Latest Odisha News

BREAKING NEWS

Yearly Archives

2025

ଏମ୍ସ ଭୁବନେଶ୍ୱରର ସାମଗ୍ରିକ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପୂର୍ଣ୍ଣ ସମର୍ଥନ ପ୍ରତିଶ୍ରୁତି

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାର ଗତକାଲି ଲୋକସେବା ଭବନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି । ଏହି ଅବସରରେ, ଡ. ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ସହିତ ରୋଗୀ…

ଯାଆଁଳା ଭାଇଙ୍କ ଅସାଧାରଣ କୃତିତ୍ୱ: ସମାନ ନମ୍ବର ରଖି ଜିଲ୍ଲା ଟପ୍ପର

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମଭି-୭୯ ସ୍ଥିତ ସାବରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଯାଆଁଳା ଭାଇ ଡାନିଏଲ ଲେଙ୍କା ଓ ଡମ୍ବରୁ ଲେଙ୍କା ଚଳିତ ମାଟ୍ରିକ ପରୀକ୍ଷାରେ ଏକ ଅଭୂତପୂର୍ବ କୃତିତ୍ୱ ହାସଲ କରିଛନ୍ତି। ଉଭୟ ଭାଇ ୬୦୦ ମାର୍କରୁ ୫୬୦ ମାର୍କ ରଖି ଏ-୧ ଗ୍ରେଡରେ ଉତ୍ତୀର୍ଣ୍ଣ ହୋଇ ଜିଲ୍ଲା…

ଟେରର ଲିଙ୍କ ମାନିବା ପଛରେ ପାକିସ୍ତାନର ବଡ଼ ରଣନୀତି !

ନୂଆଦିଲ୍ଲୀ: ପାକିସ୍ତାନ ବର୍ଷ ବର୍ଷ ଧରି ପାଲଟିଛି ଆତଙ୍କବାଦୀଙ୍କ ଚରାଭୂମି । ଆତଙ୍କବାଦକୁ ପାକିସ୍ତାନର ସମର୍ଥନ ସାରା ଦୁନିଆ ଜାଣିଛି । ହେଲେ ଦେଶର ଟେରର ଲିଙ୍କ ନେଇ ଗଣମାଧ୍ୟମ ଆଗରେ ଦେଶର ରାଜନେତା ସ୍ବୀକାର କରିବା ଆଶ୍ଚର୍ଯ୍ୟ କରିଛି । ପ୍ରଥମେ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା…

ଭାରତର ଆକ୍ସନ୍…ଦୋହଲିଯିବ ପାକିସ୍ତାନର ଅର୍ଥବ୍ୟବସ୍ଥା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତର ବଡ଼ ଆକ୍ସନ୍ । ବରବାଦ ହୋଇଯିବ ପାକିସ୍ତାନ ଅର୍ଥନୀତି ! ସବୁ ଆମଦାନୀ ଓ ରପ୍ତାନୀ ବନ୍ଦ କଲା ଭାରତ । ନା କୌଣସି ସାମଗ୍ରୀ ପାକିସ୍ତାନ ଯିବ ନା ସେଠୁ ଭାରତକୁ ଆସିବ । ପୂର୍ବରୁ ପ୍ରତ୍ୟକ୍ଷ ବାଣିଜ୍ୟ ବନ୍ଦ କରାଯାଇଥିବା ବେଳେ ଏବେ ପରୋକ୍ଷ…

ଭାରତ-ପାକିସ୍ତାନ ଯୁଦ୍ଧ…ବିନାଶକାରୀ ପରିଣାମ !

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା କରାଯାଉଛି । ଆତଙ୍କୀ ହମଲାର ଜବାବରେ ଭାରତ ପାକିସ୍ତାନ ବିରୋଧରେ ଯୁଦ୍ଧ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ପ୍ରଶ୍ନ ଉଠୁଛି, ଯୁଦ୍ଧ ହେଲେ କାହାର ଲାଭ? ଯୁଦ୍ଧ…

ମେଡିକାଲ୍‌ କଲେଜ୍ ସିଟ୍‌ ବିକ୍ରି; ୪ ଆନ୍ତଃରାଜ୍ୟ ଠକ ଗିରଫ

ଭୁବନେଶ୍ୱର: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ହୋଟେଲରେ ମେଡିକାଲ କଲେଜ ସିଟ୍ ପାଇଁ ଚାଲିଥିବା ମୂଲଚାଲ । ଛିଣ୍ଡି ସାରିଥିଲା ରେଟ୍ । ମାତ୍ର ଠିକ୍ ସମୟରେ ପହଞ୍ଚିଗଲା କମିଶନରେଟ ପୋଲିସ । ଏହାପରେ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗର ୪ ଜଣଙ୍କୁ ମାଡ଼ି ବସିଛି ପୋଲିସ । ଓଡ଼ିଶାରୁ ୨ ଜଣ,…

ପୁଣି ପାକ୍ ମନ୍ତ୍ରୀଙ୍କ ଧମକ: ‘ଭାରତ ବନ୍ଧ ବନ୍ଧେଇଲେ, ଉଡେଇଦେବୁ’

ନୂଆଦିଲ୍ଲୀ: ଚେତୁନି ପାକିସ୍ତାନ । ଘର ବୁଡି ପାଣି ଆଣ୍ଠିଏ ହେଲାଣି, ତଥାପି ମୁହଁ ଭାଙ୍ଗୁନି । ମୁହଁଟାଣ କରି ଓଲଟା ଭାରତକୁ ଫମ୍ପା ଧମକ ଦେଉଛି । ଏବେ ପୁଣି ପାକ୍ ମନ୍ତ୍ରୀ ଭାରତ ଉପରେ ଆକ୍ରମଣ କରିବାର ଧମକ ଦେଇଛନ୍ତି । ଯଦି ଭାରତ ସିନ୍ଧୁ ନଦୀ ଜଳକୁ ରୋକିବାକୁ କୌଣସି ବି ବନ୍ଧ ବାନ୍ଧେ,…

ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦ ପ୍ରସଙ୍ଗ: ପୁରୀ ସାଂସଦ ସମ୍ବିତ ପାତ୍ରଙ୍କ ଦୃଢ଼ ପ୍ରତିବାଦ

ଭୁବନେଶ୍ୱର: ଦୀଘାରେ 'ଜଗନ୍ନାଥ ଧାମ' ନାଁ ବିବାଦ ପ୍ରସଙ୍ଗ ଜୋର ଧରିଛି। ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ। ଚାରିଆଡେ ଅସନ୍ତୋଷ ତେଜିଛି। ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି। ଜଗନ୍ନାଥ ମନ୍ଦିର କଲେ, ହେଲେ…

ବାଲିଷ୍ଟିକ୍ ମିସାଇଲର ସଫଳ ପରୀକ୍ଷଣର ଦାବି କଲା ପାକିସ୍ତାନ !

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି । ତେବେ ଏହି ଉତ୍ତେଜନା ସମୟରେ ଆଜି (ଶନିବାର) ପାକିସ୍ତାନ…