Latest Odisha News

BREAKING NEWS

Yearly Archives

2025

ମ୍ୟାଚରେ ଶତକ କରିଥିବାରୁ ଖେଳାଳିଙ୍କୁ ହେଆର୍ ଡ୍ରାୟର ଦେଲା ପାକିସ୍ତାନ

କରାଚି: ପାକିସ୍ତାନ ସୁପର ଲିଗ୍ (ପିଏସ୍ଏଲ୍) ୨୦୨୫ରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି। କରାଚି କିଙ୍ଗସ୍ ବ୍ୟାଟସମ୍ୟାନ୍ ଜେମ୍ସ ଭିନ୍ସଙ୍କୁ ତାଙ୍କର ଚମତ୍କାର ଶତକ ପାଇଁ 'ହେୟାର ଡ୍ରାୟର'ରେ ପୁରସ୍କୃତ କରାଯାଇଥିଲା। ଏଭଳି ଅଜବ ପୁରସ୍କାର ପାଇଁ ସୋସିଆଲ ମିଡିଆରେ କରାଚି…

ଖଣି ଚୋରି ମାମଲା; ‘ତଦନ୍ତରେ ପ୍ରମାଣ ଆସିଲେ ହେବ ବଡ଼ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ହେମଗିରିର ତେଲେନଡିହି, ରତନସରା, ଭୋଗ୍ରାକଚ୍ଛାର ଆଦି ଅଞ୍ଚଳରେ କୋଇଲା ଖଣି ଲୁଟ ଘଟଣାରେ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ ଜୁଏଲଓରାମ କହିଛନ୍ତି । ସେ କହିଛନ୍ତି ଯେ, ଘଟଣାକୁ ନେଇ ତଦନ୍ତ ଚାଲିଛି ଏଥିରେ ପ୍ରମାଣ ସ୍ପଷ୍ଟ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ…

ମଝି ସମୁଦ୍ରରେ ନିଶା କାରବାର! ୧୮୦୦ କୋଟି ଟଙ୍କାର ଚାଲାଣ ହେଉଥିଲା ଡ୍ରଗ୍ସ

ଅହମ୍ମଦାବାଦ: ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ୱାଡ୍ ଏବଂ ତଟରକ୍ଷୀ ବାହିନୀ ୧୮୦୦ କୋଟି ଟଙ୍କା ମୂଲ୍ୟର ୩୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି। ଯାହାକୁ ଚୋରା ଚାଲାଣକାରୀମାନେ ଆନ୍ତର୍ଜାତୀୟ ସୀମା ପାର କରି ପଳାଇବା ପୂର୍ବରୁ ଆରବ ସାଗରରେ ଫିଙ୍ଗି ଦେଇଥିଲେ। ଏବେ ନାର୍କୋଟିକ୍ସ କିମ୍ବା…

ବିଜେଡିକୁ କିଏ କରୁଛି ହାଇଜାକ୍?

ଭୁବନେଶ୍ବର: ବିଜେଡିରେ ଥମୁନି ଅସନ୍ତୋଷ । ଜଣକ ପରେ ଜଣେ ବରିଷ୍ଠ ନେତା ଓ୍ବକଫ୍ ଭୋଟକୁ ନେଇ ପ୍ରଶ୍ନ ଉଠାଉଛନ୍ତି । ଏହି କ୍ରମରେ ଯୋଡି ହୋଇଛନ୍ତି ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ରାଜା ସ୍ବାଇଁ । ସେଥିରେ…

ବିଜେପି ସହ କାହିଁକି ହାତ ମିଳାଇଲା ଏଆଇଏଡିଏମକେ?

ନୂଆଦିଲ୍ଲୀ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ । ଡିଏମକେକୁ ମାତ୍ ଦେବାକୁ ବଡ଼ ରଣନୀତି । ବିଜେପି ସହ ହାତ ମିଳାଇଲା ଏଆଇଏଡିଏମକେ । କାହିଁକି ୟୁ-ଟର୍ଣ୍ଣ ନେଲା ଦଳ ? ଆସନ୍ତା ନିର୍ବାଚନରେ ଡିଏମକେ ବିଜୟ ରଥ ଓଗାଳିବା ସହ ଜାତୀୟ ରାଜନୀତିରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ପ୍ରଭାବ…

