Latest Odisha News

BREAKING NEWS

Monthly Archives

May 2025

ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ କ୍ୟାନସର, ଦୁଃଖ ପ୍ରକାଶ କଲେ ଟ୍ରମ୍ପ

ଓ୍ବାଶିଂଟନ୍: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ପ୍ରୋଷ୍ଟେଟ୍ କ୍ୟାନସର ହୋଇଥିବା ଜଣାପଡିଛି । ନିକଟରେ, ବାଇଡେନ୍ ମଧ୍ୟ ତାଙ୍କର ପ୍ରୋଷ୍ଟେଟ୍ କ୍ୟାନସର ବିଷୟରେ ପ୍ରକାଶ କରିଥିଲେ । ଯାହା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦୁଃଖ ପ୍ରକାଶ କରିଛନ୍ତି ଏବଂ ତାଙ୍କର…

ଧରାପଡ଼ିଲା ଆଉ ଜଣେ ପାକିସ୍ତାନୀ ଆଇଏସଆଇ ଗୁପ୍ତଚର

ମୁରାଦାବାଦ: ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥବା ଅଭିଯୋଗରେ ଉତ୍ତର ପ୍ରଦେଶ ATS ଟିମ୍ ରାମପୁର ବ୍ୟବସାୟୀ ଶହଜାଦଙ୍କୁ ମୁରାଦାବାଦରୁ ଗିରଫ କରିଛି । ଗିରଫ ବ୍ୟବସାୟୀ ଭାରତ ଏବଂ ପାକିସ୍ତାନ ମଧ୍ୟରେ କସମେଟିକ୍ ସାମଗ୍ରୀ, ପୋଷାକ, ମସଲାର ବେଆଇନ ବ୍ୟବସାୟ କରୁଥିଲା । କୁହାଯାଉଛି ଯେ…

ୟୁନିଟ-୨ ସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅଭିଯୋଗ ଶୁଣୁଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୀର୍ଘ ୩୦ ବର୍ଷ ପରେ ବଦଳିଲା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠର ଠିକଣା । ଭୁବନେଶ୍ୱରର ୟୁନିଟ୍-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପରିବର୍ତ୍ତେ ଆଜିଠୁ ୟୁନିଟ୍-୨ ସ୍ଥିତ କ୍ୟାପିଟାଲ ନର୍ସରି ନିକଟସ୍ଥ ପୁରୁଣା ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ସାଧାରଣ…

ଶୋପିଆନରୁ ୨ ଆତଙ୍କବାଦୀ ସହଯୋଗୀ ଗିରଫ, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ମାଷ୍ଟରମାଇଣ୍ଡ ଏବଂ ସେମାନଙ୍କ ସହାୟକମାନଙ୍କୁ ଖୋଜିବା ପାଇଁ ଏକ ସ୍ୱତନ୍ତ୍ର ଅପରେସନ୍ କରାଯାଉଛି । ଏହି ସମୟ ଭିତରେ ଜମ୍ମୁ କଶ୍ମୀରର ଶୋପିଆନରୁ ଏକ ବଡ଼ ଖବର ଆସିଛି । ଏଠାରେ ସୁରକ୍ଷା ବାହିନୀର ଦଳ ଆତଙ୍କବାଦୀଙ୍କ…

ବିଏମସି କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଭିଏସଏସ ନଗର ଫାଣ୍ଡି ସମ୍ମୁଖରେ ଷ୍ଟ୍ରିଟ ଲାଇଟ ମରାମତିବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ମୁଣ୍ଡରେ ମଦ ବୋତଲ ଫଟାଇବା ସହିତ ଗୋଡ଼ାଇ ଗୋଡ଼ାଇ…

ଉତ୍ତରାଖଣ୍ଡ ଚାରିଧାମ ଯାତ୍ରାକୁ ନେଇ ପ୍ରବଳ ଉତ୍ସାହ; କେଦାରନାଥଙ୍କ ଦର୍ଶନ କଲେଣି ୪ଲକ୍ଷ ଭକ୍ତ

ଉତ୍ତରାଖଣ୍ଡ: ଚଳିତବର୍ଷ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ପାଇଁ ଦେଶର ପ୍ରତ୍ୟେକ କୋଣରୁ ଭକ୍ତମାନେ ଦର୍ଶନ ପାଇଁ ପହଞ୍ଚୁଛନ୍ତି। ୯,୧୭,୧୧୭ ଜଣ ଭକ୍ତ ଚାରଧାମ ଦର୍ଶନ କରି ପୁଣ୍ୟ ଅର୍ଜନ କରିସାରିଲେଣି। ସବୁଠାରୁ ଅଧିକ ବାବା କେଦାରନାଥଙ୍କ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । କେଦାରନାଥ…

