Latest Odisha News

BREAKING NEWS

Yearly Archives

2025

ଗଙ୍ଗା ଏକ୍ସପ୍ରେସ୍‌ ୱେରେ ମିରାଜ,ରାଫେଲର ଯୁଦ୍ଧାଭ୍ୟାସ; ରାତିରେ ଯୁଦ୍ଧ ବିମାନ ଅବତରଣ ପରୀକ୍ଷଣ

ଉତ୍ତରପ୍ରଦେଶ:ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଅବତରଣ ଅଭ୍ୟାସ ଆରମ୍ଭ କରିଛି । ମେରଠ-ପ୍ରୟାଗରାଜ ଗଙ୍ଗା ଏକ୍ସପ୍ରେସୱେର ଶାହଜାହାନପୁର ନିକଟରେ ନିର୍ମିତ ଏୟାରଷ୍ଟ୍ରିପରେ ବାୟୁସେନା ରାଫେଲ, ମିରାଜ ଏବଂ ଜାଗୁଆର ଭଳି ଅତ୍ୟାଧୁନିକ ଯୁଦ୍ଧବିମାନ ନିଜର ଯୁଦ୍ଧ ପ୍ରସ୍ତୁତି ଓ ଶକ୍ତି ପ୍ରଦର୍ଶନ…

ଦେଶରେ ମୁସଲମାନ ମାନଙ୍କର ହେବ ଜାତି ଗଣନା

ନୂଆଦିଲ୍ଲୀ: ମୋଦି ସରକାର ଜାତିଗତ ଜନଗଣନାକୁ ଅନୁମୋଦନ ଦେଇଚନ୍ତି। ଯାହା ଫଳରେ ହିନ୍ଦୁମାନଙ୍କ ସହିତ ମୁସଲିମ ସମ୍ପ୍ରଦାୟର ମଧ୍ୟ ଜାତି ଗଣନା କରାଯିବ। ଜନଗଣନା ପ୍ରଶ୍ନାବଳୀରେ ଧର୍ମ ସହିତ ଜାତି ପାଇଁ ଏକ ସ୍ତମ୍ଭ ମଧ୍ୟ ରହିବ। ବିହାର ଏବଂ ତେଲେଙ୍ଗାନାରେ ହୋଇଥିବା ଜାତି ସର୍ଭେରେ,…

ଆଗାମୀ ୪ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା, ଏହି ସବୁ ଜିଲ୍ଲାକୁ ଅରେଞ୍ଜ ଏବଂ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି କାଳବୈଶାଖୀ। ତେବେ ରାଜ୍ୟରେ ମେ ୬ ତାରିଖ ପର୍ଯ୍ୟନ୍ତ ବଜ୍ରପାତ ସହିତ ଝଡ଼ବର୍ଷା, ପବନ ବହିବା, କୂଆପଥର ସହ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD)ପକ୍ଷରୁ ସୂଚନା ରହିଛି। ଆଜି ୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ…

ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ଚାଲିଥିଲା ଦେଶୀ ମଦ ତିଆରି, ୪ ଗିରଫ

ଭୁବନେଶ୍ୱର: ପାଣି ବୋତଲ ପ୍ୟାକିଂ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଫ୍ୟାକ୍ଟ୍ରିକୁ ଠାବ କରିଛି ପୋଲିସ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଦାରୁଠେଙ୍ଗ ଜଙ୍ଗଲରେ । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୯ ଲକ୍ଷ ଟଙ୍କା ହେବ । ଏହା ସହ ଘଟଣାସ୍ଥଳରୁ ୪ ଜଣଙ୍କୁ ଗିରଫ କରିଛି…

ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ, ଏଥର ବି ବାଜି ମାରିଲେ ଛାତ୍ରୀ

ଭୁବନେଶ୍ୱର: ପ୍ରକାଶ ପାଇଲା ମାଟ୍ରିକ୍‌ ପରୀକ୍ଷା ଫଳ। ମାଧ୍ୟମିକ ବୋର୍ଡ ଅଫିସରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ଚଳିତ ବର୍ଷର ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଛି। କଟକ ବୋର୍ଡ ଅଫିସରେ ରେଜଲ୍ଟ ପୁସ୍ତିକା ଉନ୍ମୋଚନ କଲେ ଗଣଶିକ୍ଷାମନ୍ତ୍ରୀ। ତେବେ ଆଜି ସନ୍ଧ୍ୟା ୬ଟା…

ଚର୍ଚ୍ଚାରେ ପରେଶ ରାଓ୍ବଲଙ୍କ ରେମେଡି: ରୋଗ ଭଲ କରିବ ପରିସ୍ରା!