ମଣିପୁରକୁ ନିରସ୍ତ୍ରୀକରଣ: ସାତ ଦିନରେ ଜବତ ହେଲାଣି ୭୭ଟି ଅସ୍ତ୍ରଶସ୍ତ୍ର

ଇମ୍ଫାଲ: ଭାରତୀୟ ସେନା, ଆସାମ ରାଇଫଲ୍ସ-ମଣିପୁର ପୋଲିସ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ୟୁନିଟ୍ ସହିତ ସମନ୍ୱୟ ରଖି, ଗତ ସାତ ଦିନ ମଧ୍ୟରେ ମଣିପୁରର ପାହାଡ଼ି ଏବଂ ଉପତ୍ୟକା ଜିଲ୍ଲାରୁ ଛଅ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛନ୍ତି ଏବଂ ୭୭ଟି ଅସ୍ତ୍ରଶସ୍ତ୍ର, ଗ୍ରେନେଡ୍, ଗୁଳିଗୋଳା ଏବଂ…

ହ୍ୱାଟସଆପର ନୀଳ ଗୋଲାକାର କେଉଁ କାମ କରିଥାଏ, ଜାଣନ୍ତୁ…

ନୂଆଦିଲ୍ଲୀ: କୋଟି କୋଟି ୟୁଜରଙ୍କ ପାଇଁ ହ୍ୱାଟସଆପରେ ନୂଆ ନୂଆ ଫିଚର୍ ଆସୁଛି ଯାହା ୟୁଜରଙ୍କ ଅଭିଜ୍ଞତାକୁ ଉନ୍ନତ କରିବା ପାଇଁ କାମ କରିବ । ଆପଣ ହ୍ୱାଟ୍ସଆପ୍ ଆପ୍ ବ୍ୟବହାର କରିବା ସମୟରେ ଏଥିରେ 'ନୀଳ ଗୋଲାକାର' ଅନେକ ଥର ଦେଖିଥିବେ, କିନ୍ତୁ ଆପଣ କ'ଣ ଜାଣନ୍ତି ଯେ ଏହି ନୀଳ ଗୋଲାକାର କ'ଣ…

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର, ଖୁବଶୀଘ୍ର କାମ ଆରମ୍ଭ

ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲାରେ ଅବସ୍ଥିତ ତାରିଣୀ ମନ୍ଦିର ପାଇଁ ୨୧୫କୋଟି ଟଙ୍କାର ଡିପିଆର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି। ମା’ ତାରିଣୀଙ୍କୁ ଓଡ଼ିଆ ନୂଆ ବର୍ଷର ଦର୍ଶନ ବେଳେ ମୁଖ୍ୟମନ୍ତ୍ରୀ ଏହା ପ୍ରକାଶ କରିଛନ୍ତି। ଏହି ପ୍ରକଳ୍ପ କାମ ଖୁବ ଶୀଘ୍ର କାମ ଆରମ୍ଭ ହେବ…

‘ଏତେ ଦରଦ ଯଦି ମୁସଲମାନଙ୍କୁ ଅଧ୍ୟକ୍ଷ କରୁ କଂଗ୍ରେସ’, ଚ୍ୟାଲେଞ୍ଜ କଲେ ମୋଦି

ହିସାର: ‘କଂଗ୍ରେସ ଯଦି ମୁସଲମାନଙ୍କ ପ୍ରତି ଏତେ ଦରଦ ଦେଖାଉଛି, ତାହେଲେ କଂଗ୍ରେସର ଅଧ୍ୟକ୍ଷ ଜଣେ ମୁସଲମାନଙ୍କୁ କରାନ୍ତୁ । ସଂସଦରେ ୫୦ ପ୍ରତିଶତ ଟିକେଟ ମୁସଲମାନଙ୍କୁ ଦିଅନ୍ତୁ, ତା ପରେ କହିବେ ।’ ଆଜି କିଛି ଏପରି ଓ୍ବାକଫ୍ ବିଲକୁ ନେଇ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି…

ନୂଆ ବର୍ଷରେ ଟିକିଏ କମିଲା ସୁନା ଦର: ଜାଣନ୍ତୁ ଆପଣଙ୍କ ସହରରେ କେତେ?

ଭୁବନେଶ୍ବର: ଚିନ୍ତା ବଢାଇଛି ସୁନା ଦର । ଲକ୍ଷେ ମୁହାଁ ମାଡିଛି । ସୁନା ଦର ଗତ କିଛି ଦିନ ମଧ୍ୟ ପାଖାପାଖି ୬୦୦୦ ଭଳି ବୃଦ୍ଧି ହୋଇଥିବା ବେଳେ ୯୫ ହଜାର ଡେଇଁଛି । ହେଲେ ଆଜି ଟିକିଏ କମିଛି ସୁନା ଦର । ଓଡିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ଅବସରରେ ସୁନା ଦର ପ୍ରାୟ ୧୫୦ ଟଙ୍କା ହ୍ରାସ…