ରଥଯାତ୍ରା ସମୟରେ ଗଡିବ ୩୬୫ ସ୍ଵତନ୍ତ୍ର ଟ୍ରେନ୍, ଭକ୍ତଙ୍କ ପାଇଁ କରାଯିବ ୫ଲକ୍ଷ ଟଙ୍କାର ବୀମା
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଦିନ ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଶୁଭାରମ୍ଭ ହୋଇଛି । ଆସନ୍ତା ଜୁନ୍ ୨୭ରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ଏଥିପାଇଁ ପ୍ରଥମ ରଥଯାତ୍ରା ସମନ୍ବୟ ବୈଠକ ପୁରୀ ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଛି । ଚଳିତ ବର୍ଷ ରଥଯାତ୍ରାକୁ କିଭଳି ଶାନ୍ତି…