Latest Odisha News

BREAKING NEWS

Yearly Archives

2025

ଚେନାବ କେବଳ ଏକ ବ୍ରିଜ୍ ନୁହେଁ, ଏହା ଭାରତର ଶକ୍ତିର ପ୍ରତୀକ: ପ୍ରଧାନମନ୍ତ୍ରୀ

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଆଜି ଜମ୍ମୁ ଓ କଶ୍ମୀର ଗସ୍ତରେ ଅଛନ୍ତି । ଏଠାରେ ସେ ବିଶ୍ୱର ଉଚ୍ଚତମ ଚେନାବ ବ୍ରିଜ, ଅଞ୍ଜି କେବୁଲ ବ୍ରିଜ୍ ଏବଂ କଟରା-ଶ୍ରୀନଗର ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଉଦଘାଟନ ପରେ, ପ୍ରଧାନମନ୍ତ୍ରୀ…

ଲକ୍ଷ ଲକ୍ଷ Android ୟୁଜର୍ସଙ୍କ ପାଇଁ ବିପଦ ! ଭାରତ ସରକାର ଜାରିକଲେ ଚେତାବନୀ

ନୂଆଦିଲ୍ଲୀ: ଭାରତ ସରକାର କୋଟି କୋଟି ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ଚେତାବନୀ ଜାରି କରିଛନ୍ତି। ଏହି ଚେତାବନୀ କ୍ୱାଲକମ୍‌ ଚିପସେଟ୍‌ରେ ଚାଲୁଥିବା ଡିଭାଇସଗୁଡ଼ିକ ପାଇଁ। ଭାରତୀୟ କମ୍ପ୍ୟୁଟର ଇମରଜେନ୍ସି ରେସପନ୍ସ ଟିମ୍‌ (CERT-In) ଏହି ଚେତାବନୀ ଜାରି…

ପାକିସ୍ତାନ ସହ ଯୁଦ୍ଧ ହେଲେ ଚିନାବ ବ୍ରିଜର ଭୂମିକା କଣ ରହିବ ? ବର୍ଡରଠୁ ମାତ୍ର ଏତିକି ଦୂର

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କାଶ୍ମୀରରେ ନିର୍ମିତ ବିଶ୍ୱର ସବୁଠୁ ଉଚ୍ଚ ରେଳ ଆର୍କ ବ୍ରିଜ ‘ଚିନାବ ବ୍ରିଜ’ର ଉଦଘାଟନ କରିଛନ୍ତି। ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀ ଏହି ବ୍ରିଜର ନିରୀକ୍ଷଣ କରିଥିଲେ। ଏହା ପରେ ଆଜିଠାରୁ କଟ୍ରାରୁ ସଙ୍ଗଲଦାନ ମଧ୍ୟରେ ୬୩…

ମସ୍କଙ୍କୁ ମହଙ୍ଗା ପଡିଲା ବନ୍ଧୁତାରୁ ଶତ୍ରୁତା: ଗୋଟିଏ ଦିନରେ ୧୫ ହଜାର କୋଟିରୁ ଅଧିକ କ୍ଷତି

ନୂଆଦିଲ୍ଲୀ: ଟେସଲା ସିଇଓ ଏଲୋନ୍ ମସ୍କ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବନ୍ଧୁତା ସମସ୍ତଙ୍କୁ ଜଣା । କିନ୍ତୁ ଏବେ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି । ଦୁହେଁଙ୍କ ମଧ୍ୟରେ ଏବେ ଆରମ୍ଭ ହୋଇଯାଇଛି ଶୀତଳ ଯୁଦ୍ଧ । କୁହାଯାଉଛି ଯେ ଏହି ତିକ୍ତତାର କାରଣ ହେଉଛି…

Face Unlock, ଫିଙ୍ଗରପ୍ରିଣ୍ଟ ନା Passcode? ସ୍ମାର୍ଟଫୋନକୁ ସବୁଠୁ ମଜବୁତ ସୁରକ୍ଷିତ କିଏ ରଖିଥାଏ

ଭୁବନେଶ୍ୱର: ଆପଣଙ୍କ ମୋବାଇଲ୍‌ ଡିଭାଇସ୍‌ କେତେ ସୁରକ୍ଷିତ ଏହା ଆପଣଙ୍କର ଅଥେଣ୍ଟିକେସନ୍‌ ପଦ୍ଧତି ଉପରେ ନିର୍ଭର କରେ। ବାୟୋମେଟ୍ରିକ୍‌ ଅନଲକ୍‌ ଅପ୍‌ସନ୍‌ର କାମ ହେଉଛି ସଠିକ୍‌ ବ୍ୟକ୍ତିଙ୍କୁ ଚିହ୍ନିବା ପରେ ଡିଭାଇସକୁ ଅନଲକ୍‌ କରିବା। କିନ୍ତୁ ଏହା ବୁଝିବା ଜରୁରୀ ଯେ କେଉଁ ପଦ୍ଧତି…

BSNL ଆଣିଲା ଦମଦାର ରିଚାର୍ଜ ପ୍ଲାନ୍, ସବୁ ଫ୍ରି….

ନୂଆଦିଲ୍ଲୀ: ଆପଣ କମ୍ ଖର୍ଚ୍ଚରେ ଲମ୍ବା ଭ୍ୟାଲିଡିଟି ସହିତ ଏକ ରିଚାର୍ଜ ପ୍ଲାନ୍ ଖୋଜୁଛନ୍ତି କି? ତେବେ BSNL ଆପଣଙ୍କ ପାଇଁ ଏକ ଚମତ୍କାର ସୁଯୋଗ ଆଣିଛି। Jio ଓ Airtel ଭଳି ବଡ଼ ଟେଲିକମ କମ୍ପାନୀଙ୍କ ସହ ମୁକାବିଲା କରି BSNL ଏକ ସୁପର ସଞ୍ଚୟ ୮୪ ଦିନିଆ ପ୍ଲାନ୍ ଲଞ୍ଚ କରିଛି, ଯାହା କମ୍…

କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୦କୁ ବୃଦ୍ଧି, ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କୋଭିଡ ମାମଲା ବୃଦ୍ଧି ପାଉଛି। ଯଦି ଏପରି ମାମଲା ଲଗାତାର ବୃଦ୍ଧି ପାଏ ତେବେ ଖୁବ୍‌ଶୀଘ୍ର କରୋନା ମାର୍ଗଦର୍ଶିକା ଆଣିପାରନ୍ତି ରାଜ୍ୟ ସରକାର। ତଥାପି ରାଜ୍ୟରେ କୋଭିଡ୍ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପ୍ରତିଦିନ କିଛି କିଛି ରୋଗୀ ଚିହ୍ନଟ ହେଉଛନ୍ତି।…

ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା: ମଞ୍ଜୁରୀ ଦେଲେ କୋର୍ଟ

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ୩ରେ ହେବ ନିଟ୍ ପିଜି ପରୀକ୍ଷା । ସୁପ୍ରିମକୋର୍ଟ ନିଟ୍ ପିଜି ୨୦୨୫ ପରୀକ୍ଷାକୁ ଅଗଷ୍ଟ ୩ରେ କରାଇବା ପାଇଁ ଜାତୀୟ ପରୀକ୍ଷା ବୋର୍ଡ (ଏନବିଇ)ର ଅନୁରୋଧକୁ ଅନୁମତି ଦେଇଛନ୍ତି । ଯାହା ପ୍ରଥମେ ଜୁନ୍ ୧୫ ପାଇଁ ସ୍ଥିର କରାଯାଇଥିଲା । ହେଲେ ଏହା ଉପରେ ରୋକ୍ ଲଗାଇଥିଲେ…

ବିଶ୍ୱ ପରିବେଶ ଦିବସ ଅବସରରେ ଟାଟା ଷ୍ଟିଲ ପକ୍ଷରୁ ଯୋଡ଼ାରେ ପୋଖରୀର ରୂପାନ୍ତରଣ

ଯୋଡା: ସ୍ଥାୟୀ ଜଳ ପରିଚାଳନା ଓ ପରିବେଶ ସଂରକ୍ଷଣ ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ଟାଟା ଷ୍ଟିଲ୍ ପକ୍ଷରୁ ପରିବେଶ ଅନୁକୂଳ ଅଞ୍ଚଳ ଓ ଇକୋ-ଟୁରିଜିମ ସ୍ଥଳଗୁଡ଼ିକ ପାରିପାର୍ଶ୍ୱିକ ଅଞ୍ଚଳ ଓ ସ୍ଥାନୀୟ ପୋଖରୀଗୁଡ଼ିକର ରୂପାନ୍ତରଣ କରାଯାଉଛି । କମ୍ପାନୀ ପକ୍ଷରୁ ଗୁଆଲି ନିକଟସ୍ଥ…

ଶତ୍ରୁ ପାଇଁ କାଳ ଭାରତର ଏହି ମିସାଇଲ…ରେଞ୍ଜ ଭିତରେ ପାକିସ୍ତାନ, ଚୀନ

ନୂଆଦିଲ୍ଲୀ: ସଶସ୍ତ୍ର କ୍ଷେତ୍ରରେ ଆଉ ଏକ ବଡ ମାଇଲଖୁଣ୍ଟ ସେଟ୍ କରିବାକୁ ଯାଉଛି ଭାରତ । ଏକ ବିପଜ୍ଜନକ ହାଇପରସୋନିକ୍ କ୍ଷେପଣାସ୍ତ୍ର ତିଆରି କରିଛି । ବେଗ ଏତେ ଅଧିକ ଯେ ରାଡାର ମଧ୍ୟ ଫେଲ୍ । ତେବେ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (ଡିଆରଡିଓ) ଖୁବ୍ ଶୀଘ୍ର ଏକ୍ସଟେଣ୍ଡେଡ୍…