Latest Odisha News

BREAKING NEWS

Yearly Archives

2025

ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି, ବୃଦ୍ଧି ହେଲା ଗୃହରକ୍ଷୀ ପଦବୀ

ଭୁବନେଶ୍ବର: ଯୁବବର୍ଗକୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି । ବଢିଲା ଗୃହରକ୍ଷର ପଦବୀ ସଂଖ୍ୟା । ରାଜ୍ୟରେ  ୨୫୦୦ ନୂଆ ଗୃହରକ୍ଷୀ ପଦବୀ ସଂଖ୍ୟା ସ୍ୟୃଷ୍ଟଇ କରାଯାଇଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି । ଏଥିସହିତ ଖୁବଶୀଘ୍ର ଏହି ପଦବୀ…

ଓଡିଶା ଆସିବେ କେନ୍ଦ୍ର ସଡକ ମନ୍ତ୍ରୀ ଗଡକରୀ

ଭୁବନେଶ୍ବର: ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ସଡକ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡକରୀ । ଆସନ୍ତା ଏପ୍ରିଲ ୧୭ରେ ଓଡ଼ିଶା ଆସିବେ ନୀତିନ ଗଡ଼କରୀ । କଟକରେ ମହତାବଙ୍କ ଜୟନ୍ତୀ ଉତ୍ସବରେ ଯୋଗଦେବେ । ଏଥିସହିତ ବିଭିନ୍ନ ଏନଏଚଏଆଇ ପ୍ରକଳ୍ପର ସମୀକ୍ଷା କରିବେ । ଏହି ଗସ୍ତରେ ବରମୁଣ୍ଡା…

ପ୍ରିୟଙ୍କାଙ୍କ ସ୍ୱାମୀକୁ ପୁଣି ଇଡି ସମନ୍: ଭଦ୍ରା କହିଲେ, ‘ରାଜନୈତିକ ପ୍ରତିଶୋଧ’

ନୂଆଦିଲ୍ଲୀ: ପୁଣି ପ୍ରିୟଙ୍କା ଗାନ୍ଧୀଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କୁ ସମନ ଜାରି କଲା ଇଡି। ହରିୟାଣାର ଏକ ଜମି ଚୁକ୍ତି ସହିତ ଜଡିତ ମନି ଲଣ୍ଡରିଂ ମାମଲାରେ ପଚରାଉଚରା ପାଇଁ ଦ୍ୱିତୀୟ ଥର ପାଇଁ ବ୍ୟବସାୟୀ ରବର୍ଟ ଭଦ୍ରାଙ୍କୁ ନୋଟିସ ଜାରି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗତ ଏପ୍ରିଲ ୮…

ଅପରେସନ ଲାସାନା: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ଜଣେ ଯବାନ ଆହତ

ଶ୍ରୀନଗର: ଜମ୍ମୁ-କାଶ୍ମୀର ପୁଞ୍ଚରେ ଭାରତୀୟ ସେନାର ଅପରେସନ୍ 'ଲାସାନା' ଜରିଆରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ଏହି ଅପରେସନ ବେଳେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଏଥିରେ ଜଣେ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ସୀମାରୁ ଆତଙ୍କୀ କାର୍ଯ୍ୟକଳାପ…

ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରରୁ ଅପହୃତ ଶିଶୁପୁତ୍ର ବାଲେଶ୍ୱରରୁ ଉଦ୍ଧାର। ବାଲେଶ୍ୱରରେ ପିଲା ଚୋରକୁ ଧରିଲା ପୋଲିସ। ଶନିବାର ବିଳମ୍ବିତ ରାତିରେ ରାମ ମନ୍ଦିର ସମ୍ମୁଖରୁ ଚୋରି ହୋଇଥିଲା ଶିଶୁ। ଦୃଷ୍ଟିବାଧିତ ମାଆ କୋଳରୁ ହୋଇଥିଲା ଶିଶୁ ଚୋରି। ଶିଶୁପୁତ୍ରକୁ ଉଦ୍ଧାର ସହ ଅପହରଣକାରୀ ଗିରଫ। ତେବେ…

