Latest Odisha News

BREAKING NEWS

Yearly Archives

2025

୧୨୧ତମ ‘ମନ କି ବାତ୍‌’; ପୀଡିତଙ୍କ ପରିବାରକୁ ନ୍ୟାୟ ମିଳିବ, ଦୋଷୀଙ୍କୁ କଠୋର ଦଣ୍ଡ ମିଳିବ: ମୋଦି

ନୂଆଦିଲ୍ଲୀ: ଆଜି ୧୨୧ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପହଲଗାମ ଆତଙ୍କୀ ଆକ୍ରମଣକୁ ନେଇ ମୋଦି ତାଙ୍କର ଅଭିଭାଷଣ ଆତଙ୍କବାଦ ବିରୋଧରେ ଏକ ବାର୍ତ୍ତା ଦେଇ ଆରମ୍ଭ କରିଥିଲେ । ସେ କହିଛିନ୍ତି ଯେ, ଆଜି ମୁଁ ଆପଣଙ୍କ ସହ ମନର…

୨ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୃତ୍ତ

ଗଞ୍ଜାମ: ୨ଭାଇଙ୍କୁ ମାରି ଜଙ୍ଗଲରେ ଜାଳିଦେଲେ ଦୁର୍ବୃତ୍ତ । ବେଗୁନିଆପଡ଼ା ଥାନା ଶାଳବଣ ଗାଁ ଜଙ୍ଗଲରେ ଅର୍ଦ୍ଧଦଗ୍ଧ ମୃତଦେହ ଠାବ । ବେଗୁନିଆପଡ଼ା ଥାନା ଅଞ୍ଚଳରେ ଘଟିଥିବା ଏହି ହତ୍ୟାକାଣ୍ଡ ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ହତ୍ୟାର ଶିକାର ହୋଇଛନ୍ତି ସୁମଣ୍ଡଳ ଗ୍ରାମର ସଞ୍ଜୟ ବାରିକ…

କୁପୱାଡାରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ପୁଣି ସାଧାରଣ ନାଗରିକଙ୍କୁ ଗୁଳି । କୁପୱାଡାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି କରିଛନ୍ତି ଆତଙ୍କବାଦୀ । ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ, ଚିକିତ୍ସା ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟଛି । ମୃତ ବ୍ୟକ୍ତି ଜଣକ ହେଲେ ୪୫ ବର୍ଷୀୟ…

ସୀମାନ୍ତରେ ବଡ ମାଓ ବଙ୍କର ଠାବ କଲେ ଯବାନ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲ୍ଲାରୁ ପୁଣି ଏକ ମାଓ ବଙ୍କର ଠାବ କରିଛନ୍ତି ସୁରକ୍ଷାବାହିନୀ । ସୁକମା ସୀମାନ୍ତବର୍ତ୍ତୀ ଜଂଗଲରେ ନକ୍ସଲ ଲୁଚି ରହିବା ପାଇଁ ମାଓ ସଂଗଠନ ପକ୍ଷରୁ ଏହି ବଡ଼ ବଙ୍କର ନିର୍ମାଣ କରାଯାଇଥିଲା । ୫ ଦିନ ଧରି ସର୍ଚ୍ଚ ଅପରେସନ ବେଳେ…

ଗାଡି ଓଲଟି ଡ୍ରାଇଭର ସମେତ ୩ ଗୋରୁ ମୃତ; ୩୦ରୁ ଉର୍ଦ୍ଧ୍ବ ଗୋରୁ ଉଦ୍ଧାର

ଭଦ୍ରକ: ଭଦ୍ରକ ଜିଲ୍ଲା ଧୁସୁରି ଏବଂ ପୁରୁଣା ବଜାର ଥାନା ଅଞ୍ଚଳରେ ପୋଲିସର ନାକାବନ୍ଦି ବେଳେ ଧୁସୁରୀ ଥାନା ଅଞ୍ଚଳରେ ବେଆଇନ ଗୋରୁ ଚାଲାଣ ବେଳେ ଅଘଟଣ । ଓଳଟିଲା ବେଆଇନ ଗୋରୁ ଗାଡ଼ି । ଡ଼୍ରାଇଭର ସହ ୩ ଗୋରୁଙ୍କର ମୃତ୍ୟୁ ହୋଇଛି । ଅନେକ ଗୋରୁ ଉଦ୍ଧାର ହୋଇଛନ୍ତି । ତେବେ ଭଦ୍ରକର ଧୁସୁରି…

