ଦାରା ସିଂହଙ୍କୁ ମୁକ୍ତି ଦେବା ଆବେଦନ ଉପରେ ରାଜ୍ୟ ସରକାରଙ୍କ ଜବାବ ମାଗିଲେ ସୁପ୍ରିମକୋର୍ଟ
ବାରିପଦା: ୧୯୯୯ ମସିହାରୁ ବାରିପଦା ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦୋଷୀ ରବୀନ୍ଦ୍ର କୁମାର ପାଲ ଓରଫ ଦାରା ସିଂହଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଓଡ଼ିଶା ସରକାରଙ୍କୁ ଜବାବ ମାଗିଛନ୍ତି।
ଜଷ୍ଟିସ ହୃଷିକେଶ ରାୟ ଏବଂ ଜଷ୍ଟିସ ଏସଭିଏନ ଭଟ୍ଟୀ ଏହି ଆବେଦନର ଶୁଣାଣି କରିଥିଲେ ।…