Latest Odisha News

BREAKING NEWS

Yearly Archives

2025

ପାକିସ୍ତାନକୁ ଡବଲ୍ ଆର୍ଥିକ ଝଟକା ଦେବ ଭାରତ !

ନୂଆଦିଲ୍ଲୀ: ପାକିସ୍ତାନକୁ ଚାରିଆଡୁ ଘେରିବାକୁ ପ୍ଲାନ୍ । ସାମରିକ ଆକ୍ସନ୍ ଆଗରୁ ଶତ୍ରୁ ଦେଶର ଆର୍ଥିକ ସ୍ଥିତି ଦୁର୍ବଳ କରିବାକୁ ଯୋଜନା । ପାକିସ୍ତାନକୁ ମିଳୁଥିବା ଫଣ୍ଡ ରୋକିବାକୁ ଉଦ୍ୟମ । ପାକିସ୍ତାନର ଅଣ୍ଟା ଭାଙ୍ଗିବ ଡବଲ୍ ଝଟକା ! ପହଲଗାମ ଆକ୍ରମଣ ପରେ ଆତଙ୍କବାଦ ବିରୋଧରେ ଯୁଦ୍ଧଂ…

ଥରୁଛି ପାକିସ୍ତାନ୍: ଭାରତର ଏହି ୧୦ ଅସ୍ତ୍ର ଯାହା ମ୍ୟାପରୁ ହଟାଇଦେବ ପାକ୍ ଚିହ୍ନ…

ନୂଆଦିଲ୍ଲୀ: ଏବେ ଭୟରେ ଥରୁଛି ପାକିସ୍ତାନ । ଜଳ, ସ୍ଥଳ, ଆକାଶ ଚାରିଆଡୁ ଘେରିଲାଣି ଭାରତ । କାରଣ ଏବେ ଭାରତ ଯୁଦ୍ଧ ଏବଂ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ବେଶ୍ ସକ୍ଷମ । ଭାରତ ପାଖରେ କିଛି ଏମିତି ବିପଦପୂର୍ଣ୍ଣ ଅସ୍ତ୍ରଶସ୍ତ୍ର ରହିଛି, ଯାହା ପାକିସ୍ତାନକୁ ଗୋଟିଏ ସେକେଣ୍ଡରେ ଧ୍ବଂସ…

ସତ ହେବ କି ତୃତୀୟ ବିଶ୍ବଯୁଦ୍ଧ ନେଇ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ?

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପୁଣି ଚର୍ଚ୍ଚାରେ ନାସ୍ତ୍ରୋଦମସଙ୍କ ଭବିଷ୍ୟବାଣୀ । ପ୍ରାୟ ୪୫୦ବର୍ଷ ତଳେ ତୃତୀୟ ବିଶ୍ବଯୁଦ୍ଧକୁ ନେଇ ଭବିଷ୍ୟବାଣୀ କରିଥିଲେ ଫ୍ରାନ୍ସର ଚର୍ଚ୍ଚିତ ଭବିଷ୍ୟବକ୍ତା ନାସ୍ତ୍ରୋଦମସ । ୨୦୨୧ରୁ ୨୦୨୫ ମଧ୍ୟରେ ବିଶ୍ବଯୁଦ୍ଧକୁ ନେଇ ସେ ଆଶଙ୍କା କରିଥିଲେ…

ପୁଣି ଭାରତକୁ ନେଇ ବିବାଦୀୟ ଟିପ୍ପଣୀ !

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ଆଶଙ୍କା ମଧ୍ୟରେ ଆଖି ଦେଖାଇଛି ବାଂଲାଦେଶ । ପଡୋଶୀ ଦେଶର ୟୁନୁସ ସରକାରଙ୍କ ଘନିଷ୍ଠ ତଥା ପୂର୍ବତନ ସେନା ଅଧିକାରୀ ଏଏଲଏମ ଫଜଲୁର ରହମାନ ଭାରତକୁ ନେଇ ବିବାଦୀୟ ଟିପ୍ପଣୀ ଦେଇଛନ୍ତି। ଭାରତ ପାକିସ୍ତାନ ଉପରେ ଆକ୍ରମଣ କଲେ ଚୀନ୍ ସହାୟତାରେ…

ଶ୍ରୀସନ୍ଥଙ୍କ ଉପରେ ପ୍ରତିବନ୍ଧ ଲଗାଇଲା କେସିଏ

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ ପେସ ବୋଲର ଏସ.ଶ୍ରୀସନ୍ଥଙ୍କ ବିରୋଧରେ କେରଳ କ୍ରିକେଟ ଆସୋସିଏଶନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଶ୍ରୀସନ୍ଥଙ୍କ ଉପରେ କେସିଏ ୩ ବର୍ଷର ପ୍ରତିବନ୍ଧ ଲଗାଯାଇଛି । ଏପ୍ରିଲ ୩୦ରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ନିଆଯାଇଛି ବୋଲି କେସିଏ ପକ୍ଷରୁ…

ଶୁଖିବ କ’ଣ, ପୁରୁଛି ପାକିସ୍ତାନ ନଦୀ… ହେଲେ କାହିଁକି?

ନୂଆଦିଲ୍ଲୀ: ଶୁଖିଲା ମରିବ ପାକିସ୍ତାନ । ହାହାକାର ଛାଇଯିବ । ଖାଇବା ତ ଆଗରୁ ନଥିଲା, ଏବେ ବିନା ପାଣିରେ ମରିବ ।… ଏମିତି ଅନେ କିଛି ଉକ୍ତି ,ଏବେ ବି ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । ପହଲଗାମ୍ ଆକ୍ରମଣ ପରେ ଯେଉଁଠି କୁହାଯାଉଥିଲା, ଭାରତ ଚାହିଁଲେ ପାକସ୍ତାନରେ ମରୁଡି ସୃଷ୍ଟି ହେବ ।…

ଏସ୍ଏମ୍ଏସ୍ ମାଧ୍ୟମରେ ପରୀକ୍ଷାର୍ଥୀ ଦେଖିପାରିବେ ମାଟ୍ରିକ ରେଜଲ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ। ଅପରାହ୍ମ ୪ଟାରେ ମାଧ୍ୟମିକ ବୋର୍ଡ ଅଫିସରେ ରେଜଲ୍ଟ ପ୍ରକାଶ ପାଇବ। ସନ୍ଧ୍ୟା ୬ଟା ପରେ ରେଜଲ୍ଟ ୱେବସାଇଟରେ ଉପଲବ୍ଧ ହେବ। ବୋର୍ଡର ଅଫିସିଆଲ ୱେବସାଇଟ୍ www.bseodisha.ac.inରେ ପରୀକ୍ଷାର୍ଥୀମାନେ ସେମାନଙ୍କ ରେଜଲ୍ଟ ଦେଖିପାରିବେ।…

ପୃଥିବୀ ପୃଷ୍ଠକୁ ଖସି ପଡିବ ରୁଷର କସମସ ୪୮୨

ନୂଆଦିଲ୍ଲୀ: ୫୩ ବର୍ଷ ତଳେ ସୋଭିଏଟ ୟୁନିୟନ ମହାକାଶକୁ ଏକ କୃତ୍ରିମ ଉପଗ୍ରହ ପଠାଇଥିଲା । କସମସ ୪୮୨ ନାମକ ଏହି ଉପଗ୍ରହ ଶୁକ୍ରକୁ ପଠା ଯାଇଥିଲା । ୫୩ ବର୍ଷ ପରେ ଏହି ଉପଗ୍ରହ ଏବେ ପୃଥିବୀ ପୃଷ୍ଠକୁ ଖସିବାକୁ ଯାଉଛି । ଏହା କେଉଁଠାରେ ପଡିବ ତାହା ସ୍ପଷ୍ଟ ଭାବେ ଜଣା ପଡିନି । ୧୦ ମେ ୨୦୨୫…

କିଟ୍ ରେ ପୁଣି ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଲେ ଦୁଇ ମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ରାତିରେ କିଟ୍ ବିଶ୍ବବିଦ୍ୟାଳୟରେ ପୁଣି ଜଣେ ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ଘଟଣାରେ ତଦନ୍ତ ଆରମ୍ଭ…

ପାକିସ୍ତାନକୁ ଆକ୍ରମଣ ଭୟ! ପେଶାୱର ସମେତ ୨୯ ଜିଲ୍ଲାରେ ଏୟାର ସାଇରନ ଆଲର୍ଟ

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ପାକିସ୍ତାନ ପ୍ରତିଦିନ ଭାରତର ଆକ୍ରମଣର ଭୟରେ ବଞ୍ଚୁଛି। ପ୍ରତିଦିନ ପାକ୍ ମନ୍ତ୍ରୀମାନେ ବୟାନ ଦେଉଛନ୍ତି ଯେ, ଭାରତ ଯେକୌଣସି ସମୟରେ ଆକ୍ରମଣ କରିପାରେ । ତେଣୁ ଏବେ LoCରୁ…