ଇରାନରେ ଭୟଙ୍କର ବିସ୍ଫୋରଣରେ; ୫୦୦ରୁ ଉର୍ଦ୍ଧ୍ବ ଆହତ, ୧୪ ମୃତ

ତେ‌ହରାନ: ଇରାନର ବନ୍ଦର ଆବାସର ରାଜାଇ ପୋର୍ଟରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏଥିରେ ୫୦୦ ଜଣ ଆହତ ଆହତ ହୋଇଥିବାବେଳେ, ମୃତ୍ୟୁ ସଂଖ୍ୟା ୧୪ରେ ପହଞ୍ଚିଛି । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା ରହିଛି । ରାଜାଇ ବନ୍ଦର ମୁଖ୍ୟତଃ କଣ୍ଟେନର ଯିବା ଆସିବା ପରିଚାଳନା କରେ…

ଶ୍ରୀ ଭାଗବତ ସାର ୧୯: ଶ୍ରୀମଦ ଭାଗବତର ଶରଣ ନେବା, ସଂସାର ମାୟା ଭୁଲେଇବା

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଗ୍ରନ୍ଥର ପ୍ରତ୍ୟେକ ସ୍କନ୍ଦ ଭଗବାନଙ୍କ ଭିନ୍ନ ଭିନ୍ନ ଅଙ୍ଗ ରୂପେ ପରିକଳ୍ପିତ ହୋଇଛନ୍ତି। ସେହି ଅନୁସାରେ ଶ୍ରୀମଦ ଭାଗବତ ଗ୍ରନ୍ଥ ଏ କଳି ଯୁଗରେ ସ୍ୱୟଂ ଭଗବତ ସ୍ୱରୂପ ଧାରଣ କରି ଜୀବମାନଙ୍କ ଉଦ୍ଧାର ପାଇଁ…

ଗଛରେ ପିଟି ହେଲା ସ୍କର୍ପିଓ ; ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜୀବନ

ରାଉରକେଲା: ଦିଅଁ ଦର୍ଶନ ସାରି ଫେରିବା ବାଟରେ ଗଛରେ ପିଟି ହେଲା ସ୍କର୍ପିଓ । ଦୁର୍ଘଟଣାରେ ନବ ବିବାହିତାଙ୍କ ସମେତ ଚାଲିଗଲା ୪ ଜଣଙ୍କର ଜୀବନ ଓ ଜଣେ ଗୁରୁତର । ଝାଡ଼ଖଣ୍ଡ ଚତରାରେ ହୋଇଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ହୋମଗାର୍ଡଙ୍କ ସ୍ତ୍ରୀ,…

ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ

ନୂଆଦିଲ୍ଲୀ:  ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମାମଲାର ଦିଲ୍ଲୀ ପୋଲିସ ଗୁଜରାଟର ଜଣେ ଯୁବକଙ୍କୁ ଗିରଫ କରିଛି। ଗମ୍ଭୀରଙ୍କୁ କିଛିଦିନ ତଳେ ଏକ ଧମକପୂର୍ଣ୍ଣ ଇମେଲ୍ ମିଳିଥିଲା । ଏହା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା। ଧମକପୂର୍ଣ୍ଣ ଇମେଲ୍ ପଠାଇଥିବା…

ୱେଭ୍ସ ଆନିମେସନ ଚଳଚ୍ଚିତ୍ର ପ୍ରତିଯୋଗିତାର ଫାଇନାଲରେ ଚମକିବେ ଦୁଇ ଓଡ଼ିଆ

ଭୁବନେଶ୍ଵର: ଆସନ୍ତା ମେ ୧ରୁ ୪ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଆୟୋଜିତ ହେବ ବିଶ୍ୱ ଦୃଶ୍ୟ ଶ୍ରାବ୍ୟ ଏବଂ ମନୋରଞ୍ଜନ ଶିଖର ସମ୍ମିଳନୀ-ୱେଭ୍ସ ୨୦୨୫। ୱେଭ୍ସ ଅଧୀନରେ ଆୟୋଜିତ ଆନିମେସନ ଚଳଚ୍ଚିତ୍ର ନିର୍ମାତା ପ୍ରତିଯୋଗିତାର ଫାଇନାଲରେ ଅଂଶଗ୍ରହଣ କରିବା ଲାଗି ସାରା ଦେଶରୁ ୪୨ ଜଣ…