Latest Odisha News

BREAKING NEWS

Monthly Archives

June 2025

ଅନ୍ତର୍ଜାତୀୟ ଯୋଗ ଦିବସ: ମାନସିକ ରୋଗରୁ ମୁକ୍ତି ଦିଏ ଯୋଗ

ନୂଆଦିଲ୍ଲୀ/ଭୁବନେଶ୍ୱର: ଆଜି ସାରା ବିଶ୍ୱ ପାଳୁଛି ଯୋଗ ଦିବସ। କେବଳ ଭାରତ ନୁହେଁ ବରଂ ୟୁରୋପ, ଆମେରିକା, କାନାଡା, ଅଷ୍ଟ୍ରେଲିଆ ଇତ୍ୟାଦି ସବୁଠି ସ୍କୁଲରେ ଯୋଗ ଶିକ୍ଷା ଦିଆଯାଉଛି। ୧୧ ଡିସେମ୍ବର ୨୦୧୪ରେ, ଜାତିସଂଘ ୨୧ ଜୁନକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ପାଳନ କରିବା ପ୍ରସ୍ତାବକୁ…

ଶ୍ରୀ ଭାଗବତ ସାର ୭୪: କାହାର ଅନୁସରଣରେ ଶ୍ରୀଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିଲେ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତକୁ ଓଡ଼ିଆ ଭାଷାରେ ଲେଖିବା ସମୟରେ ଶ୍ରୀଧର ସ୍ୱାମୀ ବିରଚିତ "ଶ୍ରୀମଦ ଭାଗବତ ଭାବାର୍ଥ ବୋଧିନୀ" ଟୀକାର ବିଶେଷ ସାହାଯ୍ୟ ନେଇଥିଲେ। ଏହା ଏତେ ସାରଗର୍ଭକ ଥିଲା ଯେ ଶ୍ରୀ ଚୈତନ୍ୟ ମହାପ୍ରଭୁ କହିଥିଲେ "ଶ୍ରୀଧର ସ୍ୱାମୀ…

ହାର୍ଭାର୍ଡ ଲିଭର ଡାକ୍ତରଙ୍କ ପରାମର୍ଶ; ଫ୍ୟାଟି ଲିଭରକୁ ଠିକ୍ କରିବାକୁ ଖାଆନ୍ତୁ ଏହି ଖାଦ୍ୟ

ନୂଆଦିଲ୍ଲୀ:ଆଜିକାଲି ଫ୍ୟାଟି ଲିଭର ସମସ୍ୟା ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ବିଶେଷକରି ଯେଉଁମାନେ ଦୀର୍ଘ ସମୟ ଧରି ବସି କାମ କରନ୍ତି ଏବଂ ଅଧିକ ପ୍ରକ୍ରିୟାକୃତ ଖାଦ୍ୟ ଖାଆନ୍ତି । କିନ୍ତୁ ଭଲ ଖବର ହେଉଛି ଯେ କିଛି ସରଳ ଖାଦ୍ୟପେୟ ପରିବର୍ତ୍ତନ କରି ଏହି ଗମ୍ଭୀର ସମସ୍ୟାର…

୫ ବର୍ଷ ପରେ ସିକ୍କିମରୁ ପୁଣି ଆରମ୍ଭ ହେଲା କୈଳାସ ମାନସରୋବର ଯାତ୍ରା

ନୂଆଦିଲ୍ଲୀ: ଜୁନ୍ ୨୦ ତାରିଖରୁ କୈଳାସ ମାନସରୋବର ଯାତ୍ରା ଆରମ୍ଭ ହୋଇଛି । ଏଥିରେ ଅଂଶଗ୍ରହଣ କରୁଥିବା ୩୬ ଜଣ ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆଜି ସକାଳେ ସିକ୍କିମର ନାଥୁଲା ସୀମା ଦେଇ ଚୀନର ଟିଆରଏରେ ପ୍ରବେଶ କରିଛନ୍ତି । ରାଜ୍ୟପାଳ ଓମ୍ ପ୍ରକାଶ ମଥୁର ନାଥୁଲା ଠାରେ ସବୁଜ ପତାକା ଦେଖାଇ…

ଗୋଟିଏ ମଞ୍ଚରେ ନଜର ଆସିବେ ଭାରତ ଏବଂ ପାକିସ୍ତାନ, ଦୀର୍ଘ ୭ ବର୍ଷ ପରେ…..

ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ସପ୍ତାହରେ ଚୀନ ଗସ୍ତ କରିପାରନ୍ତି । ପ୍ରତିରକ୍ଷା ମନ୍ତ୍ରୀ ସାଂଘାଇ ସହଯୋଗ ସଂଗଠନ (SCO) ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଯୋଗଦେବା ପାଇଁ ଚୀନ ଗସ୍ତ କରିବେ । ଏହି ବୈଠକ ସମୟରେ ରାଜନାଥ ସିଂହ ତାଙ୍କର ଚୀନ୍ ପ୍ରତିପକ୍ଷ ଆଡମିରାଲ…

ଯାଜପୁର ଓ କେନ୍ଦୁଝରରେ ସଂକ୍ରମଣ ହ୍ରାସ; କ୍ଷେତ୍ର ସ୍ତରୀୟ ଅଭିଯାନ ଜାରି ରଖିବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ହ୍ରାସ ପାଇଛି ହଇଜା ସଂକ୍ରମଣ । ବିଭିନ୍ନ ବିଭାଗ ମାନଙ୍କର କ୍ଷେତ୍ର ସ୍ତରରେ ସମନ୍ୱିତ ଏବଂ ଏକାଭିମୁଖୀ କାର୍ଯ୍ୟକ୍ରମ ଯୋଗୁ ରାଜ୍ୟରେ ଡାଇରିଆ ସ୍ଥିତିରେ ସୁଧାର ଆସିଛି । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଅଶ୍ଵତୀ ଏସ୍ ଙ୍କ…

ବର୍ଷା ପାଣି ସୌଭାଗ୍ୟର ସଙ୍କେତ ! ଏଥିରେ ଦୂର ହୋଇଥାଏ ଅନେକ ଅସୁବିଧା

ନୂଆଦିଲ୍ଲୀ: ବର୍ଷା ଋତୁ କେବଳ ଶୀତଳତା ଓ ସତେଜତା ଆଣି ନଥାଏ, ବରଂ ଏହା ବିଭିନ୍ନ ସମସ୍ୟାରୁ ମୁକ୍ତି ଦେବାରେ ମଧ୍ୟ ସହାୟକ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ଗ୍ରହମାନଙ୍କର ଖରାପ ପ୍ରଭାବ ହେଉ କି ଆର୍ଥିକ ଅସୁବିଧା, ଜ୍ୟୋତିଷ ଶାସ୍ତ୍ରରେ ବର୍ଷା ଜଳ ସହ ଜଡ଼ିତ କିଛି ସରଳ ଉପାୟ ବିଷୟରେ…

ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା, ଗାଁରେ ପଶିଲା ବନ୍ୟା ପାଣି

ମୟୂରଭଞ୍ଜ: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ମୟୂରଭଞ୍ଜରେ ପ୍ରବଳ ବର୍ଷା ହୋଇଛି । ଫଳରେ ବିପଦ ସଙ୍କେତ ଟପିଛି ସୁବର୍ଣ୍ଣରେଖା । ନଦୀରେ ଜଳ ସ୍ତର ବଢିବା ପରେ ଗାଁର ୧୦୦୦ରୁ ଉର୍ଦ୍ଧ୍ବ ଗ୍ରାମବାସୀ ପାଣି ଘେରରେ ଅଛନ୍ତି । ଜଳ ବନ୍ଦୀ ଭିତରେ ରହିଛନ୍ତି ଓଡ଼ିଶା ଓ ଝାଡ଼ଖଣ୍ଡ ସୀମାବର୍ତ୍ତୀ…

ଇରାନରେ ଭାରତର କେତେ ପ୍ରୋଜେକ୍ଟ ଚାଲିଛି ? ଜାଣନ୍ତୁ ଯୁଦ୍ଧ ଭିତରେ କେତେ ହେଉଛି କ୍ଷତି

ନୂଆଦିଲ୍ଲୀ: ଭାରତ ଓ ଇରାନ ମଧ୍ୟରେ ଐତିହାସିକ, ସାଂସ୍କୃତିକ ଏବଂ କୂଟନୈତିକ ସମ୍ପର୍କ ରହିଛି। ଭାରତ ପାଇଁ ଇରାନ ଏକ ମୁଖ୍ୟ ଦେଶ। ଇରାନରେ ଭାରତର ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରୋଜେକ୍ଟ ଚାଲୁଛି। କିନ୍ତୁ, ଇସ୍ରାଏଲ-ଇରାନ ସଂଘର୍ଷ ଯୋଗୁଁ ଏହି ପ୍ରୋଜେକ୍ଟଗୁଡ଼ିକରେ ବିଳମ୍ବ, ବାଣିଜ୍ୟରେ ବାଧା,…

Smartphoneରେ ଆପଣ ଅଶ୍ଳୀଳ ଭିଡିଓ ଦେଖୁଛନ୍ତି କି ? ସାବଧାନ !

ନୂଆଦିଲ୍ଲୀ: ଡିଜିଟାଲ ଯୁଗରେ ସାଇବର ଠକେଇ ଏକ ନୂଆ ରୂପ ନେଉଛି। ଯେଉଁମାନେ ଅଶ୍ଳୀଳ ଭିଡିଓ, ବିଶେଷ କରି ଶିଶୁମାନଙ୍କ ସମ୍ପର୍କିତ କଣ୍ଟେଣ୍ଟ ଦେଖିବାକୁ ଆଗ୍ରହୀ, ସେମାନେ ବର୍ତ୍ତମାନ ସାଇବର ଗ୍ୟାଙ୍ଗର ଟାର୍ଗେଟ ହେଉଛନ୍ତି। ଏହି ଗ୍ୟାଙ୍ଗମାନେ ଅତି ଚତୁରତାର ସହ ଏବଂ ଏପରି ଭାବେ ଶିକାରର ଶୋଷଣ…