Latest Odisha News

BREAKING NEWS

Monthly Archives

July 2025

ଶୁଭମନ ଗିଲଙ୍କୁ ଏହି ନାମ ଦେଲେ କୋହଲି

ବର୍ମିଂହାମ: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତର ଅଧିନାୟକ ଶୁଭମନ ଗିଲ ସ୍ମରଣୀୟ ବ୍ୟାଟିଂ ପ୍ରଦର୍ଶନ କରିଛନ୍ତି । ସେ ପ୍ରଥମ ଇନିଂସରେ ୨୬୯ ଓ ଦ୍ୱିତୀୟ ଇନିଂସରେ ୧୬୧ ରନ କରିଥିଲେ । ସେ ଅଧିନାୟକ ଭାବେ ବିରାଟ କୋହଲିଙ୍କ ୨୫୪ ରନକୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । କୋହଲି…

ଯୁବବର୍ଗଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ; ତ୍ୟାଗ ଓ ସେବା ଦ୍ୱାରା ଆମେ ଆମ ଭବିଷ୍ୟ ଗଢିବା…

ଭୁବନେଶ୍ୱର: ଜୟଦେବ ଭବନ ଠାରେ ଡଃ ଶ୍ୟାମପ୍ରସାଦ ମୁଖାର୍ଜୀଙ୍କ ୧୨୫ ତମ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଜିର ଦିନକୁ ସଂକଳ୍ପ, ଏକ ପ୍ରେରଣା ଏବଂ ଏକ ଜାଗୃତିର ଦିବସ ବୋଲି କହିଥିଲେ । ନିଜ ବକ୍ତବ୍ୟରେ…

ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ: ଚୀନ୍ ଏବଂ ଆମେରିକାକୁ ବି ପଛରେ ପକାଇଲା….

ନୂଆଦିଲ୍ଲୀ: ଆୟ ସମାନତାରେ ୪ର୍ଥ ସ୍ଥାନରେ ଭାରତ । ବିକାଶର ଲାଭ ସମସ୍ତ ନାଗରିକଙ୍କୁ ସମାନ ଭାବେ ବାଣ୍ଟୁଛି ଦେଶ । ଭାରତ ଆୟ ସମାନତା ରାଙ୍କିଂ ୨୦୨୫ରେ ଆୟ ସମାନତା ଦୃଷ୍ଟିରୁ ବିଶ୍ୱ ସ୍ତରରେ ଚତୁର୍ଥ ସ୍ଥାନରେ ରହିଛି। ଏନେଇ ବିଶ୍ୱ ବ୍ୟାଙ୍କର ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶ କରାଯାଇଛି…

କଇଁଛ ପିଠିରେ ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର ଆଙ୍କି ଅଡୁଆରେ ଫସିଲେ ଯୁବକ

ବରଗଡ: ସାଧାରଣରେ ପଟ୍ଟଚିତ୍ର ଏବଂ ହାତ ଅଙ୍କା ଜିନିଷର ବେଶ୍ ଚାହିଦା ଥାଏ । ଇଣ୍ଟରନେଟରେ ବି ଏଭଳି କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ବେଶ୍ ପ୍ରଶଂସା ମିଳିଥାଏ । ହେଲେ ଏବେ ଜଗନ୍ନାଥଙ୍କର ଏକ ଚିତ୍ର ଆଙ୍କି ଅଡୁଆରେ ପଡିଛନ୍ତି ଜଣେ ଯୁବକ । ଆଉ ତାଙ୍କ ଭଲ୍ ହୋ ସେ କଇଁଛ ପିଠିରେ ଜଗନ୍ନାଥଙ୍କ…

ଜଗନ୍ନାଥଙ୍କ ସପକ୍ଷରେ ବାହାରିଲେ ଜୟନାରାୟଣ; କହିଲେ, ବିଜେଡିର ହ୍ୟାଙ୍ଗଓଭର ଯାଇନି..

ଭୁବନେଶ୍ବର: ବିଜେପି ନେତା ଜଗନ୍ନାଥ ପ୍ରଧାନଙ୍କ ସପକ୍ଷରେ ବାହାରିଲେ ବରିଷ୍ଠ ନେତା ଜୟନାରାୟଣ ମିଶ୍ର । ତାଙ୍କ ଗିରଫଦାରିକୁ ନାପସନ୍ଦ କରି OAS ଅଫିସରଙ୍କୁ ଟାର୍ଗେଟ୍‌ କଲେ ଜୟନାରାୟଣ । ସେ କହିଛନ୍ତି ଯେ, OAS ଅଫିସରଙ୍କ ବିଜେଡି ହ୍ୟାଙ୍ଗଓଭର ଯାଇନି । ଗୋଟିଏ ପଟେ ବନ୍ୟା ସ୍ଥିତି,…

