Latest Odisha News

BREAKING NEWS

Yearly Archives

2025

ଚିକିତ୍ସାରେ ବିଳମ୍ବ, ବୈଷୟିକ ତ୍ରୁଟି ଭିତରେ ଓଡ଼ିଶାରେ ଆୟୁଷ୍ମାନ ଭାରତ ‘ଠପ୍’!

ଭୁବନେଶ୍ୱର: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର କାର୍ଯ୍ୟକାରିତା ଆରମ୍ଭ ହେବା ପରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବାକୁ ନେଇ ଅଭିଯୋଗର ଫର୍ଦ୍ଦ ଗୋଟିଏ ପରେ ଗୋଟଏ ଦେଖାଦେଇଛି। ସୂତ୍ରରୁ ପ୍ରକାଶ ଯେ, ରୋଗୀମାନେ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ କାର୍ଡ ଗ୍ରହଣ ନକରାଯିବା ଏବଂ ଓଟିପି ସମସ୍ୟା ଭଳି…

ଖର୍ଚ୍ଚକାଟ ଚିନ୍ତା, ଭୁବନେଶ୍ୱରରେ ନିଜ ଗାଡ଼ିର ଇନ୍ଧନ ଯୋଗାଇବାକୁ ବିଏମସି ବସାଇବ ପେଟ୍ରୋଲ ପମ୍ପ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ନିଜର କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ଲକ୍ଷ୍ୟରେ ଏକ ନିଜସ୍ୱ ପେଟ୍ରୋଲ ପମ୍ପ ଓ ଗ୍ୟାରେଜ ସ୍ଥାପନ କରିବାକୁ ଯୋଜନା କରୁଛି। ଏପରି କରି ଥାର୍ଡପାର୍ଟି କମ୍ପାନୀଙ୍କ ଉପରେ ନିର୍ଭରଶୀଳତା କମାଇବ ସହ ଖର୍ଚ୍ଚକାଟ କରିବ ବୋଲି ମହାନଗର ନିଗମ ଆଶା…

ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାଙ୍କ ପାଇଁ ଖୁସି ଖବର: ନିର୍ମାଣ ଶ୍ରମିକଙ୍କ ଭଳି ମିଳିବ କଲ୍ୟାଣକାରୀ ସୁବିଧା

ଭୁବନେଶ୍ୱର: ଓଡ଼ିଶାର ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ଶୀଘ୍ର ନିର୍ମାଣ ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କଲ୍ୟାଣକାରୀ ସୁବିଧା ପାଇବେ। ଗୁରୁବାର ଦିନ ଏହି ଘୋଷଣା କରିଛନ୍ତି ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। କେନ୍ଦୁଝରରେ ‘ରାଷ୍ଟ୍ରୀୟ ପଞ୍ଚାୟତିରାଜ ଦିବସ’ ଅବସରରେ ଆୟୋଜିତ…

ଅନ୍ତର୍ଜାତୀୟ ମଞ୍ଚରେ ହିନ୍ଦୀ କହୁଥିବା ପ୍ରଧାନମନ୍ତ୍ରୀ ବିହାରରେ କାହିଁକି ହଠାତ୍ ଇଂରାଜୀରେ ଆତଙ୍କବାଦୀଙ୍କୁ…

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆତଙ୍କବାଦ ବିରୁଦ୍ଧରେ ଏକ କଡ଼ା ବାର୍ତ୍ତା ଦେଇଛନ୍ତି। ଗୁରୁବାର ବିହାରର ମଧୁବନୀ ଜିଲ୍ଲାରେ ଏକ ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ୱ ସମୁଦାୟ ପାଇଁ ଇଂରାଜୀରେ କହିଛନ୍ତି,…

ପାକିସ୍ତାନ ହୋଇଯିବ ଅନ୍ଧାର, ଇଣ୍ଡିଆ କଲା ମାଷ୍ଟରପ୍ଲାନ୍!

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନକୁ ପରୋକ୍ଷ ଭାବେ ଦାୟୀ କରି ଭାରତ ଏକ ଐତିହାସିକ ନିଷ୍ପତ୍ତି ନେଇଛି। ଏହି ଆକ୍ରମଣର ୫-ଦଫା ଜବାବ ଅଂଶ ରୂପେ ଭାରତ ସିନ୍ଧୁ ଜଳ ଚୁକ୍ତି (ଆଇଡବ୍ଲ୍ୟୁଟି)କୁ ନିଲମ୍ବନ କରିଛି। ଏହି ଆକ୍ରମଣରେ ୨୬ ଜଣ ନାଗରିକଙ୍କର…

ସୁରକ୍ଷାଗତ ତ୍ରୁଟି କାରଣରୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ, ବୈଠକରେ ସ୍ୱୀକାର କଲେ ଗୃହମନ୍ତ୍ରୀ!

