Latest Odisha News

BREAKING NEWS

Yearly Archives

2025

ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ; ଯୁବକଙ୍କୁ ଗୋଡ଼ାଇ ହାଣିଲେ

ଭୁବନେଶ୍ବର: ପୁଣି ଅସୁରକ୍ଷିତ ହୋଇପଡିଛି ରାଜଧାନୀ ଭୁବନେଶ୍ବର । ଗତକାଲି ବିଳମ୍ବିତ ରାତିରେ ଶିଶୁଭବନ ଟ୍ରାଫିକ ଛକରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଜଣେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ୮ ଜଣ ଦୁର୍ବୃତ୍ତ । ଫଳରେ ଯୁବକ ଜଣକ ଗୁରୁତର ହୋଇଥିଲେ, ରକ୍ତ ଜୁଡୁବୁଡୁ…

ଅପରେସନ ସିନ୍ଦୁର: ମେ ୧୯ରେ ପାକିସ୍ତାନ ସମ୍ପର୍କରେ ସଂସଦୀୟ କମିଟିକୁ ସୂଚନା ଦେବେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସାମରିକ ସଂଘର୍ଷ ବିଷୟରେ ବୈଦେଶିକ ସଚିବ ବିକ୍ରମ ମିଶ୍ରୀ ଆସନ୍ତା ସପ୍ତାହରେ ଏକ ସଂସଦୀୟ କମିଟିକୁ ସୂଚନା ଦେବେ । ବୈଦେଶିକ ବ୍ୟାପାର ସ୍ଥାୟୀ କମିଟିର ସଦସ୍ୟମାନଙ୍କୁ ସୂଚନା ଦିଆଯାଇଛି ଯେ, ମିଶ୍ରି ମେ ୧୯ ତାରିଖରେ…

ଶ୍ରୀ ଭାଗବତ ସାର ୩୫: “ଶ୍ରୀମଦ ଭାଗବତ” ନାମକରଣର ଯଥାର୍ଥତା ଓ ସାର୍ଥକ ତା କଣ?

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଆଲୋଚନା କରିବା ପରେ ମନରେ ସ୍ୱତଃ ପ୍ରଶ୍ନ ଆସେ ଯେଉଁ ଗ୍ରନ୍ଥ ଏତେ ଗୁଣ ଓ ଲକ୍ଷଣ ଯୁକ୍ତ ସେହି ଗ୍ରନ୍ଥ "ଶ୍ରୀମଦ ଭାଗବତ"ନାମ କାରଣର ଯଥାର୍ଥତା ଓ ସାର୍ଥକ ତା କଣ? "ଶ୍ରୀମନ୍ତଂ…

ଆଇପିଏଲ ୨୦୨୫ର ବାକି ମ୍ୟାଚ: ମେ ୧୭ରୁ ୬ଟି ସହରରେ ଖେଳାଯିବ

ମୁମ୍ବାଇ: କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର! ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ଟାଟା ଆଇପିଏଲ ୨୦୨୫ରେ ବାକି ଥିବା ମ୍ୟାଚ ପୁଣିଥରେ ଖେଳିବାକୁ ଘୋଷଣା କରିଛି । ଭାରତ-ପାକିସ୍ତାନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା କାରଣରୁ ମ୍ୟାଚକୁ ସ୍ଥଗିତ ରଖାଯାଇଥିଲା । ଏବେ…

ପାକିସ୍ତାନ ସହ କେବଳ ପିଓକେକୁ ନେଇ ଆଲୋଚନା: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଆଜି ଅର୍ଥାତ୍ ୧୨ ମେ ୨୦୨୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତଙ୍କବାଦକୁ ନିନ୍ଦା କରିବା ସହ ଅପରେସନ ସିନ୍ଦୁରର ସଫଳତାକୁ ନେଇ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସେ ପାକିସ୍ତାନକୁ ଚେତାବନୀ ଦେଇ କହିଥିଲେ ଯେ ଭାରତ କେବେ ବି ଆତଙ୍କବାଦକୁ ପ୍ରଶୟ ଦେବ ନାହିଁ।…

ମା’ ଓ ଭଉଣୀଙ୍କ ସିନ୍ଦୂର ଉଜାଡ଼ିଥିଲେ ଆତଙ୍କବାଦୀ, ଭାରତୀୟ ସେନା ସିଧା ହେଡକ୍ୱାର୍ଟର ଉଡାଇଦେଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ତାଙ୍କ ଅଭିଭାଷଣରେ କହିଥିଲେ ଯେ ଅପରେସନ ସିନ୍ଦୂର ହେଉଛି ଭାରତର ଲୋକଙ୍କ ଭାବନାର ପ୍ରତିଫଳନ। ଆଜି ସନ୍ଧ୍ୟାରେ ମୋଦି କହିଥିଲେ ଯେ ଭାରତୀୟ ସେନା ପାକିସ୍ତାନର ଆତଙ୍କବାଦର ଗଡ଼କୁ ଧ୍ୱଂସ କରିଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ…

ନ୍ୟୁକ୍ଲିୟର ଧମକ ଭାରତ ସହିବନି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି ଯେ ପାକିସ୍ତାନର ପରମାଣୁ ବ୍ଲାକମେଲକୁ ଭାରତ ଆଦୌ ସହ୍ୟ କରିବ ନାହିଁ। ଯଦି ଭବିଷ୍ୟତରେ ଏପରି ଆତଙ୍କବାଦୀ ଆକ୍ରମଣ ହୁଏ ତେବେ ପଡ଼ୋଶୀ ଦେଶକୁ ତା' ନିଜ ଭାଷାରେ ଜବାବ ଦିଆଯିବ। ପ୍ରଧାନମନ୍ତ୍ରୀ…

ପାକିସ୍ତାନରେ କୋହଲି ଖେଳି ପାରିଲେ ନାହିଁ ଟେଷ୍ଟ ମ୍ୟାଚ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲି ଟି୨୦ ପରେ ଏବେ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । କୋହଲି ତାଙ୍କ ଟେଷ୍ଟ କ୍ୟାରିୟରରେ ଅନେକ ରେକର୍ଡ କରିଛନ୍ତି । ତେବେ ପାକିସ୍ତାନରେ ସେ ଗୋଟିଏ ହେଲେ ବି ଟେଷ୍ଟ ଖେଳି ପାରି ନାହାନ୍ତି । ୨୦୦୮ ପରଠାରୁ ଭାରତ ଆଉ…

କୋହଲିଙ୍କ ଅବସର ପରେ ୧୨ ବର୍ଷ ତଳର ରହସ୍ୟ ଉଜାଗର କଲେ ସଚିନ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ମହାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଏବେ କେବଳ ଦିନିକିଆରେ ଭାରତ ପକ୍ଷରୁ ଖେଳିବେ । କୋହଲିଙ୍କ ଅବସର ପରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହ ୧୨ ବର୍ଷ ତଳର ଏକ ରହସ୍ୟର…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଓଡ଼ିଶାର ୨ ଆଇପିଏସ୍ ଅଧିକାରୀ

ଭୁବନେଶ୍ୱର: ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ ରାଜେଶ କୁମାର ଏବଂ ୨୦୦୬ ବ୍ୟାଚ୍ ଅଧିକାରୀ ଅନୁପ କୁମାର ସାହୁ କେନ୍ଦ୍ରୀୟ ଡେପୁଟେସନରେ ଯିବେ। ଓଡ଼ିଶା କ୍ୟାଡରର ଏହି ଦୁଇଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ କିମ୍ବା ସେହି ସମକକ୍ଷ ପଦବୀ ପାଇଁ ଚୟନ…