ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) କର୍ମଚାରୀଙ୍କୁ ମଦ ବୋତଲରେ ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଭିଏସଏସ ନଗର ଫାଣ୍ଡି ସମ୍ମୁଖରେ ଷ୍ଟ୍ରିଟ ଲାଇଟ ମରାମତିବେଳେ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି ।
ମୁଣ୍ଡରେ ମଦ ବୋତଲ ଫଟାଇବା ସହିତ ଗୋଡ଼ାଇ ଗୋଡ଼ାଇ ପିଟିଥିବା ସୂଚନା ମିଳିଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ଦୁର୍ବୃତ୍ତକୁ କାବୁ କରି ତଦନ୍ତ ଚଳାଇଛି ସହିଦନଗର ଥାନା ପୋଲିସ ।
Comments are closed.