ପରାଜୟ ଧାରାରେ ବ୍ରେକ, କ୍ରିଜରେ ଧୋନୀଙ୍କ ଧୂଆଁଧାର ବ୍ୟାଟିଂ ପାଇଁ ହାରିଲା ଲକ୍ଷ୍ନୌ
ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗସ୍ (ସିଏସକେ) ଶେଷରେ ନିଜର ଲଗାତର ପରାଜୟରେ ବ୍ରେକ ମାରିଛି । ଲକ୍ଷ୍ମୌ ବିପକ୍ଷରେ ମ୍ୟାଚ ବିଜୟୀ ହୋଇ ଚଳିତ ଆଇପିଏଲ ସିଜନରେ ଦ୍ୱିତୀୟ ବିଜୟ ହାସଲ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ବିପକ୍ଷ ମ୍ୟାଚରେ ୧୬୭ ରନର ଟାର୍ଗେଟକୁ ପିଛା କରି ମୈଦାନକୁ…