରହିଥିବା ପଖାଳକୁ ସୁପର ଫୁଡ୍ ବୋଲି କହିଲେ ବିଶେଷଜ୍ଞ। ପଖାଳକୁ ବହୁ ଲୋକେ ନାପସନ୍ଦ କରନ୍ତି। ପଖାଳ ସବୁଠୁ ନିମ୍ନମାନର ଖାଦ୍ୟ ବୋଲି ଅନେକ ବିଚାର କରନ୍ତି। କିନ୍ତୁ ସମ୍ପ୍ରତିରେ ଅଷ୍ଟ୍ରେଲିଆରେ ଆୟୋଜିତ…

ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା, ସମ୍ୱଲପୁରରେ ଲାଗିଲା କଟକଣା

ସମ୍ବଲପୁର: ଚଳିତବର୍ଷ ମହରମରେ ହେବନାହିଁ ଶୋଭାଯାତ୍ରା। ଧାର୍ମିକ ଶୋଭାଯାତ୍ରା ପାଇଁ ସମ୍ୱଲପୁରରେ ଲାଗିଲା କଟକଣା। ନିଜ ନିଜ ସାହି ବା ପଡା ଭିତରେ ସ୍ଥାନୀୟ ଲୋକେ ପାଳିବେ ପର୍ବ। ଉତରାଞ୍ଚଳ ଆଇଜିଙ୍କ ମହରମ କମିଟି, ହିନ୍ଦୁ ପକ୍ଷ , ମୁସଲିମ ପକ୍ଷଙ୍କୁ ନେଇ ବୈଠକ ପରେ ନିଆଯାଇଛି ନିଷ୍ପତ୍ତି।…

ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ନୀତୀଶଙ୍କ ଦଳର ମହାସଚିବ ନିଯୁକ୍ତ

ପାଟଣା: ଆରସିପି ସିଂହଙ୍କ ଇସ୍ତଫା ପରେ ଜନତା ଦଳ (ୟୁନାଇଟେଡ୍)ରେ ପରବର୍ତ୍ତୀ ଅଧିକାରୀ ଭାବେ ଯୋଗଦେବାର ୪୮ ଘଣ୍ଟା ମଧ୍ୟରେ ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୀଷ ବର୍ମାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ମନୀଷ ବର୍ମାଙ୍କୁ ଜେଡିୟୁର…

ନିଟ୍-ୟୁଜି ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଫେରାର ଥିବା ଅଭିଯୁକ୍ତକୁ ଗୁରୁବାର ସିବିଆଇ ଗିରଫ କରିଛି। ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ତଥା ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ସମ୍ପର୍କୀୟ କୁହାଯାଉଥିବା ରକି ଓରଫ ରାକେଶ…

ଆଇଏଏସ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତ

ଭୁବନେଶ୍ୱର: ଆଇଏଏସ ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ବିକ୍ରମ ଯାଦବଙ୍କୁ ଏହି ପଦରୁ ହଟାଇ ୧୯୯୬ ବ୍ୟାଚର ଆଇଏଏସ ଅରବିନ୍ଦ ପାଢ଼ୀଙ୍କୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଆଇନ ବିଭାଗ ତରଫରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ…

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ରାଜନାଥ ସିଂହ, ସ୍ଥିର ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ହସ୍ପିଟାଲର ନ୍ୟୁରୋ ବିଭାଗରେ ଭର୍ତ୍ତି କରାଯାଇଛି। ଏମ୍ସର ଜନସମ୍ପର୍କ ଅଧିକାରୀ କହିଛନ୍ତି ଯେ ରାଜନାଥ ସିଂଙ୍କ ସ୍ୱାସ୍ଥ୍ୟ ବର୍ତ୍ତମାନ ସ୍ଥିର ଅଛି।…

ଗୁଜରାଟରେ ଚାକିରି ପାଇଁ ଆଶାୟୀଙ୍କ ଲମ୍ବା ଧାଡି, ଦଳଚକଟା ଭଳି ସ୍ଥିତି

ଅହମଦାବାଦ:  ଗୁଜରାଟର ଏକ କେମିକାଲ କମ୍ପାନୀ ପକ୍ଷରୁ ଆୟୋଜିତ କିଛି ପଦବା ପାଇଁ ସାକ୍ଷାତକାରର ଆୟୋଜନା କରାଯାଇଥିଲା। ଏହି ସମୟରେ ଶତାଧିକ ଲୋକ ଇଣ୍ଟରଭ୍ୟୁ ସ୍ଥଳକୁ ପ୍ରବେଶ କରିବାକୁ ଚେଷ୍ଟା କରିବାରୁ ହଇଚଇ ସୃଷ୍ଟି ହୋଇଥିଲା । ଗୁଜୁରାଟର ଭରୁଚ ଜିଲ୍ଲାର ଏକ ହୋଟେଲ ପରିସରରେ ଏକ କମ୍ପାନି…