Latest Odisha News

BREAKING NEWS

Yearly Archives

2025

କମ୍ ବଜେଟରେ ଷ୍ଟାଇଲସ୍ ପେନ୍ ସପୋର୍ଟର ଫୋନ୍ ଲଞ୍ଚ କଲା ମୋଟୋରୋଲା; ଜାଣନ୍ତୁ ଫିଚର

ନୂଆଦିଲ୍ଲୀ: ମୋଟୋରୋଲା (Motorola) ଆଜି ଭାରତରେ ଏହାର ଷ୍ଟାଇଲସ୍ ସ୍ମାର୍ଟଫୋନ୍ Moto Edge 60 STYLUS ଲଞ୍ଚ କରିଛି। କମ୍ପାନୀ ମଧ୍ୟ ଏହି ନୂଆ ହ୍ୟାଣ୍ଡସେଟ୍‌ରେ ଏଆଇ ଫିଚର ଆଣିଛି । ଯେପରିକି Sketch to Image, AI styling ଓ ସ୍ମାର୍ଟ ସପିଂ ଲାଗି Glance AI ରହିଛି । 5000mAh…

ଇତିହାସରେ ପ୍ରଥମ: ମହାକାଶ ବୁଲି ଫେରିଲେ ୬ ମହିଳା

ନୂଆଦିଲ୍ଲୀ: ଇତିହାସରେ ଏହା ପ୍ରଥମ ଥର ଯେ ଛଅ ଜଣ ମହିଳା ଏକାଠି ମହାକାଶ ଯାତ୍ରା କରିଛନ୍ତି। ଏହି ସ୍ୱତନ୍ତ୍ର ଯାତ୍ରା ଆମେରିକାର ଟେକ୍ସାସରୁ ଆରମ୍ଭ ହୋଇଥିଲା, ଯେଉଁଠାରୁ ବ୍ଲୁ ଅରିଜିନ୍ କମ୍ପାନୀର ରକେଟ୍ ଉଡ଼ାଣ କରିଥିଲା। ଏହି ରକେଟ୍ ସାହାଯ୍ୟରେ, ଏହି ସମସ୍ତ ମହିଳା କିଛି ମିନିଟ୍ ପାଇଁ…

ବିହାର ଫର୍ମୁଲା… ଛିଡୁନି ସିଟ୍ ଭାଗ!

ନୂଆଦିଲ୍ଲୀ: ଦିଲ୍ଲୀରେ ‘ବିହାର’ ମନ୍ଥନ । ପାଟନା ଗଣିତ ନେଇ କଂଗ୍ରେସ-ଆରଜେଡି ଚର୍ଚ୍ଚା । ଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି ଆରଜେଡିର ମୁଖ୍ୟମନ୍ତ୍ରୀ ଚେହେରା ତେଜସ୍ବୀ ଯାଦବ । ଏପ୍ରିଲ ୧୭ତାରିଖରେ ମହାଗଠବନ୍ଧନ ନେତାଙ୍କ ବୈଠକ ହେବାକୁ…

ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ; ୧୫୦ ଆକ୍ରାନ୍ତ

ଭୁବନେଶ୍ୱର: ଭୁବନେଶ୍ୱରରେ ଝାଡ଼ାବାନ୍ତି ଆତଙ୍କ। ନିଳାଦ୍ରି ବିହାରର ୱାର୍ଡ ନମ୍ବର ୧୩ରେ ଏକ ସମ୍ପ୍ ଟାଙ୍କିର ପାଣି ପ୍ରଦୂଷଣ ଯୋଗୁ ଡାଇରିଆ ଭଳି ରୋଗ ବ୍ୟାପୁଥିବା ସନ୍ଦେହ କରିଛନ୍ତି ଭୁବନେଶ୍ୱର କର୍ତ୍ତୃପକ୍ଷ। ଉକ୍ତ ଅଞ୍ଚଳର ଅତି କମରେ ୧୫୦ ଜଣ ବାସିନ୍ଦା ଏହାଦ୍ୱାରା ଆକ୍ରାନ୍ତ…

‘ରାଜ୍ୟକୁ ଦରକାର ବେଶୀ କ୍ଷମତା’: ବିଧାନସଭାରେ ସ୍ବାୟତ୍ତ ପ୍ରସ୍ତାବ ରଖିଲେ ତାମିଲନାଡୁ ସରକାର

ଚେନ୍ନାଇ: ଏବେ ଲଗାତାର ତାମିଲନାଡୁ ରାଜନୀତି ସରଗରମ ରହିଛି । କେତେବେଳେ ଭାଷା ବିବାଦ, ତ ଆଉ କେତେବେଳେ ରାଜ୍ୟପାଳଙ୍କ ସହ ବିବାଦ, ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ରହିଛନ୍ତି ତାମିଲନାଡୁ ସରକାର । ହେଲେ ଏହାରି ଭିତରେ ଏବେ ଗୋଟିଏ ବଡ ନିଷ୍ପତ୍ତି ନେଇଛନ୍ତି ଷ୍ଟାଲିନ୍ ସରକାର । ରାଜ୍ୟପାଳଙ୍କ…

ୱାକଫ୍ ବିଲ୍ ପରେ ୟୁସିସି ପାଇଁ ପ୍ରସ୍ତୁତ ହେଉଛନ୍ତି କି ମୋଦି ସରକାର?

