Latest Odisha News

BREAKING NEWS

Yearly Archives

2025

ପିଓକେରେ ବନ୍ଦ ହେଲା ୧୦୦୦ରୁ ଅଧିକ ମଦରସା, ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଛୋଟ ପିଲା

ନୂଆଦିଲ୍ଲୀ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ବନ୍ଦ ହେବାରେ ଲାଗିଛି ମଦରାସା। ସେଠାରେ ୧୦୦୦ରୁ ଅଧିକ ଧାର୍ମିକ ବିଦ୍ୟାଳୟ (ମଦରସା) ବନ୍ଦ କରିଛନ୍ତି ସେଠାକାର ସରକାର। ଯାହା ଭାରତର ସମ୍ଭାବ୍ୟ ଆକ୍ରମଣ ଭୟ ବୋଲି କୁହାଯାଉଛି। ଜମ୍ମୁ ଓ କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ…

ଓଡିଶାର ୱେଟଲିଫ୍ଟର ଜ୍ୟୋତ୍ସ୍ନା, ହର୍ଷବର୍ଦ୍ଧନଙ୍କୁ ୪ ପଦକ

ଭୁବନେଶ୍ୱର: ଆଇଡବ୍ଲ୍ୟୁଏଫ ବିଶ୍ୱ ଯୁବ ଓ ଜୁନିୟର ଚାମ୍ପିୟନଶିପର ପ୍ରଥମ ଦିବସରେ ଓଡିଶାର ୱେଟଲିଫ୍ଟରମାନେ ଚମତ୍କାର ପ୍ରଦର୍ଶନ କରି ୪ ପଦକ ଜିତିଛନ୍ତି । ଲିମାରେ ଚାଲିଥିବା ଏହି ଚାମ୍ପିୟନଶିପରେ ଉଦୀୟମାନ ୱେଟଲଫ୍ଟର ଜ୍ୟୋତ୍ସ୍ନା ଶବର ବାଳିକା ୪୦ କିଗ୍ରାରେ ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ…

ଯୁଦ୍ଧ ସମୟରେ ଗୁଗୁଲରେ ସର୍ଚ୍ଚ କରନ୍ତୁନି ଏହି ସବୁ ଜିନିଷ, ନହେଲେ ଉଠାଇ ନେବ ଆର୍ମି !

ନୂଆଦିଲ୍ଲୀ: ଜମ୍ମୁ ଓ କାଶ୍ମୀରର ପହଲଗାମର ବୈସରଣ ଉପତ୍ୟକାରେ ଘଟିଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଆକ୍ରମଣରେ ୨୬ ଜଣ ନିରୀହ ଲୋକ, ଯେଉଁମାନେ ପର୍ଯ୍ୟଟକ ଥିଲେ, ପ୍ରାଣ ହରାଇଥିଲେ ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଏହି ଘଟଣା ପରେ ସାରା ଦେଶରେ…

ବାବା ରାମଦେବ କାହା ନିୟନ୍ତ୍ରଣରେ ନାହାଁନ୍ତି; କାହିଁକି ଏଭଳି କହିଲେ ଦିଲ୍ଲୀ ହାଇକୋର୍ଟ 

ନୂଆଦିଲ୍ଲୀ: ବାବା ରାମଦେବଙ୍କ ହମଦର୍ଦ କମ୍ପାନୀର ସରବତ ଉପରେ 'ଶରବତ ଜିହାଦ'ର ବିବାଦୀୟ ଟିପ୍ପଣୀ ନେଇ ଦିଲ୍ଲୀ ହାଇକୋର୍ଟ ପୁଣି ଥରେ ବର୍ଷିଛନ୍ତି। ଏହା ସହିତ କୋର୍ଟ ଅବମାନନା ନୋଟିସ୍ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି। ଦିଲ୍ଲୀ ହାଇକୋର୍ଟ ଗୁରୁବାର ଦିନ କହିଛନ୍ତି ଯେ ଯୋଗଗୁରୁ ବାବା…

ଭାରତର ଚିକେନ ନେକ୍ କାହାକୁ କୁହାଯାଏ ? ଏହିପଟେ ପାକିସ୍ତାନକୁ ଆଟାକ୍ ପାଇଁ ହେଉଛି ଯୋଜନା !