ଫୋନରେ ମ୍ୟାଗ୍ନେଟିକ୍ ସ୍ପିକର ରହିଲେ କ’ଣ ଲାଭ? ଏହାର ବ୍ୟବହାର କାହିଁକି ହୋଇଥାଏ…

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଯେକୌଣସି ନୂଆ ସ୍ମାର୍ଟଫୋନ୍ ଲଞ୍ଚ ହେଉଛି ଏହାର ସ୍ପିକର କ୍ବାଲିଟି ବିଷୟରେ ଆଲୋଚନା ହୋଇଥାଏ । ଅନେକ ବ୍ରାଣ୍ଡ ଏବେ ସେମାନଙ୍କ ମୋବାଇଲରେ ମ୍ୟାଗ୍ନେଟିକ୍ ସ୍ପିକର ଲଗାଇବା ଆରମ୍ଭ କରିଦେଇଛନ୍ତି । ଏହି ନାଁ ଶୁଣି ଆପଣଙ୍କ ମନରେ ଏହି ପ୍ରଶ୍ନ ଆସିଥିବ ଯେ ଫୋନରେ…

ହେବ କି ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ…ନିର୍ବାଚନ ଲଢିପାରିବେ କି ମସ୍କ?, ନୂଆ ଦଳ ଘୋଷଣା ପରେ ଉଠିଲା…

ନୂଆଦିଲ୍ଲୀ: ଶିଳ୍ପପତି ତଥା କୋଟିପତି ଏବଂ ଟେସଲାର ସିଇଓ ଏଲନ ମସ୍କ ଏବେ ରାଜନୀତିରେ ପ୍ରବେଶ କରିଛନ୍ତି। ସେ ଶନିବାର ଦିନ ତାଙ୍କର ନୂତନ ଦଳ "ଆମେରିକା ପାର୍ଟି ଇନ୍ ଆମେରିକା" ଆରମ୍ଭ କରିବାର ଘୋଷଣା କରିଛନ୍ତି । ଏଲୋନ ମସ୍କ ସୋସିଆଲ ମିଡିଆ ପୁର୍ବରୁ ଏନେଇ ଏକ୍ସରେ ସଙ୍କେତ ଦେଇଥିଲେ । ଆଉ…

ବିଦେଶ ଗସ୍ତରେ ଛୋଟ ପିଲାଙ୍କ ସହ ମଜା କରୁଥିବାର ନଜର ଆସିଲେ ପ୍ରଧାନମନ୍ତ୍ରୀ ମୋଦି: ଭାଇରାଲ ହେଉଛି ଫଟୋ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଆଠ ଦିନିଆ ବିଦେଶ ଗସ୍ତରେ ଅଛନ୍ତି । ତାଙ୍କର ଗସ୍ତରେ ପାଞ୍ଚଟି ଭିନ୍ନ ଦେଶ ଅନ୍ତର୍ଭୁକ୍ତ ରହିଛି । ସେ ଏହି ଦେଶଗୁଡ଼ିକ ମଧ୍ୟରୁ ତିନୋଟିକୁ ଗସ୍ତ ସମାପ୍ତ କରିଛନ୍ତି। ବର୍ତ୍ତମାନ, ସେ ବ୍ରାଜିଲରେ ଅଛନ୍ତି ଏବଂ ପରବର୍ତ୍ତୀ ସମୟରେ…

ରାଜ୍ୟ ବିଜେପି ସଭାପତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ବର: ବିଜେପି ରାଜ୍ୟ ସଭାପତି ଏବଂ ରାଷ୍ଟ୍ରୀୟ ପରିଷଦ ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଭୋଟର ତାଲିକା ସୂଚୀରେ ଅଛନ୍ତି ମୋଟ ୨୭୩ ଜଣ । ଜିଲ୍ଲା ସଭାପତି, ରାଜ୍ୟ ପରିଷଦ ସଦସ୍ୟ ଏବଂ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ମଧ୍ୟରୁ ୧୦ ପ୍ରତିଶତ ଭୋଟର ତାଲିକାରେ ସ୍ଥାନ ପାଇଛନ୍ତି…

ଅବସରର ୮ମାସ ପରେ ବି ବଙ୍ଗଳା ଖାଲି କରିନାହାନ୍ତି ଚନ୍ଦ୍ରଚୂଡ: ସରକାରଙ୍କୁ ଚିଠି ଲେଖିଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ: ପୂର୍ବତନ ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଏପର୍ଯ୍ୟନ୍ତ ସରକାରୀ ବାସଭବନ ଖାଲି କରିନାହାନ୍ତି । ଯାହାକୁ ନେଇ ଏବେ ସୁପ୍ରିମକୋର୍ଟ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। କୋର୍ଟ ପ୍ରଶାସନ କେନ୍ଦ୍ର ନଗର ଉନ୍ନୟନ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ଚନ୍ଦ୍ରଚୂଡ଼ଙ୍କୁ ଘର ଖାଲି…