Latest Odisha News

BREAKING NEWS

Yearly Archives

2025

କାହିଁକି ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ଚିନ୍ତାରେ ପୁରୀ?

ଭୁବନେଶ୍ବର: ପଶ୍ବିମବଙ୍ଗ ଦୀଘାରେ ଗୁରୁବାର ପ୍ରତିଷ୍ଠା ପାଇଛି ଏକ ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ମନ୍ଦିରକୁ ନେଇ ଏବେ କିନ୍ତୁ ବିବାଦ ତେଜିଛି । ଏହା ନାମକରଣକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ ।…

ପୁରୀ ଛଡ଼ା ଆଉ କେଉଁଠି ବ୍ରହ୍ମ ନାହିଁ ; ଜଗନ୍ନାଥ ଧାମ ହେଉଛି ଶ୍ରୀକ୍ଷେତ୍ର ଧାମ: ରାମକୃଷ୍ଣ ଦାସମହାପାତ୍ର

ପୁରୀ: ପଶ୍ଚିମବଙ୍ଗର ଦୀଘାରେ ପବିତ୍ର ଅକ୍ଷୟ ତୃତୀୟା ତିଥିରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ନେଇ ବିବାଦ ଦେଖାଦେଇଛି।ଜଗନ୍ନାଥ ଧାମ ନାମକରଣ ଦେବା ଓ ବ୍ରହ୍ମ ସ୍ଥାପନ କଥାକୁ ନେଇ ପୁରୀରେ ସେବାୟତ ମାନେ ଏହାର ତୀବ୍ର ବିରୋଧ କରିଛନ୍ତି। ତେବେ ଏହି ପ୍ରସଙ୍ଗକୁ ନେଇ ମୁହଁ ଖୋଲିଛନ୍ତି…

ଭିଜିଞ୍ଜମ ବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ; କହିଲେ, ଏହା ନୂତନ ଯୁଗର ବିକାଶର ପ୍ରତୀକ

ଥିରୁଅନନ୍ତପୁରମ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେରଳରେ ୮,୯୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଭିଜିଞ୍ଜମ ଅନ୍ତର୍ଜାତୀୟ ବନ୍ଦରର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ଉପସ୍ଥିତ ଥିଲେ । ଭିଜିଞ୍ଜମ ବନ୍ଦର ଉଦଘାଟନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି…

ସୋଫିଙ୍କ ସହ ପ୍ରେମ ସମ୍ପର୍କକୁ ସ୍ୱୀକାର କଲେ ଶିଖର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଓପନର ଶିଖର ଧାୱନ ପୂନର୍ବାର ପ୍ରେମରେ ପଡିଛନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବା ପରେ ସେ ଏବେ ସୋଫି ସାଇନଙ୍କ ସହ ସମୟ କାଟୁଛନ୍ତି । ପୂର୍ବରୁ ଉଭୟଙ୍କ ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଜୋର ଧରିଥିଲା । ଏବେ ଧାୱନ…

ତଳକୁ ଖସୁଛି ସୁନା ଦର: ଜାଣନ୍ତୁ ଆଜି କେତେ କମିଲା…

ଭୁବନେଶ୍ବର: ଏବେ ଲଗାତାର ଭାବେ ସୁନା ଦର ହ୍ରାସ ପାଇବାରେ ଲାଗିଛି । ଟ୍ରେଡ୍ ବଜାରରେ ଅସ୍ତିରତା କାରଣରୁ ଧିରେ ଧିରେ ତଳକୁ ଖସିବାରେ ଲାଗିଛି ହଳଦିଆ ଧାତୁ । ରେକର୍ଡ ସଂଖ୍ୟକ ହ୍ରାସ ପାଇନଥିଲେ ମଧ୍ୟ ଦିନକୁ ଦିନ ଦରରେ ହ୍ରାସ ପରିଲକ୍ଷିତ ହେଉଛି । ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ।…

