ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷାରେ ତ୍ରୁଟି
ଭୁବନେଶ୍ଵର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଟି ପରୀକ୍ଷାରେ ତ୍ରୁଟି ନେଇ ଅଭିଯୋଗ। ନୋଟିସ୍ ଜରିଆରେ ତ୍ରୁଟି ସ୍ବୀକାର କଲେ ଓପିଏସସି କର୍ତ୍ତୃପକ୍ଷ। ଓଏସଏସସିର ଏକ୍ସାଇଜ୍ ଓ ଟ୍ରାଫିକ୍ ଏସ୍ଆଇ ପାଇଁ ପରୀକ୍ଷା ହୋଇଥିଲା।
ସୂଚନା ଅନୁଯାୟୀ ଆଜି OCS ମେନ୍-୨୦୨୩ର ଆନ୍ଥ୍ରୋପୋଲୋଜିର ୨ଟି…