ବର୍ଷକ ପରେ ଶୁକ୍ର ନିଜ ରାଶିରେ କରିବେ ପ୍ରବେଶ; ଏହି ରାଶି ହେବେ ଧନବାନ୍

ଭୁବନେଶ୍ବର:ଗ୍ରହମାନଙ୍କ ଚଳନ ଦ୍ବାରା ରାଶି ଉପରେ ବେଶ୍ ପ୍ରଭାବ ପକାଇଥାଏ । ଜୁନ୍‌ ମାସରେ ଶୁକ୍ର ଗ୍ରହ ନିଜ ରାଶିରେ ଚଳନ କରିବେ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଧନ-ସମ୍ପତ୍ତି, ସୁଖସମୃଦ୍ଧି, ପ୍ରେମ, ଆଭୂଷଣ,ଆନନ୍ଦ, ବୈଭବ, ଐଶ୍ୱର୍ଯ୍ୟ, ସୁନ୍ଦରତା ଓ ଆକର୍ଷଣର କାରକ ଶୁକ୍ର ଅଟନ୍ତି । ଶୁକ୍ର…

ଶ୍ରୀ ଭାଗବତ ସାର ୪୧: ଯେଉଁ ଲୀଳା ବା ରସାତ୍ମକ ଅଭିବ୍ୟକ୍ତି ଦ୍ୱାରା ରସର ପୂର୍ଣ୍ଣ ପ୍ରକାଶ ଘଟେ ତାହାହିଁ ରାସଲୀଳା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥରେ ଅନେକ ତତ୍ୱ ଆଲୋଚିତ ହୋଇଥିବାର ଜାଣିଲେ। ଜ୍ଞାନ, ବୈରାଗ୍ୟ ଓ ଭକ୍ତି ପୂର୍ଣ୍ଣ ଏହି ଗ୍ରନ୍ଥ ମଧ୍ୟ ମାଧୁର୍ଯ୍ୟମୟ ଶ୍ରୀକୃଷ୍ଣଙ୍କ ଏକ ବିଶେଷ ପ୍ରେମରସ ଯାହାକି ସଂସାରରେ ରାସ ନାମରେ ଅଭିହିତ ହୋଇଛି ତାର…

ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ISI ଗୁପ୍ତଚର ଗିରଫ; ଦେଶ ବିରୋଧୀ କାର୍ଯ୍ୟକଳାପରେ ଥିଲା ଲିପ୍ତ

ଲକ୍ଷ୍ନୌ: ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ପାଇଁ କାମ କରୁଥିବା ଜଣେ ଗୁପ୍ତଚରଙ୍କୁ ୟୁପି ATS ଗିରଫ କରିଛି। ଅଭିଯୁକ୍ତ ଜଣକ ରାମପୁରର ବାସିନ୍ଦା। ସେ ଭାରତର ଗୁପ୍ତ ସୂଚନା ISIକୁ ପଠାଉଥିଲେ। ଏହା ବ୍ୟତୀତ ସେ ପାକିସ୍ତାନୀ ଏଜେନ୍ସିର ଏଜେଣ୍ଟମାନଙ୍କୁ ମଧ୍ୟ ସାହାଯ୍ୟ ଯୋଗାଇଥିଲେ। ATS…

ଚାବାହାର ବନ୍ଦର ଭାରତ ପାଇଁ କାହିଁକି ଗୁରୁତ୍ୱପୂର୍ଣ୍ଣ? ଡୋଭାଲ ଇରାନର ସୁରକ୍ଷା ମୁଖ୍ୟଙ୍କ ସହ କଲେ ଆଲୋଚନା

ନୂଆଦିଲ୍ଲୀ:ଦୁଇ ଦିନ ପୂର୍ବରୁ ଜୟଶଙ୍କର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲେ । ଏବେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଇରାନର NSA ଡକ୍ଟର ଅଲ୍ଲି ଆକବର ଅହମଦିୟାନଙ୍କ ସହ ଦୀର୍ଘ ସମୟ ଧରି ଫୋନ୍ ରେ ଆଲୋଚନା କରିଛନ୍ତି। ଏହି ସୂଚନା ଇରାନ ନିଜେ…