ଶ୍ରୀନଗର: ଜମ୍ମୁ-କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଗୃହମନ୍ତ୍ରୀ ଅମିତ ଶାହ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ଘଟିଥିବା ସ୍ୱୀକାର କରିଛନ୍ତି। ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟୁ଼ଡେରେ ଏଭଳି ଏକ ଖବର ପ୍ରକାଶ ପାଇଛି । ସଂପୃକ୍ତ ରିପୋର୍ଟର ସୂତ୍ର ଅନୁସାରେ, ଗୁରୁବାର ଦିନ ଏକ ସର୍ବଦଳୀୟ…

ପାକିସ୍ତାନ ସହ ଯୁଦ୍ଧ ଭଳି ସ୍ଥିତି ଭିତରେ ଭାରତ ଆରମ୍ଭ କଲା ଅପରେସନ ‘ଆକ୍ରମଣ’

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ପହାଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଭାରତୀୟ ବାୟୁସେନା ନିଜର ଆକ୍ରମଣାତ୍ମକ ସାମର୍ଥ୍ୟକୁ ଆହୁରି ଜୋରଦାର କରିଛି ।  ଗୁରୁବାର ମଧ୍ୟମ ସେକ୍ଟରରେ ଏକ ବୃହତ୍ ଯୁଦ୍ଧାଭ୍ୟାସ 'ଏକ୍ସରସାଇଜ୍ ଆକ୍ରମଣ' ଆରମ୍ଭ କରିଛି। ଏହି ଅଭ୍ୟାସରେ ପାହାଡ଼ିଆ ଓ ସ୍ଥଳଭାଗରେ ଆକ୍ରମଣ…

ସୈନିକ ସ୍କୁଲରୁ ଅସ୍ଥାୟୀ ଡମ୍ପିଂୟାର୍ଡ ହଟାଇବାକୁ ଦାବି, ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍ର ଉଦ୍ଦେଶ୍ୟରେ ସ୍ମାରକପତ୍ର

ଭୁବନେଶ୍ୱର: ସୈନିକ ସ୍କୁଲ ପରିସରରେ ଥିବା ଅସ୍ଥାୟୀ ଡମ୍ପିଂୟାର୍ଡ଼ ହଟାଇବା ପାଇଁ ରାଜ୍ୟପାଳ ହରିବାବୁ କାମଭତିପତିଙ୍କୁ ଭେଟି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛି ସୈନିକ ସ୍କୁଲ ବଞ୍ଚାଅ ଅଭିଯାନ । ଗୁରୁବାର ଓଡିଶା ଅଭିଭାବକ ମହାସଂଘର ସଦସ୍ୟ…

ଭାରତ- ପାକିସ୍ତାନ ଭିତରେ ମୁହାଁମୁହିଁ ସ୍ଥିତି, କୌଣସି ବି ସମୟରେ ଯୁଦ୍ଧ !

ନୂଆଦିଲ୍ଲୀ: କାଶ୍ମୀରର ପହଲଗାମରେ ସୀମାପାର ଆତଙ୍କବାଦୀଙ୍କ ସଂହାରଲୀଳା ପରେ ମୁହାଁମୁହିଁ ସ୍ଥିତିରେ ଭାରତ-ପାକିସ୍ତାନ। ପାକିସ୍ତାନକୁ ପାନେ ଦେବାକୁ ବଳ ଲଗାଇଛି ଭାରତ। ପହଲଗାମରେ ବର୍ବୋରଚିତ ଆକ୍ରମଣ ପରେ ବଡ ଆକ୍ସନ ପାଇଁ ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ। ପ୍ରଥମେ ନିଆଁ ପାଣି ବନ୍ଦ କରି…

ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ; ଶ୍ରେଷ୍ଠ ୧୮୪ତମ ସ୍ଥାନରେ କିଟ୍‍

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ରାଙ୍କିଙ୍ଗ ପ୍ରକାଶ ପାଇଛି। ଚଳିତ ବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୮୪ ତମ ସ୍ଥାନରେ ରହିଛି। ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ…