Latest Odisha News

BREAKING NEWS

Yearly Archives

2025

UPI ସର୍ଭର କ୍ରାସ୍ ହୋଇଯାଇଥିଲେ କିପରି କରିବେ ଅନଲାଇନ୍ ପେମେଣ୍ଟ? ଜାଣନ୍ତୁ…

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ମଧ୍ୟରେ UPI ସେବା 3 ଥର ବନ୍ଦ ହୋଇଯାଇଛି, ଯାହା ଯୋଗୁଁ କୋଟି କୋଟି ଉପଭୋକ୍ତା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ଯୋଗୁଁ, UPI ଉପଭୋକ୍ତାଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି, ଯାହା କାରଣରୁ ସର୍ଭର ବାରମ୍ବାର କ୍ରାସ୍…

କେମିତି କଟିବ ନୂତନ ବର୍ଷ, କ’ଣ କହୁଛି ନୂଆ ପଞ୍ଜିକା?

ଭୁବନେଶ୍ବର: ପଣା ସଂକ୍ରାନ୍ତି ତଥା ବିଷୁବ ସଂକ୍ରାନ୍ତି ଠାରୁ ଆରମ୍ଭ ହୋଇଛି ଓଡିଆ ନବ ବର୍ଷ । ଏଥିସହିତ ପ୍ରକାଶ ପାଇଛି ଚଳିତ ବର୍ଷର ନୂଆ ପାଞ୍ଜି । ସୌରମାସ ଗଣନା ଅନୁସାରେ ସୋମବାର ମହାବିଷୁବ ସଂକ୍ରାନ୍ତିରୁ ରାଜ୍ୟରେ ନୂଆ ବର୍ଷ ଆରମ୍ଭ ହୋଇଥିବା ବେଳେ, କେମିତି କଟିବ ଏହି ନୂତନ ଓଡିଆ…

ନମ୍ବର ସେଭ୍ ନଥିଲେ ମଧ୍ୟ ହ୍ୱାଟ୍ସଆପରେ ଆସିବ ସମସ୍ତ କଲ୍, ଏହି ଟ୍ରିକ୍ ଆପଣାନ୍ତୁ..

ନୂଆଦିଲ୍ଲୀ: ଅନେକ ସମୟରେ, ଫୋନ୍ ଏବଂ ହ୍ୱାଟ୍ସଆପରେ ଭିନ୍ନ ଭିନ୍ନ କଲ୍ ଆସିବା ଯୋଗୁଁ ଆପଣ ବିଚଳିତ ହୋଇଥାନ୍ତି । କିନ୍ତୁ ଏପରି ହେବ କି ସମସ୍ତ କଲ୍ ହ୍ବାଟସଆପ୍ ରେ ଆସିବ ଏବଂ ଆପଣଙ୍କୁ ଆପ୍ ଖୋଲିବାକୁ ମଧ୍ୟ ପଡିବ ନାହିଁ? କିନ୍ତୁ ଏହା କିପରି ହେବ? ଆପଣ ଏହା ସହଜରେ କରିପାରିବେ, ଏଥିପାଇଁ…

ଗମ୍ଭୀର ହେଉଛି ଦିଲ୍ଲୀ ପ୍ରଦୂଷଣ: ମନ୍ତ୍ରୀ କହିଲେ, ’୧୦ ବର୍ଷ କମାଇଦେବ ଆୟୁଷ’

ନୂଆଦିଲ୍ଲୀ: ଦିନକୁ ଦିନ ଗମ୍ଭୀର ହେବାରେ ଲାଗିଛି ଦିଲ୍ଲୀ ପ୍ରଦୂଷଣ । କଂକ୍ରିଟ୍ ସହର ଏବେ ଦିଲ୍ଲୀବାସୀଙ୍କ ଉପରେ ଦାଉ ସାଧୁଛି । ଯାହାକୁ ନେଇ ଏବେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଦିଲ୍ଲୀ ପ୍ରଦୂଷଣ ନେଇ ଚିନ୍ତା ପ୍ରକଟ କରିବା ସହ ଏନେଇ ତୁରନ୍ତ…

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ପାଇଁ ଜାରି ରହିବ ସୁଧ ମୁକ୍ତ ୠଣ ବ୍ୟବସ୍ଥା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଆଜି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ରାଜ୍ୟ ସରକାର ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମାନଙ୍କ ପାଇଁ ସୁଧ ମୁକ୍ତ ୠଣ ବ୍ୟବସ୍ଥାକୁ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି।…

ଔଷଧ ଆମଦାନୀ ଉପରେ ଶୁଳ୍କ ଲଗାଇପାରନ୍ତି ଟ୍ରମ୍ପ 

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସେମିକଣ୍ଡକ୍ଟର ଏବଂ ଔଷଧ ଆମଦାନୀ ଉପରେ ଶୁଳ୍କ ଲଗାଇବାକୁ ଯୋଜନା କରୁଛନ୍ତି। ଏଥିପାଇଁ ଆମେରିକାର ବାଣିଜ୍ୟ ବିଭାଗ ଏକ ବାଣିଜ୍ୟ ସମୀକ୍ଷା ମଧ୍ଯ ଆରମ୍ଭ କରିଛି। ବାଣିଜ୍ୟ ବିଭାଗ ଅନୁଯାୟୀ, ଏହା "ସେମିକଣ୍ଡକ୍ଟର ଏବଂ ସେମିକଣ୍ଡକ୍ଟର…

ବିନୋଦ କାମ୍ବଲୀଙ୍କୁ ଆର୍ଥୀକ ସହାୟତା ଯୋଗାଇଦେଲେ ଲିଟିଲ ମାଷ୍ଟର

ମୁମ୍ବାଇ: ଭାରତର ପୂର୍ବତନ କ୍ରିକେଟର ବିନୋଦ କାମ୍ବଲୀ ଏବେ ଅସୁସ୍ଥ ଅଛନ୍ତି । ମହାନ ଖେଳାଳି ତଥା ଲିଟିଲ ମାଷ୍ଟର ଭାବେ ପରିଚିତ ସୁନୀଲ ଗାଭାସ୍କର ଏବେ କାମ୍ବଲୀଙ୍କ ପାଇଁ ବଡ ଧରଣର ଆର୍ଥୀକ ସହାୟତା ଘୋଷଣା କରିଛନ୍ତି । ପ୍ରତ୍ୟେକ ମାସରେ ଗାଭାସ୍କରଙ୍କ ଚାମ୍ପସ ଫାଉଣ୍ଡେସନ କାମ୍ବଲୀଙ୍କୁ…

‘ପିଲା ଚୋରି ହେଲେ ଆଗ ରଦ୍ଦ କର ହସ୍ପିଟାଲ ଲାଇସେନ୍ସ’- ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ପିଲାଚୋରି ଘଟଣା ବୃଦ୍ଧି ପାଇଥିବା ବେଳେ ମଧ୍ୟ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ଏହା ସ୍ଥିତି ଅତ୍ୟନ୍ତ ଭୟାନକ । ଯାହାକୁ ନେଇ ଆଜି ଚିନ୍ତା ପ୍ରକଟ କରି ୟୁପି ସରକାରଙ୍କ ଉପରେ ବର୍ଷିଛନ୍ତି କୋର୍ଟ । କହିଛନ୍ତି, ନବଜାତ ଶିଶୁ ଚୋରି ସହ ଜଡିତ ମାମଲା ଉପରେ ରାଜ୍ୟ…

ମେଟା ବିରୋଧରେ ସାଙ୍ଘାତିକ ଅଭିଯୋଗ: ବିକ୍ରି ହୋଇପାରେ ଇନଷ୍ଟାଗ୍ରାମ, ହ୍ୱାଟସ୍ପଆପ୍

ନୂଆଦିଲ୍ଲୀ: ମେଟା ବିରୋଧରେ ସାଙ୍ଘାତିକ ଅଭିଯୋଗ। ବଜାରରେ ପ୍ରତିଯୋଗିତା ଶେଷ କରିବା ଏବଂ ଏକଚାଟିଆ ଆଧିପତ୍ୟ ବିସ୍ତାର ଲାଗି ଇନଷ୍ଟାଗ୍ରାମ ଏବଂ ହ୍ଵାଟସଆପ୍ କିଣିଥିଲା ମେଟା। ଏନଇ ଅଭିଯୋଗ ଆଣିଛନ୍ତି ଆମେରିକାର ପ୍ରତିସ୍ପର୍ଦ୍ଧା ଏବଂ ଖାଉଟି ନିୟାମକ। ମେଟାର ସିଇଓ ମାର୍କ ଜୁକରବର୍ଗ ସୋମବାର…

ବୈଜ୍ଞାନିକମାନେ ଖୋଜି ବାହାର କଲେ ନୂଆ ବ୍ଲଡ ଗ୍ରୁପ

ନୂଆଦିଲ୍ଲୀ: ୧୯୭୨ରେ ଏକ ଗର୍ଭବତୀ ମହିଳାଙ୍କ ଶରୀରର ରକ୍ତରେ ଏ ଭଳି କିଛି ଅଭାବ ରହିଥିଲା ଯାହାକି ସେ ସମୟରେ ଡାକ୍ତରମାନେ ଜାଣି ପାରି ନ ଥିଲେ । ୫୦ ବର୍ଷର ଦୀର୍ଘ ପରୀକ୍ଷଣ ପରେ ସେମାନେ ନୂତନ ବ୍ଲଡ ଗ୍ରୁପ ଖୋଜି ବାହାର କରିଛନ୍ତି । ଏହାର ନାମ ଏମଏଏଲ ରଖାଯାଇଛି । ବ୍ରିଟେନ ଓ ଇସ୍ରାଏଲର…