ହନୁମାନ ଜୟନ୍ତୀ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା, ଜଣେ ଗୁରୁତର

ସମ୍ବଲପୁର: ହନୁମାନ ଜୟନ୍ତୀରେ ସମ୍ବଲପୁର ବିରାଟ ଶୋଭାଯାତ୍ରାରେ ବୁଲିଲା ଖଣ୍ଡା। ଶୋଭାଯାତ୍ରା ଘଟିଲା ଅଘଟଣ। ଜଣେ ମହିଳା ବୁଲାଇଲେ ଖଣ୍ଡା। ଏଥିରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ଖଣ୍ଡା ବୁଲାଇବା ସମୟରେ ଅସାବଧାନତାରୁ ଖଣ୍ଡାଟି ତାଙ୍କ ମୁଣ୍ଡରେ ବାଜିଛି। ଫଳରେ ସମ୍ପୃକ୍ତ…

ଯାତ୍ରା ଦେଖି ଫେରିବା ବେଳେ ମର୍ମନ୍ତୁଦ ଦୁର୍ଘଟଣା, ୩ ବାଇକ୍ ଆରୋହୀ ମୃତ

ସୁନ୍ଦରଗଡ଼: ଯାତ୍ରା ଦେଖି ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା। ଚାଲିଗଲା ୩ ଜୀବନ। ସୁନ୍ଦରଗଡ଼ ବଡଗାଁ ଥାନା ମରିଚିମୁଣ୍ଡା ନିକଟରେ ଏଭଳି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଗତକାଲି ଭୋର ପ୍ରାୟ ୩ଟା ସମୟରେ ରାମନବମୀ ଯାତ୍ରା ଦେଖି ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା। ୩ ବାଇକ…

ଆଗାମୀ ୭ ଦିନ ଯାଏଁ କାଳବୈଶାଖୀ ବର୍ଷା! ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ରାଜ୍ୟରେ ଆସନ୍ତା ୭ ଦିନ ଯାଏଁ କାଳବୈଶାଖୀ ଜାରି ରହିବ। ପଶ୍ଚିମାଝଡ଼ ଓ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ଆଗାମୀ ୭ ଦିନ ଯାଏଁ ବର୍ଷା ହେବ। ଏନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଆଜି ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।…

ଶ୍ରୀ ଭାଗବତ ସାର ୭: ମନରେ ସାମାନ୍ୟ ଅହଂକାର ଭଗବାନଙ୍କ ନିକଟରେ ପୂର୍ଣ୍ଣ ସମର୍ପିତ ହେବାକୁ ଦେବ ନାହିଁ

ଲେଖକ: ଦୟାନିଧି ତ୍ରିପାଠୀ ଭୁବନେଶ୍ୱର: ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଏକ ପ୍ରେମ ପ୍ରଧାନ ଓ ଭକ୍ତି ମାର୍ଗର ଗ୍ରନ୍ଥ। କିନ୍ତୁ ଏହା ଏପରି ସରଳ ଯେ ଏଠାରେ ନବଧା ଭକ୍ତିର ମାର୍ଗ ଅନୁସରଣ କରିବା ଦରକାର ନାହିଁ। କେବଳ ସମର୍ପଣ ହିଁ ଏହାର ଆଧାର। ଏଠାରେ ସମର୍ପଣର ଠିକ ଅର୍ଥ ହେଲା…

ନରିଙ୍କ ପରେ ଦୟାଙ୍କୁ ଯାତ୍ରାରୁ କରାଗଲା ବାସନ୍ଦ, ଜାଣନ୍ତୁ କଣ ରହିଛି କାରଣ…

ଭୁବନେଶ୍ୱର: ଓଡ଼ିଶାର ଯାତ୍ରା ଜଗତରେ ଏକ ନାଟକୀୟ ମୋଡ଼ ଦେଖାଦେଇଛି। ଖ୍ୟାତନାମା କମେଡ଼ିଆନ୍‌ ନରି ପଣ୍ଡାଙ୍କ ପରେ ଦୟାନିଧି ଉପାଧ୍ୟାୟାଙ୍କୁ ବାସନ୍ଦ କରାଯାଇଛି। ଯାତ୍ରା ସ୍କ୍ରିପ୍ଟର ଗୁଣବତ୍ତାକୁ ନେଇ ସେ ସୋଶିଆଲ ମିଡିଆରେ ଖୋଲାଖୋଲି ସମାଲୋଚନା କରିବାରୁ ଦୟାନିଧିଙ୍କୁ ସୋମବାର ଓଡ଼ିଶା…