‘କେବଳ ଘରେ ପଶିକି ମାରନି…ପଶିକି ବସିରୁହ’, ସରକାରଙ୍କୁ ଆହ୍ବାନ ଦେଲେ ଓଓ୍ବେସି

ନୂଆଦିଲ୍ଲୀ: ପହଲଗାମ୍ ଆକ୍ରମଣକୁ ନେଇ ଏବେ ଏକାଠି ହୋଇଛି ପୂରା ଦେଶ । ବିରୋଧୀ ଶାସକ ମଧ୍ୟ ଏକମତ ରଖୁଛନ୍ତି….‘ଆତଙ୍କୀଙ୍କୁ ଶେଷ କର । ପିଓକେକୁ ଅକ୍ତିଆରକୁ ଆଣ ।’ ଯାହାକୁ ନେଇ ପ୍ରତିଦିନ ନେତାଙ୍କ ବୟାନ ସାମ୍ନାକୁ ଆସୁଥିବା ବେଳେ , ଆତଙ୍କୀଙ୍କ କାର୍ଯ୍ୟକଳାପ ନେଇ ସରକାର ବିରୋଧୀ ଖବରର…

କ୍ରିକେଟକୁ ନେଇ ବକ୍ସର ବିଜେନ୍ଦରଙ୍କ ବୟାନ ସୃଷ୍ଟି କଲା ବିବାଦ

ନୂଆଦିଲ୍ଲୀ: ଭାରତର ଷ୍ଟାର ବକ୍ସର ବିଜେନ୍ଦର ସିଂଙ୍କ କ୍ରିକେଟ ସମ୍ପର୍କୀତ ଏକ ବୟାନ ବିବାଦ ସୃଷ୍ଟି କରିଛି । ବିଜେନ୍ଦର ସୋସିଆଲ ମିଡିଆରେ କ୍ରିକେଟରେ ବୟସକୁ ନେଇ ହେରାଫେରି ଚାଲିଛି ବୋଲି ଲେଖିଥିଲେ । ଏହା ପରେ କ୍ରିକେଟପ୍ରେମୀମାନେ ପ୍ରତିକ୍ରିୟାଶୀଳ ହୋଇଥିଲେ । ବୈଭବ ସୂର୍ଯ୍ୟବଂଶୀଙ୍କୁ…

ଏନଆଇଏର ବଡ଼ ଖୁଲାସା; ବୈସାରନ ଘାଟିରୁ ୧୦ କିମି ଦୂରରେ ଲୁଚାଇ ରଖାଯାଇଥିଲା ଅସ୍ତ୍ରଶସ୍ତ୍ର

ଶ୍ରୀନଗର: ପହଲଗାମ ଆତଙ୍କବାଦୀ ଆକ୍ରମଣର NIA ତଦନ୍ତରେ ଏକ ବଡ଼ ଖୁଲାସା ହୋଇଛି । ତଦନ୍ତରୁ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବା, ଆଇଏସଆଇ ଏବଂ ପାକିସ୍ତାନ ସେନା ମଧ୍ୟରେ ସମ୍ପର୍କ ଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ମାତ୍ର ୧୦ କିଲୋମିଟର ଦୂରରେ ଥିବା ବେତାବ ଘାଟିରେ…

ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ଡାକ୍ତରଙ୍କୁ ବାଧ୍ୟତାମୂଳକ ହେଉ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଗୁରୁବାର ଦିନ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶରେ କହିଛନ୍ତି ଯେ ଦେଶର ସମସ୍ତ ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ପ୍ରେସକ୍ରାଇବ କରିବା ବାଧ୍ୟତାମୂଳକ କରାଯାଉ। ଏହି ନିର୍ଦ୍ଦେଶ ଔଷଧ କମ୍ପାନୀଗୁଡ଼ିକର ଅନୈତିକ ବ୍ୟବସାୟ ଅଭ୍ୟାସକୁ ରୋକିବା ଏବଂ ରୋଗୀମାନଙ୍କ ପାଇଁ…

କେଉଁଟା ସତ?: ପୁଣି ଭାଇରାଲ ହେଲା ହାନିଆ ଆମିରଙ୍କ ପୋଷ୍ଟ, ଏଥର ଭାରତ…

ନୂଆଦିଲ୍ଲୀ: ଲୋକପ୍ରିୟ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିରଙ୍କ ଭାରତରେ ବହୁତ ଲୋକପ୍ରିୟତା ରହିଛି। ହେଲେ ପହଲଗାମ ଆକ୍ରମଣ ପରେ ବର୍ତ୍ତମାନ ଭାରତ ପାକିସ୍ତାନ ଭିତରେ ବଢ଼ିଥିବା ତିକ୍ତତା କାରଣରୁ ଦେଶ ସମସ୍ତ ପାକିସ୍ତାନୀ ଅଭିନେତାଙ୍କ ସୋସିଆଲ ମିଡ଼ିଆ ବ୍ୟନ୍ କରିବା ପରେ ପହଲଗାମ୍ ଆକ୍ରମଣ…