‘ଚନ୍ନା ମେରେୟା’ ଗୀତ ପାଇଁ ମନେପଡ଼ିଲା ପୁରୁଣା ପ୍ରେମ, ବର ଭାଙ୍ଗିଲା ବାହାଘର…
ନୂଆଦିଲ୍ଲୀ: ଗୋଟେ ଗୀତ ପାଇଁ ବାହାଘର ଭାଙ୍ଗିଯିବା କେବେ ଶୁଣିଛନ୍ତି କି? ତେବେ ଏକ ବିବାହ ଉତ୍ସବ ରେ 'ଚନ୍ନା ମେରେୟା' ଗୀତ ବାଜିବାରୁ ଜଣେ ବର ତାଙ୍କ ବାହାଘର ଭାଙ୍ଗି ଦେଇଛନ୍ତି।ଏହାକୁ ନେଇ ଫିଲ୍ମ ନିର୍ମାତା କରଣ ଜୋହର ସୋସିଆଲ ମିଡିଆ ସାଇଟ ଇନଷ୍ଟାଗ୍ରାମରେ ନିଜର ପ୍ରତିକ୍ରିୟା…