ନୂଆଦିଲ୍ଲୀ: ୱାକଫ ବିଲ୍ ପରେ ଏବେ ମୋଦି ସରକାର ୟୁସିସି ଲାଗୁ କରିବାକୁ ପ୍ରସ୍ତୁତ ହେଉଛନ୍ତି କି? ଆମ୍ବେଦକର ଜୟନ୍ତୀରେ ରାଜନୈତିକ ଆକ୍ରମଣ ଏବଂ ପ୍ରତିଆକ୍ରମଣ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସ ଉପରେ ଆକ୍ରମଣ କରି ଏହା ସମ୍ବିଧାନ ଏବଂ ବାବା ସାହେବ ଆମ୍ବେଦକରଙ୍କୁ ଅପମାନ…

ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ଆରମ୍ଭ, ବ୍ୟାଙ୍କ୍ ବାହାରେ ଗହଳି ଜମୁଛି 

ନୂଆଦିଲ୍ଲୀ: ବାର୍ଷିକ ଅମରନାଥ ଯାତ୍ରା ପାଇଁ ଅଫଲାଇନ୍ ପଞ୍ଜୀକରଣ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଗ୍ରହୀ ତୀର୍ଥଯାତ୍ରୀମାନେ ସ୍ଥାନୀୟ କିଛି ବ୍ୟାଙ୍କ ଶାଖା ବାହାରେ ଧାଡ଼ିରେ ଠିଆ ହୋଇଥିବା ଦେଖାଯାଇଛି। ସେମାନେ ଏହି ଯାତ୍ରାରେ ପ୍ରଥମ ବ୍ୟାଚ୍‌ର ଅଂଶ ହେବା ପାଇଁ ଧାଡ଼ିରେ ଛିଡା ହୋଇଛନ୍ତି।…

ମେହୁଲ ଚୌକସିର ରହସ୍ୟମୟୀ ଗାର୍ଲଫ୍ରେଣ୍ଡ

ନୂଆଦିଲ୍ଲୀ: ବେଲଜିୟମରେ ଗିରଫ ହୋଇଛି ପିଏନବି ସ୍କାମର ମାଷ୍ଟରମାଇଣ୍ଡ ମେହୁଲ ଚୌକସି । ଭାରତ ସରକାରଙ୍କ ଅପିଲ୍ ପରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ବେଲଜିୟମ ସରକାର । ସ୍ବିଜରଲାଣ୍ଡ ପଳାଇବାକୁ ଯୋଜନା କରୁଥିବା ବେଳେ ମେହୁଲ ଚୌକସିକୁ ଗିରଫ କରିଛନ୍ତି ଭାରତ ଓ ବେଲଜିୟମର ମିଳିତ ଟିମ୍ ।…

ପାକିସ୍ତାନର ଆତଙ୍କୀ ଚେହେରା

ନୂଆଦିଲ୍ଲୀ: ତହବୁର ରାଣା, କସାବ, ଲାଦେନ, ହାଫିଜ ସୟିଦ, ମସୁଦ ଅଜହର…ପଦାରେ ପଡୁଛି ପାକିସ୍ତାନର ଆତଙ୍କୀ ଚେହେରା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣା ଭାରତ ଆସିବା ପରେ ପାକିସ୍ତାନର ଅସଲ ସତ ସାମନାକୁ ଆସିଛି। ଏବେ ଦେଶ ସହ ରାଣାର ଲିଙ୍କ ମାନୁନି ପାକିସ୍ତାନ ।…

ପୂର୍ବତନ ଧର୍ମଶାଳା ବିଧାୟକଙ୍କ ଗାଡ଼ିକୁ ଆକ୍ରମଣ ଘଟଣାରେ ୪ ଗିରଫ 

ଭୁବନେଶ୍ୱର: ବିଜେଡି ନେତା ତଥା ପୂର୍ବତନ ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଗାଡ଼ି ଉପରେ ରବିବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ଯାଜପୁର ପୋଲିସ ଚାରି ଜଣଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ ମଙ୍ଗଳବାର ଦିନ ସେମାନଙ୍କୁ କୋର୍ଟକୁ ପଠାଯାଇଛି। ଉଲ୍ଲେଖଯୋଗ୍ୟ, ଆରୁଅ…