ଥମୁନି ମୁର୍ଶିଦାବାଦ ହିଂସା; ଗିରଫ ହେଲେଣି ୧୧୮ ,ବନ୍ଦ ହେଲା ଇଣ୍ଟରନେଟ୍ ସେବା
କୋଲକାତା: ପଶ୍ଚିମବଙ୍ଗର ମୁସଲମାନବହୁଳ ମୁର୍ଶିଦାବାଦରେ ଓ୍ବାକଫ ସଂଶୋଧନ ଆଇନ ବିରୋଧରେ ବିକ୍ଷୋଭ ଉଗ୍ରରୂପ ନେଇଛି। ହିଂସାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ପୋଲିସ କହିଛି। ଏପଟେ ଓ୍ବାକଫ୍ ଆଇନକୁ ନେଇ ଜାରି ରହିଥିବା ହିଂସାକୁ ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବଳ ମୁତୟନ ହେବେ; ଏନେଇ ଆଦେଶ…