ମୁମ୍ବାଇ: ବଲିଉଡ ଅଭିନେତା ପରେଶ ରାୱଲ ଆଜିକାଲି ଚର୍ଚ୍ଚାରେ ରହିଛନ୍ତି । ହେରାଫେରି ସିନେମାରେ ବାବୁ ରାଓର ଚରିତ୍ରରେ ନଜର ଆସିଥିବା ପରେଶଙ୍କୁ , ଏବେ ବି ସେହି ଚରିତ୍ର ଦ୍ବାରା ହିଁ ଚିହ୍ନନ୍ତି ଲୋକେ । କିନ୍ତୁ ସବୁଠୁ ରୋଚକ କଥା ହେଉଛି, କୌଣସି ସିନେମା କିମ୍ବା କୌଣସି ବୟାନ ପାଇଁ…

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଜଗନ୍ନାଥଙ୍କ ବ୍ୟଙ୍ଗ ଚିତ୍ର,କ୍ଷୋଭ ପ୍ରକାଶ କଲେ ଜଗନ୍ନାଥ ପ୍ରେମୀ

ପୁରୀ: ପଶ୍ଚିମବଙ୍ଗ ଦିଘାରେ ପ୍ରତିଷ୍ଠା ହୋଇଥିବା ଜାଗନ୍ନାଥ ମନ୍ଦିରକୁ ନେଇ ବାଦ ବିବାଦ ଶେଷ ହୋଇ ନଥିବାବେଳେ, ଏବେ ଏହାକୁ ନେଇ କିଛି ବ୍ୟଙ୍ଗ ଚିତ୍ର ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଏହି ବ୍ୟଙ୍ଗ ଚିତ୍ରରେ ଦେଖିବାକୁ ମିଳିଛି ଯେ, ଜଣେ ଧଳା ଲୁଗା ପିନ୍ଧିଥିବା ସ୍ତ୍ରୀ ଲୋକ…

ଓଡ଼ିଶା ହାଇକୋର୍ଟକୁ ବଦଳି ହେଲେ ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦ

କଟକ: ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ କର୍ଣ୍ଣାଟକ ହାଇକୋର୍ଟରୁ ଓଡ଼ିଶା ହାଇକୋର୍ଟକୁ ବଦଳି କରାଯାଇଛି। ଆଇନ ଏବଂ ନ୍ୟାୟ ମନ୍ତ୍ରଣାଳୟ ଗୁରୁବାର ତାଙ୍କର ବଦଳି ସମ୍ପର୍କରେ ସୂଚନା ଦେଇଛି। "ଭାରତୀୟ ସମ୍ବିଧାନର ଧାରା ୨୨୨ର ଧାରା (୧) ଦ୍ୱାରା ପ୍ରଦତ୍ତ କ୍ଷମତା ବ୍ୟବହାର କରି,…

ଭାରତୀୟ ରେଳବାଇ ଡିଜିଟାଲ୍ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା: ବିଜେତାଙ୍କୁ ମିଳିବ ୫ ଲକ୍ଷ ଟଙ୍କା ପୁରସ୍କାର!

ଭୁବନେଶ୍ୱର: ଭାରତୀୟ ରେଳବାଇ ନୂତନ ଡିଜିଟାଲ୍ ଘଣ୍ଟା ଡିଜାଇନ୍ କରିବା ପାଇଁ ଏକ ଦେଶବ୍ୟାପୀ ପ୍ରତିଯୋଗିତା ଘୋଷଣା କରିଛି ଯାହା ଦେଶର ସମସ୍ତ ରେଳ ଷ୍ଟେସନରେ ସ୍ଥାପନ କରାଯିବ। ରେଳବାଇ ସୃଜନଶୀଳ ଲୋକଙ୍କଠାରୁ ଘଣ୍ଟା ଡିଜାଇନ୍ ପ୍ରତିଯୋଗିତା ପାଇଁ ଆମନ୍ତ୍ରଣ କରିଛି। ଏହି ପ୍ରତିଯୋଗିତା…

ଜଗତପୁରରେ ଚାଲିଛି ନକଲି ଓ୍ବାଶିଂ ପାଉଡର କାରଖାନା; ୱାଶିଂ ପାଉଡର, ଲେବଲ ଷ୍ଟିକର ଜବତ

କଟକ: କଟକ ଜଗତପୁରରେ ନକଲି ୱାଶିଂ ପାଉଡର କାରଖାନା ଠାବ । ଅପମିଶ୍ରଣ ସହ ବ୍ରାଣ୍ଡେଡ୍ କଂପାନୀ ନାଁରେ ତିଆରି କରି ବିକାଯାଉଥିଲା । ଜଗତପୁର ପୋଲିସ ଓ ସ୍ପେଶାଲ ସ୍କ୍ବାଡ୍‌ ମିଳିତ ଚଢାଉ କରିଥିଲା । ଜଗତପୁର ଅଣ୍ଢେଇ ସାହିରେ ଠାବ ହୋଇଛି ଏହି ନକଲି କାରଖାନା । ଖବରମୁତାବକ, ଜଗତପୁର…