ନୂଆଦିଲ୍ଲୀ: ପହେଲଗାମ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂର୍ଷପୂର୍ଣ୍ଣ ସ୍ଥିତି ଜାରି ରହିଛି। ଆତଙ୍କବାଦୀଙ୍କୁ ନିଜ ଛତ୍ରଛାୟା ତଳେ ଲୁଚାଇ ରଖୁଥିବା ପାକିସ୍ତାନକୁ ପାନେ ଦେବା ପାଇଁ ଭାରତ ଜୋରଦାର ପ୍ରସ୍ତୁତି କରୁଛି। କହିବାକୁ ଗଲେ ଏକ ଆତଙ୍କବାଦ ବିରୋଧରେ ଭାରତ ଏକ ପ୍ରକାର…

ହିଟମ୍ୟାନଙ୍କ ସମସ୍ତ କାରୋବାର ସମ୍ଭାଳୁଛନ୍ତି ଏହି ବ୍ୟକ୍ତି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ମହାନ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କୁ କିଏ ବା ନ ଜାଣେ । କ୍ରିକେଟ ଦୁନିଆରେ ସେ ହିଟମ୍ୟାନ ଭାବେ ପରିଚିତ । ତେବେ ଆପଣମାନେ ହିଟମ୍ୟାନଙ୍କ ଭାଇ ବିଶାଳ ଶର୍ମାଙ୍କ ବିଷୟରେ କିଛି ଜାଣନ୍ତି କି ? ସେ ପ୍ରାୟତଃ ଲାଇମଲାଇଟଠାରୁ ଦୂରରେ ରହିଥାନ୍ତି । ମିଡିଆ…

ଭୁବନେଶ୍ବରରେ ୨ଟି ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ ଉଦ୍‌ଘାଟିତ

ଭୁବନେଶ୍ୱର: ଆଜି ଆନ୍ତର୍ଜାତିକ ଶ୍ରମିକ ଦିବସ ଅବସରରେ ଓ.ୟୁ.ଏ.ଟି କୃଷି ଶିକ୍ଷା ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡୁମ୍‌ଡୁମା ଏବଂ କଳ୍ପନା ଛକଠାରେ ବହୁମୁଖୀ ‘ଶ୍ରମିକ ପ୍ରତୀକ୍ଷା କେନ୍ଦ୍ର’ର ଉଦ୍‌ଘାଟନ କରିଛନ୍ତି। ଏହି ପ୍ରତୀକ୍ଷା କେନ୍ଦ୍ରମାନଙ୍କରେ…

ଗର୍ଜିଲେ ଅମିତ ଶାହ: ଲଢ଼େଇ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ, ଖୋଜି ଖୋଜି ମାରିବୁ

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀମାନଙ୍କୁ ଚେତାବନୀ ଦେଇଛନ୍ତି ଯେ ସେମାନେ "ଯୁଦ୍ଧ ଜିତିଛନ୍ତି" ବୋଲି ଭାବନ୍ତୁ ନାହିଁ।ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ତାଙ୍କର ପ୍ରଥମ ସାର୍ବଜନୀନ ମନ୍ତବ୍ୟରେ ଶାହ କହିଛନ୍ତି, "ଲଢ଼େଇ ଏପର୍ଯ୍ୟନ୍ତ…

ଜାତି ଜନଗଣନାର ଅର୍ଥ କ’ଣ, ଏଥିରେ ଅଛି କି ଲାଭ?

ନୂଆଦିଲ୍ଲୀ: କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ସରକାର ଜାତିଗତ ଜନଗଣନା କରିବା ପାଇଁ ଦୀର୍ଘ ଦିନର ଦାବିକୁ ସବୁଜ ସଙ୍କେତ ଦେଇଛି। ଦେଶର ବିରୋଧୀ ଦଳଗୁଡ଼ିକ ଜାତିଗତ ଜନଗଣନା ଘୋଷଣାକୁ ନିଜର ବିଜୟ ବୋଲି କହୁଛନ୍ତି। ବିଶେଷକରି କଂଗ୍ରେସ ଏବଂ ସମାଜବାଦୀ ଦଳ କହିଛି…

ପାକିସ୍ତାନ ମୁଖ୍ୟ ଖଳନାୟକ!, ମିଳିଲା ବଡ ପ୍ରମାଣ…

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କ, ଯାହା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସ୍ମୃତି ବନାଇବାକୁ ଯାଇ ଆାତଙ୍କବାଦୀ ଗୁଳିରେ ଚିରଦିନ ପାଇଁ ସ୍ମୃତି ପାଲଟି ଯାଇଛନ୍ତି ପ୍ରାୟ ୨୬ ପର୍ଯ୍ୟଟକ । ଯାହାର ଭାରତ କଡା ଜବାବ ଦେବ । ପ୍ରସ୍ତୁତ ବି ହେଲାଣି । ଆଉ ଏ ସବୁ ପଛର ଖଳନାୟକ ହେଉଛି ଆତଙ୍କୀରେ…